"ନିତ୍ୟାନନ୍ଦ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୩୭ କ ଧାଡ଼ି:
}}
 
'''ନିତ୍ୟାନନ୍ଦ ମହାପାତ୍ର''' [[ଭଦ୍ରକଜଣେ ଜିଲ୍ଲା]]ରଭାରତୀୟ ତାଳପଦାଠାରେସ୍ୱାଧୀନତା ୧୭ ଜୁଲାଇ ୧୯୧୨ସଂଗ୍ରାମୀ, ରଥଯାତ୍ରାରାଜନେତା ଦିନ<ref>http://www.odishatv.in/litterateur-nityananda-mohapatra-dead/</ref> କାନ୍ତକବିଏବଂ [[ଲକ୍ଷ୍ମୀକାନ୍ତଓଡ଼ିଆ ମହାପାତ୍ରଭାଷା|ଓଡ଼ିଆ]]ଙ୍କ ଜ୍ୟେଷ୍ଠ ପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସାରସ୍ୱତ ସାଧକ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତାଔପନ୍ୟାସିକ ଥିଲେ । ସେ [[ଭଦ୍ରକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଭଦ୍ରକ ନିର୍ବାଚନ ମଣ୍ଡଳୀରୁ]] ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୭-୭୧ରେ ସେ [[ରାଜେନ୍ଦ୍ର ନାରାୟଣ ସିଂହଦେଓ]]ଙ୍କ ନେତୃତ୍ୱାଧିନ ସ୍ୱତନ୍ତ୍ର ଜନ କଂଗ୍ରେସ ଶାସନ ସମୟରେ ସେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଥିଲେ । <ref>{{cite web |url= http://expressbuzz.com/states/orissa/nityananda-mohapatra-no-more/383377.html |title=Nityananda Mohapatra no more &#124; &#124; &#124; The New Indian Express |year=2012|work=expressbuzz.com |yearaccessdate=201212 May 2012|quote=He was minister for Cultural Affairs and Food and Civil Supplies |accessdate=12 May 2012}}</ref> ସେ ଥରେ ଜନ କଂଗ୍ରେସରୁ ଓ ଦୁଇଥର ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱରଉତ୍ତୋଳନଆନ୍ଦୋଳନ କରି ସେ ତିନିଥର କାରାବରଣ କରିଥିଲେ ।<ref>{{cite web |url=http://ws.ori.nic.in/ola/mlaprofile/1stpage.asp?854 |title=Profile of Shri Nityananda Mahapatra |publisher=Orissa Legislative Assembly |accessdate=21 June 2011 }}</ref> ସେ ୧୧ ଖଣ୍ଡ ଉପନ୍ୟାସ, ୪ ଖଣ୍ଡ ଗଳ୍ପ ସଙ୍କଳନ ଓ ଏକାଧିକ କବିତା ସଙ୍କଳନ ରଚନା କରିଥିଲେ ।
 
୧୭୨୦୧୨ ଅପ୍ରେଲ ୨୦୧୨ରେ୧୭ରେ ସେ ଶ୍ୱାସନଳୀ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । <ref>http://www.asianage.com/india/centenarian-litterateur-and-ex-odisha-minister-dead-680</ref>
 
== ଜୀବନୀ ==
== ସାହିତ୍ୟ ସର୍ଜନା ==
ନିତ୍ୟାନନ୍ଦ ମହାପାତ୍ର [[ଓଡ଼ିଶା|ଓଡ଼ିଶାର]] [[ଭଦ୍ରକ ଜିଲ୍ଲା|ଭଦ୍ରକ ଜିଲ୍ଲାସ୍ଥିତ]] ତାଳପଦାଠାରେ ୧୯୧୨ ଜୁଲାଇ ୧୭ (ରଥଯାତ୍ରା) ଦିନ<ref>http://www.odishatv.in/litterateur-nityananda-mohapatra-dead/</ref> ଜନ୍ମଗ୍ରହଣ କରିଥିଲେ । ତାଙ୍କର ମାତାଙ୍କ ନାମ ଥିଲା ଲବଙ୍ଗଲତା ଓ ତାଙ୍କର ପିତା ଥିଲେ ଖ୍ୟାତନାମା ଓଡ଼ିଆ ସାହିତ୍ୟିକ [[ଲକ୍ଷ୍ମୀକାନ୍ତ ମହାପାତ୍ର]] । ସେ ତାଙ୍କ ପିତାମାତାଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ । <ref>http://www.asianage.com/india/centenarian-litterateur-and-ex-odisha-minister-dead-680</ref>
ନିତ୍ୟାନନ୍ଦ ମହାପାତ୍ର - ୧୧ଟି ଉପନ୍ୟାସ, ୪ଖଣ୍ଡ ଗଳ୍ପ ସଙ୍କଳନ ଓ ଏକାଧିକ କବିତା ସଙ୍କଳନର ସ୍ରଷ୍ଟା । ମାତ୍ର ୭ ବର୍ଷ ବୟସରେ ସେ "ସାବିତ୍ରୀ" ନାମକ ପଦ୍ୟ ଲେଖିଥିଲେ । "ମାଉସୀ" ଥିଲା ତାଙ୍କର ପ୍ରଥମ ଗଳ୍ପ ଏବଂ "ଭୁଲ୍" ଥିଲା ତାଙ୍କର ପ୍ରଥମ ଉପନ୍ୟାସ। "ଭୁଲ୍’’ ଉପନ୍ୟାସକୁ ସେ ବାପାଙ୍କ ପ୍ରଦତ୍ତ "ଅବଧୂତ" ଛଦ୍ମନାମରେ ଲେଖିଥିଲେ । ସେ ବ୍ରହ୍ମପୁର କାରାଗାରରେ ଥିବାବେଳେ ସିପିଆଇ, ଓଡ଼ିଶା ଶାଖା ପାଇଁ ଦଳର ପତାକା ଉତ୍ତୋଳନ ସଂଗୀତ ‘ଏଇ ଲାଲ ପତାକା ତଳେ’ ରଚନା କରି ବହୁଚର୍ଚ୍ଚିତ ହୋଇଥିଲେ । ସେ [[ଡଗର]]ର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।<ref>{{cite web |url= http://www.thehindu.com/news/states/other-states/article3325040.ece |title=The Hindu : States / Other States : Odisha's man of many parts |first= Jatindra K. |last=Nayak |work=thehindu.com |year=2012|quote=Under his inspiring editorship, Dagara (Messenger)... |accessdate=12 May 2012}}</ref>
 
