"ଦାର୍ଢ଼୍ୟତାଭକ୍ତି ରସାମୃତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Bot: Automated text replacement (-୍ଵ +୍ୱ)
ଟିକେ (Regular Character Changes)
ଟିକେ (Bot: Automated text replacement (-୍ଵ +୍ୱ))
 
 
ଉତ୍କଳରେ ଜନ୍ମିତ ଭକ୍ତକବି [[ରାମଦାସ]] ଥିଲେ ପ୍ରଭୁ ଜଗନ୍ନାଥଙ୍କର ଭକ୍ତ ତଥା ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ ଭକ୍ତିକାବ୍ୟ '''ଦାର୍ଢ଼୍ୟତାଭକ୍ତି'''ର ରଚୟିତା । ଏହି ଗ୍ରନ୍ଥରେ ବହୁ ଉତ୍କଳ ଓ ବୈଷ୍ଣବ କବିଙ୍କ ଜୀବନ ଚରିତ ସହ ମାହାତ୍ମ୍ୟ ବର୍ଣ୍ନିତ ହୋଇଛି । ଖୋର୍ଦ୍ଧାରାଜା ବୀରକେଶରୀ ଦେବଙ୍କ ୪୨ ଅଙ୍କ, ଜୁଲାଇ ୨୫ ତାରିଖ, ରବିବାର ଦିନ ରାମଦାସ ତାଙ୍କ ରଚିତ
'''ଦାର୍ଢ଼୍ୟତାଭକ୍ତି ରସାମୃତ''' ନାମକ ଗ୍ରନ୍ଥ ରଚନା ସଂପୂର୍ଣ୍ନ କରିଥିଲେ ।<ref name="archive.org">{{cite web |title=ଭକ୍ତକବି ରାମଦାସ |url=https://archive.org/details/bhaktakabi-ramadasa-1980/page/n3/mode/2up |website=www.archive.org |accessdate=15 June 2021 |date=1980}}</ref> ଦାର୍ଢ଼୍ୟତାଭକ୍ତି ରସାମୃତ ଦୁଇ ଭାଗରେ ବିଭକ୍ତ ହୋଇଛି । ଦ୍ଵିତୀୟଦ୍ୱିତୀୟ ଭାଗଟି ଖ୍ରୀ: ୧୮୦୦ରେ ପୂର୍ଣ୍ନ ହୋଇଥିବାର ଜଣାଯାଏ ।<ref name="archive.org"></ref>କାହାଣୀଗୁଡିକ ରାଜା କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ଏବଂ ପ୍ରତାପରୁଦଦେବଙ୍କ ରାଜତ୍ୱ ବିଷୟରେ ଅନେକ ନିର୍ଭରଯୋଗ୍ୟ ଏବଂ ଉପଯୋଗୀ ଐତିତିହାସିକ ତଥ୍ୟ ମଧ୍ୟ ପ୍ରଦାନ କରିଥାଏ । [[ଜଗନ୍ନାଥ ଦାସ]]<nowiki/>ଙ୍କ ରଚିତ ଭାଗବତ ଭଳି ନବାକ୍ଷରୀ ବୃତ୍ତରେ ଛନ୍ଦବଦ୍ଧ କବିତାରେ କାହାଣିଗୁଡିକ ସରଳ ଏବଂ ଆକର୍ଷଣୀୟ ଭାବେ ବର୍ଣ୍ଣିତ ହୋଇଛି ।<ref name="Puriwaves">{{cite web |title=Dardhyata Bhakti Rasamirta ( Aesthetic bliss of firm faith in God ) |url=https://puriwaves.nirmalya.in/feature-article/dardhyata-bhakti-rasamirta-aesthetic-bliss-firm-faith-god |website=PURIWAVES |accessdate=15 June 2021 |date=12 February 2013}}</ref>
== ଗ୍ରନ୍ଥ ବୃତ୍ତାନ୍ତ (ପ୍ରଥମ ଭାଗ) ==
ଦୁଇଭାଗରେ ରଚିତ ଦାର୍ଢ଼୍ୟତାଭକ୍ତି ଗ୍ରନ୍ଥର ପ୍ରଥମ ଭାଗରେ ରହିଛି ୨୫ଟି ଅଧ୍ୟାୟ ଏବଂ ଦ୍ଵିତୀୟଦ୍ୱିତୀୟ ଭାଗରେ ରହିଛି ୩୦ଟି ଅଧ୍ୟାୟ । ପ୍ରଥମ ଭାଗଟି ବଳୀରାଜା ଚରିତରୁ ଆରମ୍ଭ ହୋଇ ମେଳଛ ସମ୍ବାଦରେ ଶେଷ ହୋଇଛି । ଏଥିରେ ଥିବା ୨୫ଟି ଅଧ୍ୟାୟରେ ୨୫ ଜଣ ବିଶିଷ୍ଟ ଭକ୍ତମାନଙ୍କର ଚରିତ ବର୍ଣ୍ନନା କରାଯାଇଛି ।
=== ୧ମ ଅଧ୍ୟାୟ (ବଳୀରାଜା ଚରିତ) ===
 
