"ଜିୟା ମୋଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୭ କ ଧାଡ଼ି:
==ସଫଳତା==
ବିଜନେସ ଟୁଡେ ସେପ୍ଟେମ୍ବର ୨୦୦୪<ref>"Zia Mody Profile". Profiles. AZB & Partners - Mumbai. Retrieved 27 September 2010.</ref> ମସିହାରେ ମୋଦୀ ଙ୍କୁ ଭାରତର ସବୁଠାରୁ ଶକ୍ତିଶାଳୀ ଭାରତୀୟ ବ୍ୟବସାୟିକ ମହିଳା ଭାବରେ ତାଲିକାଭୁକ୍ତ କରାଗଲା । ୨୦୦୬ ମସିହାରେ ତାଙ୍କୁ ଦି ଇକୋନୋମିକ ଟାଇମ୍ସ ଦ୍ୱାରା ଭାରତର ୧୦୦ଟି ଶକ୍ତିଶାଳୀ CEO ରୂପେ ତାଲିକାଭୁକ୍ତ କରାଗଲା ।
 
==ପରୋପକାରୀ କାର୍ଯ୍ୟ==
ଜିୟା ମୋଦୀଙ୍କ ଦାନ ସମ୍ପୂର୍ଣ୍ଣ ରୂପେ ବହାଇ ପାଣ୍ଠିକୁ ଯାଇଥାଏ । ତଥାପି, ସେ ଜୟ ଭକିଲ ଫାଉଣ୍ଡେସନରେ ମଧ୍ୟ ନିଜ ଅବଦାନ ରଖିଛନ୍ତି ।<ref>{{Cite web|url=http://jaivakeel.org/supporters|title=Supporters - Jai Vakeel Foundation}}</ref>
 
==ଆଧାର==