"ବାଙ୍ଗାଲୋର ଭେଙ୍କେଟରାମିୟା ନାଗରତ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୮ କ ଧାଡ଼ି:
== ବୃତ୍ତିଗତ ଜୀବନ ==
କର୍ଣ୍ଣାଟକ ବାର କାଉନସେଲରେ ସେ ୧୯୮୭ ମସିହାରେ ଯୋଗ ଦେଇ ସାମ୍ବିଧାନିକ ଓ ବାଣିଜ୍ୟିକ ଆଇନ ଉପରେ ଓକିଲାତି ଆରମ୍ଭ କଲେ । ଏହା ପରେ ୨୦୦୮ ମସିହାରେ ସେ କର୍ଣ୍ଣତକ ଉଚ୍ଚ ନ୍ୟାୟାଲୟର ଏକ ଅତିରିକ୍ତ ନ୍ୟାୟାଧୀସ ଭାବେ ଯୋଗ ଦେଲ । ୧୭ ଫେବୃୟରୀ ୨୦୧୦ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦିଆଗଲା । ମେ ୨୦୨୦ରେ ଭାରତର୍ ଉଚ୍ଚତମ ନ୍ୟାୟାଲୟକୁ ବିଚାରପତି ଭାବେ ପଦୋନ୍ନତି ପାଇବା ନିମନ୍ତେ ତାଙ୍କ ନାମ ସୁପାରିସ ହେବା ଜଣାଗଲା । ୨୬ ଅଗଷ୍ତ ୨୦୨୧ରେ ସେ ଭାରତର ଉଚତମ ନ୍ୟାୟାଲୟର ବିଚାରପତି ଭାବେ ନିଯୁକ୍ତି ପାଇଲେ ଏବମ୍ ୩୧ ଅଗଷ୍ତ ୨୦୨୧ରେ ସେ ଏହିଅ ପଦବୀରେ ଶପଥ ଗ୍ରହଣ କଲେ । ବରିଷ୍ଠତା କ୍ରମରେ ୨୦୨୭ ମସିହାରେ ସେ ଭାରତର ଉଚ୍ଚତମ ନ୍ୟାୟାଲୟର ପ୍ରଥମ ମହିଳା ବିଚାରପତି ହେବା ସମ୍ଭାବନା ରହିଛି ।
== କିଛି ଚର୍ଚ୍ଚିତଗୁରୁତ୍ଵପୂର୍ଣ୍ଣ ଫଇସଲାରାୟ ==
* ୨୦୧୯ ମସିହାରେ ଅନ୍ୟଦୁଇଜଣ ବିଚାରପତିଙ୍କ ସହ ସେ ଦେଇଥିବା ଏକ ଫଇସଲା ଅନୁସାରେ "ମନ୍ଦିରଗୁଡିକ ବାଣିଜ୍ୟିକ ଅନୁଷ୍ଠାନ ନୁହେଁ, ଗ୍ରାଚୁଇଟି ଦେଣ ସମ୍ପର୍କିତ ଶ୍ରମ ଆଇନର ଧାରା ମନ୍ଦିରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ" ।<ref name="Thehindu">{{cite web |title=Temples not commercial establishments: HC |url=https://www.thehindu.com/news/cities/bangalore/temples-not-commercial-establishments-hc/article28799005.ece |website=The Hindu |accessdate=11 September 2021 |language=en-IN |date=2 August 2019}}</ref>
 
* ୨୦୧୬ ମସିହାରେ ଅନ୍ୟ ଜଣେ ବିଚାରପତିଙ୍କ ସହ ଏକ ବେଞ୍ଚରେ ସେ ଦେଇଥିବା ଏକ ରାୟ ଅନୁସାରେ କର୍ଣ୍ଣାଟକ ସରକାରଙ୍କ ମଟର ଟ୍ୟାକ୍ସ ସମ୍ପର୍କିତ ଏକ ଆଇନ ଯେଉଁଥିରେ କି କର୍ଣ୍ଣାଟକ ବ୍ୟତୀତ ଅନ୍ୟରାଜ୍ୟରୁ କିଣାଯାଇଥିବା ଯାନବାହନକୁ କର୍ଣ୍ଣାଟକରେ ବ୍ୟବହାର କରିବାକୁ ହେଲେ ବାଧ୍ୟତାମୂଳକ 'ଆଜୀବନ ଟ୍ୟାକ୍ସ' ଦେବାକୁ ପଡ଼ିବା ଭାଳି ଏହି ଆଇନକୁ ଅସାମ୍ବିଧାନିକ କହି ରଦ୍ଦ କରିଦେଇଥିଲେ ।
 
