"ବାଙ୍ଗାଲୋର ଭେଙ୍କେଟରାମିୟା ନାଗରତ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ ଯୋଡିବା
(କିଛି ବଦଳିନାହିଁ)

୧୧:୫୬, ୫ ସେପ୍ଟେମ୍ବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

{{}} ବାଙ୍ଗାଲୋର ଭେଙ୍କେଟେରାମିୟା ନାଗରତ୍ନା (ଜନ୍ମ ୩୦ ଅକ୍ଟୋବର ୧୯୬୨) ଭାରତର ଉଚ୍ଚତମ ନ୍ୟାୟାଳୟର ଜଣେ ମହିଳା ବିଚାରପତି ।[୧] କର୍ଣ୍ଣାଟକ ମୁଖ୍ୟ ନ୍ୟାୟାଳୟରେ ୨୦୦୮ରୁ ୨୦୨୧ ଯାଏଁ ବିଚାରପତି ରହିଥିବା ଶ୍ରୀମତି ନାଗରତ୍ନା ହେଉଛନ୍ତି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଶ୍ରୀ ଇ ଏସ୍ ଭେକଟରାମିୟାଙ୍କ କନ୍ୟା ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା

ବୃତ୍ତିଗତ ଜୀବନ

ଆଧାର

  1. "B V Nagarathna: The new Supreme Court judge with roots in Mandya village". Deccan Herald (in ଇଂରାଜୀ). 26 August 2021. Retrieved 5 September 2021.