"ପଲସ ଅକ୍ସିମିଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୯ କ ଧାଡ଼ି:
* ଶାରୀରିକ କାର୍ଯ୍ୟର ବୃଦ୍ଧି ସମୟରେ କିମ୍ବା ବ୍ୟାୟାମ ସମୟରେ ବ୍ୟକ୍ତିର ସହନଶକ୍ତି ଆକଳନ କରିବା ।
* ବ୍ୟାଟେରୀଚାଳିତ ପଲସ ଅକ୍ସିମିଟର ପର୍ବତ ଆରୋହଣକାରୀ, ଖେଳାଳି ଏବଂ ପାଇଲଟମାନଙ୍କ ପାଇଁ ଆବଶ୍ୟକୀୟ କାରଣ ଉଚ୍ଚ ସ୍ଥାନରେ ବା ବ୍ୟାୟାମ ହେତୁ ରକ୍ତରେ ଅମ୍ଳଜାନ ହ୍ରାସ ହୋଇପାରେ ।<ref>{{cite journal |title=Study on Oxygen Supply Standard for Physical Health of Construction Personnel of High-Altitude Tunnels |journal=National Center for Biotechnology Information |url=https://www.ncbi.nlm.nih.gov/pmc/articles/PMC4730455}}</ref>
* [[କରୋନାଭୂତାଣୁ ରୋଗ ୨୦୧୯]] ରୋଗୀମାନଙ୍କ କ୍ଷେତ୍ରରେ ସୁସ୍ଥ ଦିଶୁଥିବାସତ୍ଵେଦିଶୁଥିବାସତ୍ୱେ ଟିସୁସ୍ତରରେ ଅମ୍ଳଜାନର ଅଭାବକୁ ଶୀଘ୍ର ସୂଚାଇ ଠିକ ସମୟରେ [[ଅମ୍ଳଜାନ ଚିକିତ୍ସା]] ଉପଲବ୍ଧ କରିବାରେ ସାହାଯ୍ୟ କରୁଛି ।<ref>{{cite web |title=Pulse Oximetry for Monitoring Patients with COVID-19 at Home. Potential Pitfalls and Practical Guidance |url=https://pubmed.ncbi.nlm.nih.gov/32521167 |website=US National Institutes of Health}}</ref>
== ଅସୁବିଧା ==
* ପଲସ ଅକ୍ସିମିଟର କେବଳ ହିମୋଗ୍ଲୋବିନର ସାନ୍ଦ୍ରତା ମାପ କରିପାରେ, ଶ୍ୱାସତନ୍ତ୍ରର ଦକ୍ଷତାର ସମ୍ପୂର୍ଣ୍ଣ ସୂଚନା ହେଇପାରେ ନାହିଁ ଯାହାକି ଧମନୀୟ ରକ୍ତରେ ଥିବା ଗ୍ୟାସ ପରୀକ୍ଷାରୁ ସମ୍ଭବ ।<ref>{{cite web |title=Pulse Oximetry |url=https://www.thoracic.org/patients/patient-resources/resources/pulse-oximetry.pdf |website=American Thoracic Society}}</ref>