Content deleted Content added
୪୦୧ କ ଧାଡ଼ି:
 
:ସମ୍ମାନୀୟ @[[ବ୍ୟବହାରକାରୀ:Psubhashish|Psubhashish]] ବାବୁ,
: ପ୍ରଥମତଃ ମୁଁ ଖୁସି ଯେ ଆପଣ [[ସ୍ତ୍ରୀଧନ]] ପ୍ରସଂଗଟିକୁ ପଢିଛନ୍ତି ଏବଂ ସଜାଡ଼ିବାକୁ ଚେଷ୍ଟା କରିଛନ୍ତି । ତେବେ ଏ ପ୍ରସଙ୍ଗରେ ଗୋଟିଏ କଥାରେ ମୁଁ ସହମତ ହୋଇପାରୁନି । ହିନ୍ଦୁ ଆଇନ ସଂପର୍କରେ ଯେତେସବୁ ବହି ମୁଁ ଅଧ୍ୟୟନ କରିଛି (ଆମ ଅଦାଅଲତରେ ପଢିବାର ସୂଯୋଗ ପାଇଛି) ସେଥିରେ ସ୍ପଷ୍ଟ ଅଛି ଯେ ଆମ ହିନ୍ଦୁ ଆଇନର ଉତ୍ସ ବୈଦିକ ମନୁ ସ୍ମୃତି ତଥା ବେଦ ବେଦାନ୍ତ ସହିତ ଜଡିତ । ଏକଥା "Hindu Jurisprudence" ରେ ସ୍ପଷ୍ଟ କରାଯାଇଛି । ସ୍ତ୍ରୀଧନ ବିଷୟଟି ହିନ୍ଦୁ ବିବାହ ସଂପର୍କିତ ଆଇନରେ ମଧ୍ୟ ଏକଥାକୁ ସମର୍ଥନ କରେ । ଏପରି ସ୍ଥଳେ ଶ୍ଳୋକ ଇତ୍ୟାଦି ରହିବା ନିହାତି ଯୁକ୍ତିଯୁକ୍ତ ଏବଂ ତଥ୍ୟ ଭିତ୍ତିକ । ଏହାର ଆଧାର ତଥା ପ୍ରମାଣ ଆପଣଙ୍କୁ ଦେଖାଇବା ଦରକାର ହେବନି, କାରଣ ଆପଣ ଚାହିଁଲେ ଏସବୁ କୌଣସିତଥ୍ୟ/ ବରିଷ୍ଠଆଧାର ଓକିଲଙ୍କୁମଧ୍ୟ ପଚାରିପାଇପାରିବେ ଉପଯୁକ୍ତ<ref ଆଧାରname="legal ମଧ୍ୟservices">{{cite ପାଇପାରିବେweb |title=Sources of Hindu Law |url=http://www.legalservicesindia.com/article/329/Sources-of-Hindu-Law.html |website=www.legalservicesindia.com |accessdate=22 August 2021}}</ref>। ତେବେ ଏତିକି କହିପାରିବି ଯେ ପ୍ରସଙ୍ଗଟିରେ ଅଧିକ ଆଧାର ରହିବା ଆବଶ୍ୟକତା ଥିଲା । ଏହା ଆଲୋଚନାରେ ସଜଡ଼ା ଯାଇପାରିଥାନ୍ତା । ମୁଁ ବି ଚାହେଁ ଓଡ଼ିଆ ଉଇକିପିଡ଼ିଆରେ କେବଳ ତଥ୍ୟଭିତ୍ତିକ ପ୍ରସଙ୍ଗ ରହୁ । ତେବେ ମୋର ମତାମତ ଜଣାଇଦେବା ଉଚିତ ମନେ କଲି ।[[ବ୍ୟବହାରକାରୀ:Hpsatapathy|Hpsatapathy]] ([[ବ୍ୟବହାରକାରୀଙ୍କ ଆଲୋଚନା:Hpsatapathy|ମୋ ଆଲୋଚନା]]) ୧୧:୦୯, ୨୨ ଅଗଷ୍ଟ ୨୦୨୧ (IST)