"ସ୍ତ୍ରୀଧନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
୩୩ କ ଧାଡ଼ି:
ବିବାହର ଠିକ ପୁର୍ବରୁ, ବିବାହ ସମୟରେ କିମ୍ବା ବିବାହ ପରେ ପରେ ସ୍ଵାମୀ, ଭାଇ, ପିତା ମାତା କିମ୍ବା ବନ୍ଧୁବର୍ଗ ଠାରୁ ଉପହାର ଆକାରରେ ପ୍ରାପ୍ତ ସମସ୍ତ ସମ୍ପତ୍ତି "ସୌଦାୟିକ" ସ୍ତ୍ରୀଧନ । ଏହି ସମ୍ପତ୍ତିରେ କେବଳ ସ୍ତ୍ରୀର ଅଧିକାର ରହେ । ସ୍ତ୍ରୀ ଚାହିଁଲେ ସ୍ଵାମିଙ୍କ ବିନା ସମ୍ମତ୍ତିରେ ଏହି ସମ୍ପତ୍ତିକୁ ଦାନ, ବିକ୍ରୟ କିମ୍ବା ଅନ୍ୟ ଉପାୟରେ ହସ୍ତାନ୍ତର କରିପାରିବେ । ତେବେ ସ୍ଵାମୀ ଚାହିଁଲେ, ସ୍ତ୍ରୀଙ୍କ ଅନୁମତି ସହ ଏହି ସମ୍ପତ୍ତି ବ୍ୟବହାର କରିପାରିବେ ।<ref name="Indiankanoon">{{cite web |title=Venkaraddi Mardeppa Lingdal vs Hanmantgowda Ramangowda ... on 10 February, 1932 |url=https://indiankanoon.org/doc/719833/ |website=indiankanoon.org |accessdate=20 August 2021}}</ref>
 
ଉପରୋକ୍ତ ମାଧ୍ୟମ ବ୍ୟତିରେକ ଅନ୍ୟ ମାଧ୍ୟମ ଯଥା କୌଣସି ଅଜ୍ଞାତ ବ୍ୟକ୍ତିଠାରୁ ସ୍ତ୍ରୀ ପାଇଥିବା ସମ୍ପତ୍ତି ସ୍ତ୍ରୀଧନ ହେଲେ ମଧ୍ୟ ଏହି ସମ୍ପତ୍ତିରେ ସ୍ତ୍ରୀର ଏକଚାଟିଆ ଅଧିକାର ନ ଥାଏ । ଏଭଳି ଅସୌଦାୟିକ ସମ୍ପତ୍ତିର ହସ୍ତାନ୍ତର ବେଳେ ସ୍ୱାମୀଙ୍କ ଅନୁମତି ଜରୁରୀ ହୋଇଥାଏ ।<ref name="googlebooks">{{cite web |last1=Mittra |first1=Sangh |last2=Kumar |first2=Bachchan |title=Encyclopaedia of Women in South Asia: India |url=https://books.google.co.in/books?id=_Ab2B6q_CQEC&pg=PA37&lpg=PA37&dq=saudayika+stridhana+..mitakhara+google+books&source=bl&ots=yDZ6Xewr61&sig=ACfU3U2i3B-3HEHCf4DGmsdHrcRlZMt8xQ&hl=en&sa=X&ved=2ahUKEwi8hpT-777yAhWF63MBHUQ3CXIQ6AF6BAgNEAM#v=onepage&q=saudayika%20stridhana%20..mitakhara%20google%20books&f=false |website=www.books.google.co.in |publisher=Gyan Publishing House |accessdate=20 August 2021 |language=en |date=2004}}</ref>
 
== ହିନ୍ଦୁ ଆଇନରେ ==
"https://or.wikipedia.org/wiki/ସ୍ତ୍ରୀଧନ"ରୁ ଅଣାଯାଇଅଛି