"ଗୁରୁଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ 117.237.209.198 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Jnanabotଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
୨୯ କ ଧାଡ଼ି:
'''ଗୁରୁଦିବସ''' [[ଭାରତ]]ର ୨ୟ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]] [[ସର୍ବପଲ୍ଲୀ ରାଧାକୃଷ୍ଣନ]]ଙ୍କ ଜନ୍ମତିଥିରେ ପାଳିତ ଏକ ବିଶେଷ ଦିବସ ଯାହା ଗୁରୁ ବା ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀ ଗଣ ପାଳନ କରନ୍ତି ।
 
ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଏକାଧାର ଜଣେ ସୁଗୁରୁ ଏବଂ ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ତାଙ୍କର ଦେହାନ୍ତ ପରେ, ତାଙ୍କର ଜନ୍ମତିଥିକୁ ଗୁରୁଦିବସ ଭାବରେ ପାଳନ କରାଯାଏ
 
କେତେକ ଦେଶରେ [[ଶିକ୍ଷକ]]<nowiki/>ମାନଙ୍କୁ ସମ୍ମାନ ଜଣାଇ ଅଲଗା ଅଲଗା ଦିନରେ ଏହି ଦିବସ ପାଳନ କରାଯାଇଥାଏ । ସାରା ପୃଥିବୀରେ [[ବିଶ୍ୱ ଶିକ୍ଷକ ଦିବସ]] ଅକ୍ଟୋବର ୫ରେ ପାଳନ କରାଯାଇଥାଏ । [[ଇଉନେସ୍କୋ]]ଦ୍ୱାରା ଗୁରୁମାନଙ୍କର ଗୁରୁତ୍ୱ ଅନୁଭବ କରିବା ଓ ସେମାନଙ୍କୁ ବିଶେଷ ସମ୍ମାନ ଦେବା ପାଇଁ ଏହି ଦିବସ ସାରା ପୃଥିବୀରେ ପାଳିତ ହୋଇଥାଏ ।<ref>[http://www.unesco.org/en/teacher-education/advocacy/world-teachers-day/ World Teachers’ Day, October 5]</ref>
 
== lipu ==
-About him-
ଶିକ୍ଷକ ଦିବସ ଅନେକ ଦେଶରେ ୨୦ଶ ଶତକ ପରେ ସ୍ୱାଧୀନ ଭାବରେ ପାଳିତ ହେବା ଆରମ୍ଭ ହେଲା । [[ଆର୍ଜେଣ୍ଟିନା]]ରେ ଏହା [[ଡୋମିନିଙ୍ଗୋ ଫଷ୍ଟିନୋ ସାର୍ମେଣ୍ଟିନୋ]]<!--[[Domingo Faustino Sarmiento]]-->ଙ୍କ ଦେହାନ୍ତ ତାରିଖ ସେପ୍ଟେମ୍ବର ୧୯୧୫ ଠାରୁ<ref>[http://www.jardindeinfantesdfs.com.ar/historia.htm#El%20Maestro%20Argentino:%20Domingo%20F.%20Sarmiento Historia]</ref> ପାଳନ କରୁଥିବା ବେଳେ [[ଭାରତ]]ରେ ବିଶିଷ୍ଟ ଶିକ୍ଷାବିଦ ଓ ପୁର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ୧୯୬୨ ମସିହାଠାରୁ ପାଳିତ ହୋଇଆସୁଅଛି <ref>http://www.indianchild.com/teachers_day_india.htm.</ref>)
 
"https://or.wikipedia.org/wiki/ଗୁରୁଦିବସ"ରୁ ଅଣାଯାଇଅଛି