Content deleted Content added
→‎ବଛା ଲେଖା: ନୂଆ ଭାଗ
 
୪୫ କ ଧାଡ଼ି:
* ଆଉ ଓଡ଼ିଆରେ କେଉଁଠି "ସଂଯୁକ୍ତ ରାଜ୍ୟ" ବୋଲି ଲେଖାଯାଏ ନାହିଁ । ତେଣୁ ଅନ୍ୟ ଭାଷାରେ ବ୍ୟବହୃତ ନାମ ବିଶେଷ କରି ଛାଞ୍ଚ ନାମରେ ରଖିବା ଆବଶ୍ୟକ ନାହିଁ ।
--[[ବ୍ୟବହାରକାରୀ:Psubhashish|ସୁଭ]] <sup>[[User_talk:Psubhashish|(ଆଳାପ)]]</sup> ୦୯:୩୧, ୨୩ ଫେବୃଆରୀ ୨୦୨୧ (IST)
 
== ବଛା ଲେଖା ==
 
ନମସ୍କାର ଆପଣ ଆରମ୍ଭ କରିଥିବା [[ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ]] ପ୍ରସଙ୍ଗଟି ଏଇ ମାସର ବଛା ଲେଖା ଭାବେ ରଖାଗଲା । ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ । କିଛି ଦିନ ହେଲାଣି ଆପଣଙ୍କ ଦେଖା ନାହିଁ ଉଇକିରେ । ଆଶାକରେ ସବୁ ଠିକ ଠାକ ଥିବ ଏବଂ ଆପଣ ପୁଣିଥରେ ଅବଦାନ ଆରମ୍ବ କରିବେ । କିଛି ଅସୁବିଧା ଥିଲେ ଜଣେଇବେ । --<span style="font-family: Segoe Script; font-size:12px; color: white; text-shadow: black 0.1em 0.1em 0.2em;">[[User:Jnanaranjan_sahu|Jnanaranjan Sahu (ଜ୍ଞାନ)]]</span> <sup>[[User talk:Jnanaranjan_sahu|<font color="red">ମୋତେ କିଛି କହିବେ </font>]]</sup> ୧୨:୦୪, ୩ ସେପ୍ଟେମ୍ବର ୨୦୨୧ (IST)