"ବିଶଲ୍ୟକରଣୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୯ କ ଧାଡ଼ି:
'''<u>ବର୍ଣ୍ଣନା</u>'''
 
ଏହି ଉଦ୍ଭିଦ ଈଷତ ହଳଦିଆ ରଙ୍ଗ, ଧଳା କିମ୍ବା ଗାଢ଼ ହଳଦିଆ ରଙ୍ଗ ଫୁଲ ସହିତ ତିନି ଟିକିଆ ଶୀର୍ଷ ଥାଇ ପାଖୁଡ଼ା ଗୁଡିକ (three-toothed ray florets) ଧାରଣ କରିଥାଏ | ପତ୍ରଗୁଡ଼ିକ ଦାନ୍ତଯୁକ୍ତ ଏବଂ ସାଧାରଣତ ତୀର (Arrowhead) ଆକାରର | ଏହାର ଫଳ ଏକ କଠୋର ଖୋଳପା (achene) ଉପରେ ଗୁଡ଼ିଏ ଡେମ୍ଫ ଥାଇ ପର (feather) ଭଳି ଦିଶୁଥିବା ଧଳା ତନ୍ତୁ (plumelike pappus)ଦ୍ଵାରାଦ୍ୱାରା ଘୋଡାଇ ହୋଇ ରହି ଥାଏ। ଉଦ୍ଭିଦଟି ପାଖାପାଖି 1500 ପର୍ଯ୍ୟନ୍ତ achene ଉତ୍ପାଦନ କାରିଥାଏ ଏବଂ ପ୍ରତ୍ୟେକ achene ଏହାର pappusରେ ପବନ ଧରି କିଛି ଦୂର ବହନ କରିଥାନ୍ତି। ତେଣୁ ଏହି ଉଦ୍ଭିଦ କ୍ଷେତ, ମାଳଭୂମି, ଫସଲ ଜମି, ବିଶୃଙ୍ଖଳିତ ଅଞ୍ଚଳ, ଲନ୍, ଏବଂ ଟ୍ରପିକାଲ୍ କିମ୍ବା ଅର୍ଦ୍ଧ-ଟ୍ରପିକାଲ୍ ଜଳବାୟୁ ଥିବା ଅଞ୍ଚଳରେ ରାସ୍ତା କଡ଼ରେ ମିଳିପାରିବ | ଏହା ଏକ ବିଷାକ୍ତ ଉଦ୍ଭିଦ ( Noxious Weed ) ଭାବରେ ଆମେରିକା ତାଲିକାଭୁକ୍ତ ଏବଂ Federal Noxious Weed Act ଅଧୀନରେ ଅଛି।