"ଉପେନ୍ଦ୍ର ଭଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ପ୍ରାରମ୍ଭିକ ଜୀବନ: ଲିଙ୍କ ଯୋଡ଼ିଲେ
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟିକେ 2401:4900:18E1:3BC:0:0:23B:C4DD (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Ssgapu22ଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
୨୨ କ ଧାଡ଼ି:
ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି [[ଓଡ଼ିଆ ସାହିତ୍ୟ]]ରେ ମନୋନିବେଶ କରିଥିଲେ ।<ref>{{cite web |url= http://orissadiary.com/personality/poet/UPENDRA_BHANJA%20.asp |title=KABI SAMRAT UPENDRA BHANJA |work=orissadiary.com |year=2012 |quote=He preferred his entire life to poetry rather than to ruling over a kingdom |accessdate=18 June 2012}}</ref>
 
https:///nvNMUI1p04M
== ପ୍ରାରମ୍ଭିକ ଜୀବନ ==
=== ଜନ୍ମ ===
ଆଧୁନିକ [[ଗଞ୍ଜାମ ଜିଲ୍ଲା]]ରେ ଗୁମୁସର (ଘୁମୁସର) ବୋଲି ଗୋଟିଏ ରାଜ୍ୟ ଥିଲା ଏବଂ ସେହି ରାଜ୍ୟରେ ଭଞ୍ଜବଂଶୀୟ ରାଜାମାନେ ରାଜ୍ୟଶାସନ କରୁଥିଲେ । ସେମାନଙ୍କ ମଧ୍ୟରେ ଧନଞ୍ଜୟ ଭଞ୍ଜ (ପ୍ରତାପ ଧନଞ୍ଜୟ) ବୋଲି ଜଣେ ରାଜା ଥିଲେ । ସେ ଜଣେ କବି ଓ ଶାସକ ଥିଲେ। ସେ ରଘୁନାଥ ବିଳାସ, ତ୍ରିପୁର ସୁନ୍ଦରୀ, ଇଚ୍ଛାବତୀ, ମଦନମଞ୍ଜରୀ ଆଦି କାବ୍ୟମାନ ରଚନା କରିଥିଲେ। ଧନଞ୍ଜୟ ଓ ତାଙ୍କ ରାଣୀ ମଣ୍ଡାଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ନୀଳକଣ୍ଠ ଭଞ୍ଜ । ନୀଳକଣ୍ଠ ଭଞ୍ଜଙ୍କ ପୁଅ ହେଉଛନ୍ତି ଉପେନ୍ଦ୍ର ଭଞ୍ଜ । {{Quote|<poem>
ବରହିବଂଶେ ଉଦ୍ଭବ ନୃପ-ଧନଞ୍ଜୟ ।
ବିଶିଷ୍ଟେ ଘୁମୁସରଅଧିପ ଗୁଣାଳୟ ଯେ ।୪୭।
Line ୩୪ ⟶ ୩୩:
ବୀରବର ପଦ ଉପଇନ୍ଦ୍ର ମୋର ନାମ ।
ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ ।୫୦।
</poem>|ଦ୍ୱିପଞ୍ଚାଶତ ଛାନ୍ଦ, [[ବୈଦେହୀଶ ବିଳାସ]]}}ଘୁମୁସରର ରାଜାମାନେ ଯେଉଁ କେତେଗୁଡିଏ ଦୁର୍ଗ ଗଢ଼ିଥିଲେ, ତା ମଧ୍ୟରେ ଗୁମୁସରଗଡ଼, ଅନ୍ଧାରଗଡ଼, ଦୁର୍ଗାପ୍ରସାଦଗଡ଼, କୁଲାଡଗଡ଼ ପ୍ରଧାନ । କୁଲାଡଗଡ଼ ଦୁର୍ଗମଧ୍ୟରେ ନୀଳକଣ୍ଠ ଭଞ୍ଜ ବାସ କରୁଥିଲେ । ୧୬୮୦ ଖ୍ରୀଷ୍ଟାବ୍ଦର କୁଲାଡଗଡ଼ରେ ରାଜା ନୀଳକଣ୍ଠ ଭଞ୍ଜଙ୍କର ପୁଅଟିଏ ଜନ୍ମ ହେଲା ଯାହାର ନାମକରଣ କରାଗଲା "ଉପେନ୍ଦ୍ର ଭଞ୍ଜ" ।
 
=== ବଂଶାବଳୀ ===