"ସ୍ତ୍ରୀଧନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
ଟିକେ added reference
୨୮ କ ଧାଡ଼ି:
 
:'''ଭ୍ରାତୃମାତୃପିତୃପ୍ରାପ୍ତଂ ଷଡବିଧଂ ସ୍ତ୍ରୀଧନଂ ସ୍ମୃତମ୍'''" (ମନୁ-୯/୧୧୪)
 
ଏତଦ୍ ବ୍ୟତୀତ ଏ ସମସ୍ତ ସ୍ତ୍ରୀଧନକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା: ସୌଦାୟିକ ଏବଂ ଅସୌଦାୟିକ ।
 
ବିବାହର ଠିକ ପୁର୍ବରୁ, ବିବାହ ସମୟରେ କିମ୍ବା ବିବାହ ପରେ ପରେ ସ୍ଵାମୀ, ଭାଇ, ପିତା ମାତା କିମ୍ବା ବନ୍ଧୁବର୍ଗ ଠାରୁ ଉପହାର ଆକାରରେ ପ୍ରାପ୍ତ ସମସ୍ତ ସମ୍ପତ୍ତି "ସୌଦାୟିକ" ସ୍ତ୍ରୀଧନ । ଏହି ସମ୍ପତ୍ତିରେ କେବଳ ସ୍ତ୍ରୀର ଅଧିକାର ରହେ । ସ୍ତ୍ରୀ ଚାହିଁଲେ ସ୍ଵାମିଙ୍କ ବିନା ସମ୍ମତ୍ତିରେ ଏହି ସମ୍ପତ୍ତିକୁ ଦାନ, ବିକ୍ରୟ କିମ୍ବା ଅନ୍ୟ ଉପାୟରେ ହସ୍ତାନ୍ତର କରିପାରିବେ । ତେବେ ସ୍ଵାମୀ ଚାହିଁଲେ, ସ୍ତ୍ରୀଙ୍କ ଅନୁମତି ସହ ଏହି ସମ୍ପତ୍ତି ବ୍ୟବହାର କରିପାରିବେ ।<ref name="Indiankanoon">{{cite web |title=Venkaraddi Mardeppa Lingdal vs Hanmantgowda Ramangowda ... on 10 February, 1932 |url=https://indiankanoon.org/doc/719833/ |website=indiankanoon.org |accessdate=20 August 2021}}</ref>
 
ଉପରୋକ୍ତ ମାଧ୍ୟମ ବ୍ୟତିରେକ ଅନ୍ୟ ମାଧ୍ୟମ ଯଥା କୌଣସି ଅଜ୍ଞାତ ବ୍ୟକ୍ତିଠାରୁ ସ୍ତ୍ରୀ ପାଇଥିବା ସମ୍ପତ୍ତି ସ୍ତ୍ରୀଧନ ହେଲେ ମଧ୍ୟ ଏହି ସମ୍ପତ୍ତିରେ ସ୍ତ୍ରୀର ଏକଚାଟିଆ ଅଧିକାର ନ ଥାଏ । ଏଭଳି ଅସୌଦାୟିକ ସମ୍ପତ୍ତିର ହସ୍ତାନ୍ତର ବେଳେ ସ୍ୱାମୀଙ୍କ ଅନୁମତି ଜରୁରୀ ହୋଇଥାଏ ।
 
== ହିନ୍ଦୁ ଆଇନରେ ==
"https://or.wikipedia.org/wiki/ସ୍ତ୍ରୀଧନ"ରୁ ଅଣାଯାଇଅଛି