"ମ୍ୟୁକୋର୍‌ମାଇକୋସିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୨ କ ଧାଡ଼ି:
'''ମ୍ୟୁକୋରମାଇକୋସିସ୍''', (ପୂର୍ବରୁ '''ଜାଇଗୋମାଇକୋସିସ୍''' <ref name=NORD2021 /> ନାମରେ ଜଣାଶୁଣା ଥିଲା ଏବଂ ଅଧୁନା '''କଳା ଫଙ୍ଗସ୍''' ନାମରେ,<ref name=QC2020 /> ପରିଚିତ) ଏକ ଗୁରୁତର କବକ ବା ଫଙ୍ଗାଲ୍ ସଂକ୍ରମଣ ଯାହା ସାଧାରଣତଃ ସଂକ୍ରମଣ ସହିତ ମୁକାବିଲା କରିବାର କ୍ଷମତା କମ୍ ଥିବା ଲୋକମାନଙ୍କଠାରେ ହୁଏ | <ref name=Stat2021 /> ଶରୀରର ସଂକ୍ରମିତ ଅଂଶ ଉପରେ ଏହାର ଲକ୍ଷଣ ନିର୍ଭର କରେ । ଏହା ସାଧାରଣତଃ ଅସ୍ଥି କୋଟର ବା ସାଇନସ୍ ଏବଂ [[ମସ୍ତିଷ୍କ|ମସ୍ତିଷ୍କକୁ]] ସଂକ୍ରମିତ କରେ ଯାହା ଫଳରେ ନାକରୁ କ୍ଷରଣ ହୁଏ, ଗୋଟିଏ ପାର୍ଶ୍ୱ ମୁଖ ଫୁଲିଯାଏ ଓ ଯନ୍ତ୍ରଣା ହୁଏ, [[ମୁଣ୍ଡ ବିନ୍ଧା|ମୁଣ୍ଡବିନ୍ଧା]], [[ଜ୍ୱର]] ଏବଂ ତନ୍ତୁ ମୃତ୍ୟୁ ହୁଏ | <ref name=Gros2012 /> <ref name=CDC2021Sym /> ଫୁସଫୁସ, ପେଟ ଏବଂ ଅନ୍ତନଳୀ ଏବଂ ଚର୍ମକୁ ମଧ୍ୟ ଏହି ରୋଗ ସଂକ୍ରମିତ କରିପାରେ। <ref name=CDC2021Sym />
 
ସାଧାରଣତଃ ପ୍ରଶ୍ୱାସରେ ନେବା ଯୋଗୁ, ଦୂଷିତ ଖାଦ୍ୟ ଖାଇବା କିମ୍ବା ଖୋଲା କ୍ଷତରେ ମୁକୋରାଲେସ୍ ପ୍ରକାରର ଲୋଲ୍ଡ ବା ଛାଞ୍ଚଦ୍ୱାରା ବିସ୍ତାର ପ୍ରାପ୍ତ ହୁଏ | <ref name="Reid2020">{{Cite journal|last=Reid|first=Gail|last2=Lynch|first2=Joseph P.|last3=Fishbein|first3=Michael C.|last4=Clark|first4=Nina M.|date=February 2020|title=Mucormycosis|url=https://pubmed.ncbi.nlm.nih.gov/32000287/|journal=Seminars in Respiratory and Critical Care Medicine|language=en|volume=41|issue=1|pages=99–114|doi=10.1055/s-0039-3401992|issn=1098-9048|pmid=32000287|url-access=subscription}}</ref> ଏହି କବକଗୁଡିକ ସାଧାରଣତଃ ପଚା ଫଳ ଏବଂ ପନିପରିବା, ପତ୍ର ଏବଂ ପଶୁ ଖତରେ ଥାଏ | ''ଏହା ଲୋକମାନଙ୍କ ପରସ୍ପର ମଧ୍ୟରେ ସଂକ୍ରମିତ ହୁଏ ନାହିଁ'' | [[ମଧୁମେହ]], [[ଲିମ୍ଫୋମା]], ଅଙ୍ଗ ପ୍ରତିରୋପଣ, ଆଇରନ୍ ଓଭରଲୋଡ୍, [[ଏଚଆଇଭି/ଏଡସ|ଏଚ୍.ଆଇ.ଭି / ଏଡସ୍]] ଏବଂ ଦୀର୍ଘକାଳୀନ ଷ୍ଟୋରଏଡ ବ୍ୟବ‌ହାର କିମ୍ବା ଇମ୍ୟୁନୋସପ୍ରେସାଣ୍ଟ ବ୍ୟବହାର କରୁଥିବା ଲୋକଙ୍କର ଏହି ରୋଗ ସଙ୍କଟ ଥାଏ । <ref name=Stat2021 /> ବାୟୋପ୍ସି ଓ କଲଚରଦ୍ଵାରାକଲଚରଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ଏବଂ ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ରୋଗର ପରିସୀମା ଓ ପରିମାଣ ନିର୍ଦ୍ଧାରଣ କରାଯାଏ ।<ref name=Gros2012 />
 
ଚିକିତ୍ସାରେ ସାଧାରଣତଃ [[ଆମ୍ଫୋଟେରିସିନ ବି|ଆମ୍ଫୋଟେରାଇସିନ୍ ବି]] ଦିଆଯାଏ ଏବଂ ଅସ୍ତ୍ରୋପଚାର କରି କ୍ଷତରେ ଥିବା ଆବର୍ଜନା ନିଷ୍କାସନ କରାଯାଏ | <ref name=NORD2021 /> ପ୍ରତିଷେଧ ନିମନ୍ତେ ଧୂଳିପୂର୍ଣ୍ଣ ଅଞ୍ଚଳରେ ଫେସ୍ ମାସ୍କ ପିନ୍ଧିବା, ଜଳ ନଷ୍ଟ କରୁଥିବା ଅଟ୍ଟାଳିକା ସହିତ ସମ୍ପର୍କକୁ ଏଡ଼ାଇବା ଏବଂ ବଗିଚା କିମ୍ବା କିଛି ବାହ୍ୟ କାର୍ଯ୍ୟ ସମୟରେ ଚର୍ମକୁ ମୃତ୍ତିକାର ସଂସ୍ପର୍ଶରେ ନ ଆସିବା ନିମନ୍ତେ ସୁରକ୍ଷା ଦେବା ଆବଶ୍ୟକ ହୁଏ ।<ref name=CDC2021Prev /> ଏହା ଦ୍ରୁତଗତିରେ ଅଗ୍ରଗତି କରିବାକୁ ଲାଗେ ଏବଂ ପ୍ରାୟ ଅର୍ଦ୍ଧେକ ସଂଖ୍ୟକ ସାଇନସ୍ ରୋଗରେ ଏବଂ ବ୍ୟାପକ ସଂକ୍ରମଣର ପ୍ରାୟ ସମସ୍ତ କ୍ଷେତ୍ରରେ ସାଂଘାତିକ ସାବ୍ୟସ୍ତ ହୁଏ |