=== ୪ର୍ଥ ଅଧ୍ୟାୟ (ଦୀନବନ୍ଧୁ ଦାସ ସମ୍ବାଦ) ===
=== ୫ମ ଅଧ୍ୟାୟ (ଦାମୋଦର ଦାସ ସମ୍ବାଦ) ===
=== ୬ଷ୍ଠ ଅଧ୍ୟାୟ (ବିଶ୍ଵମ୍ଭରବିଶ୍ୱମ୍ଭର ଦାସ ସମ୍ବାଦ) ===
=== ୭ମ ଅଧ୍ୟାୟ (ରାମଦାସ ସମ୍ବାଦ) ===
=== ୮ମ ଅଧ୍ୟାୟ (ରଘୁ ଅରକ୍ଷୀତ ସମ୍ବାଦ) ===
 
== ଗ୍ରନ୍ଥ ବୃତ୍ତାନ୍ତ (ଦ୍ୱିତୀୟ ଭାଗ) ==
ଦୁଇଭାଗରେ ରଚିତ ଦାର୍ଢ଼୍ୟତାଭକ୍ତି ଗ୍ରନ୍ଥର ଦ୍ଵିତୀୟଦ୍ୱିତୀୟ ଭାଗରେ ରହିଛି ୩୦ଟି ଅଧ୍ୟାୟ । ଐତିହାସିକ ତଥ୍ୟ ଅନୁସାରେ ପ୍ରଥମ ଭାଗ ରଚନା ଦେବାର ପ୍ରାୟ ୩୨ ବର୍ଷ ପରେ ଦ୍ଵିତୀୟଦ୍ୱିତୀୟ ଭାଗ ରଚିତ । ଦ୍ଵିତୀୟଦ୍ୱିତୀୟ ଭାଗଟି କୁଳଶିଖର ରାଜା ସମ୍ବାଦରୁ ଆରମ୍ଭ ହୋଇ ଜୟଦେବ ସମ୍ବାଦରେ ଶେଷ ହୋଇଛି । ଏଥିରେ ଥିବା ୩୦ଟି ଅଧ୍ୟାୟରେ ୩୦ ଜଣ ବିଶିଷ୍ଟ ଭକ୍ତମାନଙ୍କର ଚରିତ ବର୍ଣ୍ନନା କରାଯାଇଛି ।
 