== ରଚନାବଳୀ ==
ନିତ୍ୟାନନ୍ଦ, ଡଗର ପତ୍ରିକାରେ "ଡଗର ନିତ୍ୟାନନ୍ଦ" ଶୀର୍ଷକରେ ନିଜର ବ୍ୟଙ୍ଗଚିତ୍ର ପ୍ରକାଶକରି ନିଜ ବିଷୟରେ ଲେଖିଥିଲେ :
ନିତ୍ୟାନନ୍ଦ ମହାପାତ୍ର ୧୧ଟି ଉପନ୍ୟାସ, ୪ ଖଣ୍ଡ ଗଳ୍ପ ସଙ୍କଳନ ଓ ଏକାଧିକ କବିତା ସଙ୍କଳନ ରଚନା କରିଥିଲେ । ମାତ୍ର ୭ ବର୍ଷ ବୟସରେ ସେ "''ସାବିତ୍ରୀ''" ନାମକ ଏକ ପଦ୍ୟ ଲେଖିଥିଲେ । "''ମାଉସୀ''" ଥିଲା ତାଙ୍କର ପ୍ରଥମ ଗଳ୍ପ ଏବଂ "''ଭୁଲ୍''" ଥିଲା ତାଙ୍କର ପ୍ରଥମ ଉପନ୍ୟାସ । ଏହି ଉପନ୍ୟାସକୁ ସେ ବାପାଙ୍କ ପ୍ରଦତ୍ତ "''ଅବଧୂତ''" ଛଦ୍ମନାମରେ ଲେଖିଥିଲେ । ସେ ବ୍ରହ୍ମପୁର କାରାଗାରରେ ଥିବାବେଳେ ସିପିଆଇ, ଓଡ଼ିଶା ଶାଖା ପାଇଁ ଦଳର ପତାକା ଉତ୍ତୋଳନ ସଂଗୀତ "''ଏଇ ଲାଲ ପତାକା ତଳେ''" ରଚନା କରି ବହୁଚର୍ଚ୍ଚିତ ହୋଇଥିଲେ । ସେ [[ଡଗର (ପତ୍ରିକା)|''ଡଗର'']] ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।<ref>{{cite web |url= http://www.thehindu.com/news/states/other-states/article3325040.ece |title=The Hindu : States / Other States : Odisha's man of many parts |first= Jatindra K. |last=Nayak |work=thehindu.com |year=2012|quote=Under his inspiring editorship, Dagara (Messenger)... |accessdate=12 May 2012}}</ref> ଏଥିରେ "''ଡଗର ନିତ୍ୟାନନ୍ଦ''" ଶୀର୍ଷକରେ ନିଜର ବ୍ୟଙ୍ଗଚିତ୍ର ପ୍ରକାଶକରି ନିଜ ବିଷୟରେ ଲେଖିଥିଲେ:{{Rquote|center| ଆପଣ ଜଣେ ବ୍ୟର୍ଥ ପ୍ରେମିକ, ବ୍ୟର୍ଥ ରାଜନୈତିକ, ବ୍ୟର୍ଥ ଲେଖକ, ବ୍ୟର୍ଥ ସାହିତ୍ୟିକ, ବ୍ୟର୍ଥ ମନୁଷ୍ୟ, ବୋଧହୁଏ ବ୍ୟର୍ଥ ପଶୁ ମଧ୍ୟ...</br>ସାହିତ୍ୟ ଓ ରାଜନୀତି ଭିତରେ, ଧର୍ମ ଓ ପ୍ରେମ ଭିତରେ, ଧନୀ ଓ ଦରିଦ୍ର ଭିତରେ, ଜଡ଼ ଓ ଆଧ୍ୟାତ୍ମ ଭିତରେ ଦ୍ୱନ୍ଦ୍ୱ ଓ ସାଲିସ ବା ସାଲିସର ଅକ୍ଷମତା ହିଁ ଆପଣଙ୍କୁ 'ନିତ୍ୟ ଆନନ୍ଦ' ଦେଇଛି॥}}<ref>{{cite news|title='ହିଡ଼ମାଟି'ର ସ୍ରଷ୍ଟା|url=http://sambadepaper.com/Details.aspx?id=171872&boxid=23738879|accessdate=17 June 2015|newspaper=ସମ୍ବାଦ ଭୁବନେଶ୍ୱର ସଂସ୍କରଣ|date=17 June 2015}}</ref>
== ରଚନାବଳୀ ==
{{Col-begin}}