"ଜିୟା ମୋଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩ କ ଧାଡ଼ି:
 
==ଜୀବନୀ==
ମୋଦୀଙ୍କର ପ୍ରାଥମିକ ଶିକ୍ଷା ମୁମ୍ବାଇ<ref name="Amarnath, Nichinta 2005">Amarnath, Nichinta; Ghosh, Debashish (2005), "A Mind of Intellect", The Voyage To Excellence: The Ascent of 21 Women Leaders of India Inc, Delhi: Pustak Mahal, ISBN 81-223-0904-6</ref> ଏଲିଫିସଟୋନ କଲେଜରୁ ହୋଇଥିଲା । ସେ କେବ୍ରିଜ୍ ସିଲୱିନ୍ କଲେଜରୁ ନିଜର ଆଇନି ଶିକ୍ଷା କରିଥିଲେ ଏବଂ ୧୯୭୯ ମସିହାରେ ହାୱାର୍ଡ ଲ ସ୍କୁଲରୁ<ref>Perkins, Christine (Spring 2006). "Profile: A Passage in India". Harvard Law Bulletin. Retrieved 26 May 2012.</ref> ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ସେ ରାଜ୍ୟ ବାର୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ନ୍ୟୁୟର୍କ ରେ ଓକିଲ ଭାବେ ଯୋଗ୍ୟତା ଅର୍ଜନ କରିଥିଲେ । ସେ ଭାରତକୁ ଫେରିବା ପୂର୍ବରୁ ସ୍ୱାମୀଙ୍କ ନିର୍ଦ୍ଦେଶ ରେ ନ୍ୟୁୟର୍କ ସହରରେ ବେକର ଏବଂ ମାକେଞ୍ଜିଙ୍କ ସହ ପାଞ୍ଚ ବର୍ଷ କାର୍ଯ୍ୟ କରିଥିଲେ । ସେ ୧୯୮୪ ମସିହାରେ ନିଜର ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ପରେ ସେ ଅନ୍ୟ କମ୍ପାନୀ AZB ଏବଂ ପାର୍ଟନର (ଭାରତର ଏକ ଆଇନ ସଂସ୍ଥା) ସହିତ ଲିଙ୍କ କରିଥିଲେ ଯେଉଁଠାରେ ସେ ଜଣେ ମ୍ୟାନେଜୀଙ୍ଗ ପାର୍ଟନର ଥିଲେ ।<ref>Layak, Suman (28 November 2010). "Street legal: Zia Mody". Living Media India Limited. Retrieved 26 May 2012.</ref> ମୋଦୀ ଭାରତୀୟ ରାଜନେତା ସୋଲି ସୋରବଜୀ ଙ୍କ ଝିଅ ଅଟନ୍ତି । ପାର୍ସୀ ହୋଇଥିଲେ ମଧ୍ୟ ସେ ବାହୁବଳୀବହାଇ ସମ୍ପ୍ରଦାୟରସମ୍ପ୍ରଦାୟରଜଣେ ସକ୍ରିୟ ସଦସ୍ୟ ଅଟନ୍ତି। ସେ ନ୍ୟୁ ଏରା ସ୍କୁଲର ବୋର୍ଡ ସଦସ୍ୟ ଅଟନ୍ତି ।<ref>Bodhi Global - Who We Are - Board of Directors Archived 31 December 2007 at the Wayback Machine.</ref> ମୋଦୀଙ୍କର ୩ଟି ଝିଅ ଅଛନ୍ତି ଏବଂ ତାଙ୍କ ବିବାହ ବ୍ୟବସାୟୀ ଜୟଦେବ ମୋଦୀଙ୍କ ସହିତ ହୋଇଥିଲା । ସେ ମୁମ୍ବାଇରେ ରୁହନ୍ତି ।
 
==ସଫଳତା==