ଦାର୍ଢ଼୍ୟତାଭକ୍ତି ରସାମୃତର ପଚାଶ ଅଧ୍ୟାୟରେ କବି ନିଜର ପରିଚୟ ଏହିପରି ଦେଇଛନ୍ତି ।
::ମୁହିଁ ଅଟଇ ତାଙ୍କ ଶିଷ୍ୟ ।"
== ୫୫ଶ ଅଧ୍ୟାୟ (ଜୟଦେବ ସମ୍ବାଦ) ==
ଜଗନ୍ନାଥଙ୍କ ପରମ ଭକ୍ତ [[ଜୟଦେବ]] ପ୍ରଭୁଙ୍କ ପରୋକ୍ଷ ନିର୍ଦ୍ଦେଶରେ ଗୀତଗୋବିନ୍ଦ ରଚ୍ନନା କରିବା ଆରମ୍ଭ କରିଥିଲେ । ତେବେ ଏହି ଭକ୍ତିକାବ୍ୟ ରଚନା କରୁ କରୁ ଏକ ସର୍ଗରେ "ଦେହୀ ପଦ ପଲ୍ଲବ ମୁଦାରମ୍" ଲେଖିବା ବେଳେ ସଂଶୟ ବଶତଃ ଅଟକିଗଲେ । ଶ୍ରୀକୃଷ୍ଣଙ୍କ କ୍ଷେତ୍ରରେ ପଦର ଯଥାର୍ଥତାକୁ ନେଇ ସେ ଅତ୍ୟନ୍ତ ଦ୍ଵନ୍ଦରେଦ୍ୱନ୍ଦରେ ପଡ଼ି କୌଣସି ସେ ସମୁଦ୍ରରେ ସ୍ନାନ କରିବା ପାଇଁ ଘରୁ ବାହାରିଗଲେ । ଏହାର କିଛି ସମୟ ପରେ ପ୍ରଭୁ ଜଗନ୍ନାଥ ନିଜେ ଛଦ୍ମବେଶୀ ଜୟଦେବ ରୂପେ ଯେତେବେଳେ ଫେରନ୍ତି, ସ୍ୱାମୀ ସ୍ନାନରୁ ଏତେ ଶୀଘ୍ର ଫେରି ଆସି ପଦ୍ମାବତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, " ତୁମେ ମାତ୍ର ଏକ ମିନିଟ୍ ପୂର୍ବରୁ ଚାଲିଯାଇଥିଲ, ପୁଣି କାହିଁକି ଆସିଛ ?" ଛଦ୍ମବେଶି ଜଗନ୍ନାଥ ଉତ୍ତର ଦେଲେ, "ମୁଁ ରାସ୍ତାରେ ଗୀତଗୋବିନ୍ଦ ବିଷୟରେ ଏକ ପଦ ମନେ ପଡ଼ିଯିବାରୁ, କାଳେ ଭୁଲିଯିବି ଭାବି ମୁଁ ଏହାକୁ ଲେଖିବାକୁ ଫେରି ଆସିଲି ।" ଏହାପରେ ଛଦ୍ମବେଶୀ ଜୟଦେବ ରୂପେ ଆସି ପାଣ୍ଡୁଲିପି ଖୋଲି ଉକ୍ତ ପାଦ (ଦେହୀ ପଦ ପଲ୍ଲବ ମୁଦାରମ) ପୂରଣ କରି ଚାଲିଗଲେ ।<ref name="web.archive.org">{{cite web |title=Jayadeva writes Gita-Govinda |url=https://web.archive.org/web/20070928033905/http://www.vina.cc/stories/PHILOSOPHICAL/2004/1/gita.govinda.html |website=web.archive.org |accessdate=20 June 2021 |date=28 September 2007}}</ref>
 
ଜଗନ୍ନାଥ ଚାଲିଯିବାର କିଛି ସମୟ ପରେ ପ୍ରକୃତ ଜୟଦେବ ଫେରି ଆସିଥିଲେ । ଏଥର ପଦ୍ମାବତୀ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେ କହିଲେ, "ତୁମେ ଗାଧୋଇବାକୁ ଯାଇ ଫେରିଆସିଥିଲ । କିଛି କ୍ଷଣ ପୂର୍ବରୁ ତୁମେ ତୁମର ପାଣ୍ଡୁଲିପିରେ ଲେଖି ତାପରେ ଚାଲିଗଲ । ପୁଣି ତୁମେ କିପରି ସ୍ନାନ ଶେଷ କରି ଏତେ ଶୀଘ୍ର ଫେରି ଆସିଲ ? କ’ଣ ଘଟିଛି ଅନୁମାନ କରିବା ପାଇଁ ଜୟଦେବଙ୍କୁ ବେଶୀ ସମୟ ଲାଗିଲା ନାହିଁ । ସେ ଯାଇ ତାଙ୍କର ଅସମାପ୍ତ ପାଠକୁ ଦେଖିଲେ ଏବଂ ପ୍ରଭୁ ନିଜେ ଲେଖିଥିବା ଶବ୍ଦଗୁଡ଼ିକୁ ଦେଖିଲେ । ତାଙ୍କର ସମଗ୍ର ଶରୀର ପୁଲକିତ ହୋଇ ଉଠିଲା ​​ଏବଂ ତାଙ୍କ ଆଖିରୁ ଲୁହ ଆସିଗଲା । ସେ ଜାଣି ପାରିଲେ ନିଜେ ପ୍ରଭୁ ଛଦ୍ମବେଶରେ ଆସି ଗୀତଗୋବିନ୍ଦର ଅସଂପୂର୍ଣ୍ଣ ପାଦ ପୂରଣ କରିଦେଇଛନ୍ତି । ପଦ୍ମାବତୀଙ୍କୁ ଡାକିଲେ ଏବଂ ତାଙ୍କୁ କହିଲେ, "ତୁମେ ବହୁତ ଭାଗ୍ୟବାନ, କାରଣ ତୁମେ ପ୍ରଭୁଙ୍କ ସାକ୍ଷାତ ଦର୍ଶନ ଲାଭ କରିପାରିଲ । ମୁଁ ଏତେ ଅଭାଗା ଯେ ମୋର ସେହି ଭାଗ୍ୟ ନଥିଲା ।
୩୮,୪୬୫

ଗୋଟି ସମ୍ପାଦନା