* ୨୦୧୯ ମସିହାରେ ଅନ୍ୟଦୁଇଜଣ ବିଚାରପତିଙ୍କ ସହ ସେ ଦେଇଥିବା ଏକ ଫଇସଲାରାୟ ଅନୁସାରେ "ମନ୍ଦିରଗୁଡିକ ବାଣିଜ୍ୟିକ ଅନୁଷ୍ଠାନ ନୁହେଁ, ଗ୍ରାଚୁଇଟି ଦେଣ ସମ୍ପର୍କିତ ଶ୍ରମ ଆଇନର ଧାରା ମନ୍ଦିରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ" ।<ref name="Thehindu">{{cite web |title=Temples not commercial establishments: HC |url=https://www.thehindu.com/news/cities/bangalore/temples-not-commercial-establishments-hc/article28799005.ece |website=The Hindu |accessdate=11 September 2021 |language=en-IN |date=2 August 2019}}</ref>
 
* କରୋନା ସଂକ୍ରମିତ ଅଞ୍ଚଳରେ ବିଦ୍ୟାଳୟ ଗୁଡ଼ିକରେ ଦିଆଅଯାଉଥିବା ମଧ୍ୟାହ୍ନ ଭୋଜନ ବନ୍ଦ କରିଦିଆଯିବା ପାଇଁ କର୍ଣ୍ଣାଟକ ସରକାରଙ୍କ ଦ୍ଵାରା ଦିଆଯାଇଥିବା ପ୍ରସ୍ତାବକୁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଯେଉଁ ବେଞ୍ଚ ଖାରଜ କରିଦେଇଥିଲେ, ସେହି ବେଞ୍ଚ ଅନ୍ୟତମ ଚିଚାରପତି ଥିଲେ ନାଗରତ୍ନା । ଏହି ବେଞ୍ଚ ଦ୍ଵାରଚ ଦିଆଯାଇଥିବା ଫଇସଲାରେ ରାଜ୍ୟର ସମସ୍ତ ପିଲା ଯେପରି ଅନଲାଇନ ପାଠ ପଧିବାରସମସ୍ତ ସୁବିଧା ପାଇବେ ତାହା ନିଶ୍ଚିତ କରିବା ପାଇଁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ଏହି ମର୍ମରେ ଆଦେଶ ଜାରି କରିଥିଲେ । ଏହା ସହିତ କର୍ଣ୍ଣାଟକରେ ଶିକ୍ଷାଦାନ ସମସ୍ତ କରୁଥିବା ସମସ୍ତ ଶିକ୍ଷକ ତଥା ଅନ୍ୟ କର୍ମଚାରୀଙ୍କୁ କରୋନାର ସମ୍ମୁଖ ଯୋଦ୍ଧା ଭାବେ ମାନ୍ୟତା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ପ୍ରଦାନ କରିଥିଲେ ।
 
* କରୋନା ସଂକ୍ରମିତ ଅଞ୍ଚଳରେ ବିଦ୍ୟାଳୟ ଗୁଡ଼ିକରେ ଦିଆଅଯାଉଥିବା ମଧ୍ୟାହ୍ନ ଭୋଜନ ବନ୍ଦ କରିଦିଆଯିବା ପାଇଁ କର୍ଣ୍ଣାଟକ ସରକାରଙ୍କ ଦ୍ଵାରା ଦିଆଯାଇଥିବା ପ୍ରସ୍ତାବକୁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଯେଉଁ ବେଞ୍ଚ ଖାରଜ କରିଦେଇଥିଲେ, ସେହି ବେଞ୍ଚ ଅନ୍ୟତମ ଚିଚାରପତି ଥିଲେ ନାଗରତ୍ନା । ଏହି ବେଞ୍ଚ ଦ୍ଵାରଚ ଦିଆଯାଇଥିବା ଫଇସଲାରେ ରାଜ୍ୟର ସମସ୍ତ ପିଲା ଯେପରି ଅନଲାଇନ ପାଠ ପଧିବାରସମସ୍ତ ସୁବିଧା ପାଇବେ ତାହା ନିଶ୍ଚିତ କରିବା ପାଇଁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ଏହି ମର୍ମରେ ଆଦେଶ ଜାରି କରିଥିଲେ । ଏହା ସହିତ କର୍ଣ୍ଣାଟକରେ ଶିକ୍ଷାଦାନ ସମସ୍ତ କରୁଥିବା ସମସ୍ତ ଶିକ୍ଷକ ତଥା ଅନ୍ୟ କର୍ମଚାରୀଙ୍କୁ କରୋନାର ସମ୍ମୁଖ ଯୋଦ୍ଧା ଭାବେ
 
== ଆଧାର ==