"ଉପେନ୍ଦ୍ର ଭଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୨୪ କ ଧାଡ଼ି:
== ପ୍ରାରମ୍ଭିକ ଜୀବନ ==
=== ଜନ୍ମ ===
ଆଧୁନିକ [[ଗଞ୍ଜାମ ଜିଲ୍ଲା]]ରେ ଗୁମୁସର (ଘୁମୁସର) ବୋଲି ଗୋଟିଏ ରାଜ୍ୟ ଥିଲା ଏବଂ ସେହି ରାଜ୍ୟରେ ଭଞ୍ଜବଂଶୀୟ ରାଜାମାନେ ରାଜ୍ୟଶାସନ କରୁଥିଲେ । ସେମାନଙ୍କ ମଧ୍ୟରେ ଧନଞ୍ଜୟ ଭଞ୍ଜ (ପ୍ରତାପ ଧନଞ୍ଜୟ) ବୋଲି ଜଣେ ରାଜା ଥିଲେ । ସେ ଜଣେ କବି ଓ ଶାସକ ଥିଲେ। ସେ ରଘୁନାଥ ବିଳାସ, ତ୍ରିପୁର ସୁନ୍ଦରୀ, ଇଚ୍ଛାବତୀ, ମଦନମଞ୍ଜରୀ ଆଦି କାବ୍ୟମାନ ରଚନା କରିଥିଲେ। ଧନଞ୍ଜୟ ଓ ତାଙ୍କ ରାଣୀ ମଣ୍ଡାଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ନୀଳକଣ୍ଠ ଭଞ୍ଜ । ନୀଳକଣ୍ଠ ଭଞ୍ଜଙ୍କ ପୁଅ ହେଉଛନ୍ତି ଉପେନ୍ଦ୍ର ଭଞ୍ଜ । {{Quote|<poem>
ବରହିବଂଶେ ଉଦ୍ଭବ ନୃପ-ଧନଞ୍ଜୟ ।
ବିଶିଷ୍ଟେ ଘୁମୁସରଅଧିପ ଗୁଣାଳୟ ଯେ ।୪୭।
୩୩ କ ଧାଡ଼ି:
ବୀରବର ପଦ ଉପଇନ୍ଦ୍ର ମୋର ନାମ ।
ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ ।୫୦।
</poem>|ଦ୍ୱିପଞ୍ଚାଶତ ଛାନ୍ଦ, [[ବୈଦେହୀଶ ବିଳାସ]]}}ଘୁମୁସରର ରାଜାମାନେ ଯେଉଁ କେତେଗୁଡିଏ ଦୁର୍ଗ ଗଢ଼ିଥିଲେ, ତା ମଧ୍ୟରେ ଗୁମୁସରଗଡ଼, ଅନ୍ଧାରଗଡ଼, ଦୁର୍ଗାପ୍ରସାଦଗଡ଼, କୁଲାଡଗଡ଼ ପ୍ରଧାନ । କୁଲାଡଗଡ଼ ଦୁର୍ଗମଧ୍ୟରେ ନୀଳକଣ୍ଠ ଭଞ୍ଜ ବାସ କରୁଥିଲେ । ୧୬୮୦ ଖ୍ରୀଷ୍ଟାବ୍ଦର କୁଲାଡଗଡ଼ରେ ରାଜା ନୀଳକଣ୍ଠ ଭଞ୍ଜଙ୍କର ପୁଅଟିଏ ଜନ୍ମ ହେଲା ଯାହାର ନାମକରଣ କରାଗଲା "ଉପେନ୍ଦ୍ର ଭଞ୍ଜ" ।
 
=== ବଂଶାବଳୀ ===