"କୋରାଖଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୫ କ ଧାଡ଼ି:
}}
 
'''{{PAGENAME}}''' ଏକ [[ଓଡ଼ିଆ ଖାଦ୍ୟ]] ଯାହା [[ଖଇ]], [[ଗୁଡ଼]] ଓ [[ନଡ଼ିଆ]]ରୁ ତିଆରି କରାଯାଇଥାଏ । ଶା[[ଓଡ଼ିଶା]] ର [[ରାଜଧାନୀ]] [[ଭୁବନେଶ୍ଵର]] ଏହି ଖାଦ୍ୟ ପାଇଁ ଜଣାଶୁଣା । [[ଓଡ଼ିଶା]]ର ମନ୍ଦିର ମାନଙ୍କରେ ଏହା ଭୋଗ ଭାବରେ ମଧ୍ୟ ମିଳିଥାଏ । ମହାପ୍ରଭୁ [[ଲିଙ୍ଗରାଜ]]ଙ୍କୁ ଭକ୍ତ ମାନଙ୍କ ଦେଇ କୋରାଖଇ ଅର୍ପଣ କରାଯାଇଥାଏ ।<ref>[http://khordha.nic.in/lingaraj/lingaraj.htm LORD LINGARAJA, OFFERINGS]]</ref>
 
==ଉପାଦାନ==
"https://or.wikipedia.org/wiki/କୋରାଖଇ"ରୁ ଅଣାଯାଇଅଛି