"ଲକ୍ଷ୍ମୀକାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଜୀବନୀ: I just verified the place name from ତାଳପଡ଼ା to ତାଳପଦା
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
→‎ଜୀବନୀ: ବ୍ୟାକରଣ ସଜାଡ଼ିଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୪୨ କ ଧାଡ଼ି:
 
==ଜୀବନୀ==
କାନ୍ତକବି '''ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର''' ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ [[ଭଦ୍ରକ ଜିଲ୍ଲା]]ର ତିହିଡ଼ି ବ୍ଲକର ''ତାଳପଦା'' ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।<ref name=ଲକ୍ଷ୍ମୀକାନ୍ତ>{{cite web|title=FREEDOM FIGHTERS|url=http://bhadrak.nic.in/freedomfighter.htm|publisher=Bhadrak District Official Website|accessdate=25 August 2016}}</ref> ସେ [[ଲକ୍ଷ୍ମୀ ପୂଜା]] ଦିନ ଜନ୍ମଗ୍ରହଣ କରିଥିବାରୁ [[ଲକ୍ଷ୍ମୀ]] ମାଆଙ୍କ ନାମାନୁସାରେ ତାଙ୍କ ନାମ ଲକ୍ଷ୍ମୀକାନ୍ତ ବୋଲି ରଖାଗଲା ।<ref name=Laxmikanta>{{cite journal|last=Chand|first=Dr. Soma|title=Kantakabi Laxmikanta and Nationalist Poems|journal=Orissa Review|date=1 August 2006|page=43|pages=|url=http://odisha.gov.in/e-magazine/Orissareview/Aug 2006/engpdf/43-47.pdf|accessdate=25 August 2016}}</ref> ତାଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ଓ ମାତା ରାଧାମଣୀ କଣ୍ଟାପାରିକଣ୍ଟାପଡ଼ା ଜମିଦାରଙ୍କ କନ୍ୟା ଥିଲେ । ଭାଗବତ ପ୍ରସାଦ ସାମନ୍ତରାୟ ବିହାର-ଓଡ଼ିଶା ବିଧାନ ସଭାରେ ୪ ଥର ପ୍ରତିନିଧିତ୍ୱ କରିଥିଲେ ଓ ସେଥି ମଧ୍ୟରୁ ଦୁଇଥର ଉପ-ବାଚସ୍ପତି ଦାୟିତ୍ୱ ନିର୍ବାହ କରିଥିଲେ ।<ref>{{cite web|last=Mohapatra|first=Prabhu Kalyan|title=Kantakabi : A Nationalist Poet of Rare Caliber|url=http://pib.nic.in/newsite/erelease.aspx?relid=31084|publisher=Press Informatio Bureau|accessdate=8 December 2014}}</ref> ଲକ୍ଷ୍ମୀକାନ୍ତ ହାଇସ୍କୁଲ ଶିକ୍ଷା ଛାଡ଼ି ସେତେବେଳେ ଇଂରେଜମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ଏବଂ ଇଂରେଜ ସୈନ୍ୟମାନଙ୍କଦ୍ୱାରା ବନ୍ଦି ହୋଇ ଜେଲ ମଧ୍ୟ ଯାଇଥିଲେ ।<ref name=ଲକ୍ଷ୍ମୀକାନ୍ତ></ref> ପରେ ପରେ ଲକ୍ଷ୍ମୀକାନ୍ତ ଜମିଦାର ଲାଲମୋହନ ଦାସଙ୍କ କନ୍ୟାଙ୍କୁ ବିବାହ କରିଥିଲେ । ୧୯୧୨ରେ ସେ ଏକ ପୁତ୍ର ସନ୍ତାନର ଜନକ ହେଲେ । ୧୯୧୩ରେ [[ରେଭେନ୍ସା କଲେଜ]]ରୁ ସ୍ନାତକ ଡିଗ୍ରୀ ହାସଲ କଲେ । ଲକ୍ଷ୍ମୀକାନ୍ତଙ୍କ ରଚିତ ସ୍ୱାଧୀନତା ପ୍ରେମୀ କବିତା ଗୁଡ଼ିକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକଜୁଟ କରାଇବାରେ ସାହାଯ୍ୟ କରିଥିଲା ।<ref name=ଲକ୍ଷ୍ମୀକାନ୍ତ></ref> ୧୯୩୩ରେ ତାଙ୍କୁ ଭଦ୍ରକ ହାଇସ୍କୁଲ ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ଦିଆଗଲା । ଏହି ସଭାରେ ତାଙ୍କୁ କାନ୍ତକବି ଉପାଧି ଦିଆଗଲା । <ref name=kantakabi>{{cite news|title=କାନ୍ତକବି ଲକ୍ଷ୍ମୀକାନ୍ତ (ଜୀବନୀ ଉପଲକ୍ଷେ)|accessdate=9 December 2013|newspaper=[[ସମାଜ]] - ପୃଷ୍ଠା-୧୨|date=୯ ଡିସେମ୍ବର ୨୦୧୩}}</ref>
 
== ସାହିତ୍ୟ ପ୍ରତି ଅବଦାନ ==