"ସଚିନି ଆୟେନ୍ଦ୍ର ଷ୍ଟାନଲୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୦ କ ଧାଡ଼ି:
| othername = Sachini Ayendra
}}
ସଚିନି ଆୟେନ୍ଦ୍ର ଷ୍ଟାନଲୀ‌ (ସିନହାଲା: සචිනි අයේන්ද් රා ස්ටැන්ලි),<ref>{{cite web|url=https://www.imdb.com/name/nm2704084/|title=Sachini Ayendra, IMDb|access-date=2017-03-09}}</ref> ବର୍ତ୍ତମାନ ସିନହାଲା ଚଳଚ୍ଚିତ୍ର ଜଗତରେ କାମ କରୁଥିବା ଜଣେ ଶ୍ରୀଲଙ୍କା ଚଳଚ୍ଚିତ୍ର ଅଭିନେତ୍ରୀ ଅଟନ୍ତି । ସେ ୨୦୦୩ ମସିହାରେ ମିସ ଶ୍ରୀଲଙ୍କା ଜିତିଥିଲେ ଏବଂ ଚୀନର ସାନ୍ୟାରେ ୫୩ତମ ମିସ ୱାର୍ଲଡ଼ ପେଜେଣ୍ଟରେ ଶ୍ରୀଲଙ୍କାକୁ ପ୍ରତିନିଧିତ୍ଵ କରିଥିଲେ । ମିସ ଶ୍ରୀଲଙ୍କା ମୁକୁଟ ପିନ୍ଧିବା ପରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ସେନେଶ ଦିନସାନାଇକ ବନ୍ଦାରାଙ୍କ ନିର୍ଦ୍ଦେଶିତ ଆଦାରାନୀୟ ୱାସାନାୟା ୨୦୦୪ ମସିହାରେ ମୁକ୍ତିଲାଭ କରିଥିଲା । ସେ ତାଙ୍କ ଅଭିନୟ ପାଇଁ ସାଇନସ୍ ଶ୍ରୀଲଙ୍କା ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ପୁରସ୍କାର ଜିତିଥିଲେ ।ref>{{cite web|url=http://www.sachiniayendra.webs.com/|title='www.sachiniayendra.webs.com'}}</ref>