"ବାଙ୍ଗାଲୋର ଭେଙ୍କେଟରାମିୟା ନାଗରତ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୬ କ ଧାଡ଼ି:
* କରୋନା ସଂକ୍ରମିତ ଅଞ୍ଚଳରେ ବିଦ୍ୟାଳୟ ଗୁଡ଼ିକରେ ଦିଆଅଯାଉଥିବା ମଧ୍ୟାହ୍ନ ଭୋଜନ ବନ୍ଦ କରିଦିଆଯିବା ପାଇଁ କର୍ଣ୍ଣାଟକ ସରକାରଙ୍କ ଦ୍ଵାରା ଦିଆଯାଇଥିବା ପ୍ରସ୍ତାବକୁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଯେଉଁ ବେଞ୍ଚ ଖାରଜ କରିଦେଇଥିଲେ, ସେହି ବେଞ୍ଚ ଅନ୍ୟତମ ଚିଚାରପତି ଥିଲେ ନାଗରତ୍ନା । ଏହି ବେଞ୍ଚ ଦ୍ଵାରଚ ଦିଆଯାଇଥିବା ଫଇସଲାରେ ରାଜ୍ୟର ସମସ୍ତ ପିଲା ଯେପରି ଅନଲାଇନ ପାଠ ପଧିବାରସମସ୍ତ ସୁବିଧା ପାଇବେ ତାହା ନିଶ୍ଚିତ କରିବା ପାଇଁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ଏହି ମର୍ମରେ ଆଦେଶ ଜାରି କରିଥିଲେ । ଏହା ସହିତ କର୍ଣ୍ଣାଟକରେ ଶିକ୍ଷାଦାନ ସମସ୍ତ କରୁଥିବା ସମସ୍ତ ଶିକ୍ଷକ ତଥା ଅନ୍ୟ କର୍ମଚାରୀଙ୍କୁ କରୋନାର ସମ୍ମୁଖ ଯୋଦ୍ଧା ଭାବେ ମାନ୍ୟତା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ପ୍ରଦାନ କରିଥିଲେ ।
 
* ସେପ୍ଟେମ୍ବର ୨୦୨୦ରେ ସେ ଅନ୍ୟଜଣେ ବିଚାରପତିଙ୍କ ସହ ଏକ ମିଳିତ ବେଞ୍ଚରେ ଏକ ରାୟ ପ୍ରଦାନ କରି କରୋନା କାଳରେ କର୍ଣ୍ଣାଟକ ସରକାର ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନରେ ପ୍ରବେଶ ନିମନ୍ତେ ପ୍ରନୟନ କରିଥିବା ଏକ ଆଇନକୁ ବୈଧ ଘୋଷଣା କରିଥିଲେ । ଫଳରେ ଉଭୟ କ୍ଷେତ୍ରରେ ପ୍ରବେଶ ପ୍ରକ୍ରିୟାର ସରଳିକରଣ ହେବା ସହ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରବେଶ ସମ୍ପର୍କିତ କିଛି ଏକଚାଟିଆ ଅଧିକାର ସଂକୁଚିତ ହୋଇଥିଲା ।<ref name="The Hindu.com">{{cite web |title=Govt. fiat to universities on method to promote intermediate semester students upheld |url=https://www.thehindu.com/news/national/karnataka/govt-fiat-to-universities-on-method-to-promote-intermediate-semester-students-upheld/article32604948.ece |website=The Hindu |accessdate=11 September 2021 |language=en-IN |date=15 September 2020}}</ref>
 
== ଆଧାର ==