"ଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୨ କ ଧାଡ଼ି:
'''ଭାନୁମତି''' [[ମହାଭାରତ]]<nowiki></nowiki>ର ମୁଖ୍ୟ ଖଳନାୟକ [[ଦୁର୍ଯ୍ୟୋଧନ]]<nowiki></nowiki>ଙ୍କ ପତ୍ନୀ ।<ref name=keith>{{cite book|author=Arthur Berriedale Keith|author-link=Arthur Berriedale Keith|title=The Sanskrit Drama in Its Origin, Development, Theory & Practice|url=https://books.google.com/books?id=sfqRhylNBpwC&pg=PA213|year=1992|publisher=Motilal Banarsidass|isbn=978-81-208-0977-2|page=213}}</ref><ref>Vaisampayana. ''[http://www.sacred-texts.com/hin/m01/m01068.htm The Mahabharata]: Book 1: ''Adi Parva'', K. M. Ganguli, tr. Retrieved 25 October 2021</ref> ମୂଳ ମହାଭାରତରେ ଭାନୁମତିଙ୍କ ସନ୍ଦର୍ଭ ଦେଖିବାକୁ ମିଳେନାହିଁ । ତେବେ ପରବର୍ତ୍ତୀ ସଂସ୍କରଣରେ ଦୁର୍ଯ୍ୟୋଧନଙ୍କ ପତ୍ନୀଙ୍କ ସନ୍ଦର୍ଭ ରହିଅଛି । ଭାନୁମତିଙ୍କର ଏକ ଲକ୍ଷ୍ମଣ କୁମାର ନାମରେ ଏକ ପୁତ୍ର ଏବଂ ଲକ୍ଷ୍ମଣା ନାମରେ ଗୋଟିଏ ଝିଅ ଥିଲେ । ଏଥିରେ ବର୍ଣ୍ଣନା କରାଯାଇଛି ଯେ ଦୁର୍ଯ୍ୟୋଧନ ତାଙ୍କୁ ବହୁତ ଭଲ ପାଉଥିଲେ ।
== ଦୁର୍ଯୋଧନଙ୍କ ସହ ବିବାହ ==
ଦୁର୍ଯ୍ୟୋଧନଙ୍କ ବିବାହ ମହାଭାରତର ଶାନ୍ତି ପର୍ବରେ ଚିତ୍ରଣ କରାଯାଇଛି । ଏହି ପୌରାଣିକ ଗାଥା ଅନୁସାରେ; ଦୁର୍ଯ୍ୟୋଧନଙ୍କୁ କଳିଙ୍ଗ ରାଜା ଚିତ୍ରାଙ୍ଗଦଙ୍କ ଝିଅ ଭାନୁମତିଙ୍କ ସ୍ଵୟଂବରକୁସ୍ୱୟଂବରକୁ ନିମନ୍ତ୍ରଣ କରାଯାଇଥିଲା । ଦୁର୍ଯ୍ୟୋଧନ ତାଙ୍କର ପ୍ରିୟ ବନ୍ଧୁ କର୍ଣ୍ଣଙ୍କୁ ସ୍ଵୟଂବରକୁସ୍ୱୟଂବରକୁ ଯାଇଥିଲେ । ଏହି ଉତ୍ସବରେ ଶିଶୁପାଳ, ଜରାସନ୍ଧ, ଭୀଷ୍ମ, ବକ୍ର, କାପୋତରମଣ, ନୀଳ, ରୁକ୍ମି, ଶ୍ରୀଙ୍ଗା, ଆସୋକା, ସତ୍ୟଦାନୱାନ ଇତ୍ୟାଦି ବହୁ କିମ୍ବଦନ୍ତୀ ଶାସକ ମଧ୍ୟ ଯୋଗ ଦେଇଥିଲେ । ସମାରୋହ ଆରମ୍ଭ ହେବା ପରେ ପରିଚାରିକଙ୍କ ଏବଂ ଅଙ୍ଗରକ୍ଷୀଙ୍କଦ୍ଵାରାଅଙ୍ଗରକ୍ଷୀଙ୍କଦ୍ୱାରା ଘେରି ହୋଇ ରହିଥିବା ସୁନ୍ଦରୀ ରାଜକୁମାରୀ ଭାନୁମତି ତାଙ୍କ ହାତରେ ଏକ ପୁଷ୍ପମାଲ୍ୟ ଧରି ସ୍ଵୟଂବରସ୍ୱୟଂବର କକ୍ଷରେ ପ୍ରବେଶ କରିଥିଲେ । ଅଂଶଗ୍ରହଣକାରୀଙ୍କ ନାମ ଏବଂ ସେମାନଙ୍କ ବଂଶ ବିଷୟରେ ତାଙ୍କୁ ଅବଗତ କରାଯାଉଥିବାରୁ ସେ ଦୁର୍ଯ୍ୟୋଧନଙ୍କଠାରୁ ଦୂରେଇ ଯାଇଥିଲେ । ଭାନୁମତିଙ୍କ ପ୍ରତ୍ୟାଖ୍ୟାନକୁ ଗ୍ରହଣ କରି ନ ପାରି କ୍ରୋଧ ଜର୍ଜରିତ ଦୁର୍ଯୋଧନ ଜୋର କରି ରାଜକୁମାରୀଙ୍କୁ ତାଙ୍କ ରଥରେ ବସାଇ ନେଇଯାଇଥିଲେ । ଏଣେ ସାଥିରେ ଯାଇଥିବା କର୍ଣ୍ଣ ନିଜ ବନ୍ଧୁଙ୍କୁ ସୁରକ୍ଷା ଦେବା ପାଇଁ ବାକି ରାଜାମାନଙ୍କ ସହ ବୀରତ୍ଵବୀରତ୍ୱ ସହକାରେ ଯୁଦ୍ଧ କରିବାଦ୍ଵାରାକରିବାଦ୍ୱାରା ଅନୁସରଣ କରୁଥିବା ରାଜାମାନେ ପଛାଇଯାଇଥିଲେ । ହସ୍ତିନାପୁରରେ ପହଞ୍ଚିବା ପରେ ଦୁର୍ଯ୍ୟୋଧନ ପିତାଙ୍କୁ ମନାଇବା ପାଇଁ ଭୀଷ୍ମ ଯେପରି କାଶୀରାଜାଙ୍କର ତିନି ରାଜକୁମାରୀଙ୍କୁ ତାଙ୍କ ସାବତ ଭାଇ ବିଚିତ୍ରବୀର୍ଯ୍ୟଙ୍କ ପାଇଁ ଅପହରଣ କରିଥିବାର ଉଦାହରଣ ଦେଇ ନିଜର କାର୍ଯ୍ୟକୁ ପ୍ରମାଣିତ କରିଥିଲେ । ଶେଷରେ, ସୁନ୍ଦରୀ ରାଜକୁମାରୀ ରାଜି ହୋଇ ଦୁର୍ଯ୍ୟୋଧନଙ୍କୁ ବିବାହ କରିଥିଲେ ।<ref>{{Cite book|last=Anonymous|url=https://books.google.com/books?id=ygA2240G74kC&q=Narada+said%2C+%27Having+thus+obtained+weapons+from+him+of+Bhrigu%27s+race%2C+Karna+began+to+pass+his+days+in+great+joy%2C+in+the+company+of+Duryodhana%2C+O+bull+of+Bharata%27s+race.&pg=PT7783|title=The Mahabharata of Krishna-Dwaipayana Vyasa (Complete)|publisher=Library of Alexandria|isbn=978-1-4655-2637-3|language=en}}</ref>
 
ଅନ୍ୟ କେତେକ ସଂସ୍କରଣରେ ଉଲ୍ଲେଖ ଅଛି ଯେ ଭାନୁମତିଙ୍କର ସୁପ୍ରିୟା ନାମ୍ନୀ ଏକ ପରିଚାରିକା ଥିଲେ । ମହଭାରତ ଗାଥା ଅନୁସାରେ ଦୁର୍ଯୋଧନ ଏବଂ କର୍ଣ୍ନ ଭାନୁମତିଙ୍କୁ ଅପହରଣ କରି ନେଇଯାଉଥୁଲେ, ପରିଚାରିକା ସୁପ୍ରିୟା ସେତେବେଳେ ତାଙ୍କର ପିଛା କରିଥିଲା । ପରବର୍ତ୍ତୀ ସମୟରେ ଭାନୁମତି ଏବଂ ଦୁର୍ଯୋଧନଙ୍କ ପରିଣୟ ହୋଇଯିବା ପରେ ସୁପ୍ରିୟାଙ୍କ ସହମତି କ୍ରମେ କର୍ଣ୍ନ ସୁପ୍ରିୟାଙ୍କୁ ବିବାହ କଲେ ।<ref>{{Cite book|last=Krishnan|first=S. A.|url=https://books.google.com/books?id=wsKlDwAAQBAJ&q=vrushali+and+supriya&pg=PA50|title=Karna, the son of Kunti: Stories from the Mahabharatha|date=2017-07-01|publisher=SA}}</ref>