"ଚୋୖରି ଚୌରା କାଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୭ କ ଧାଡ଼ି:
 
== ଘଟଣା ==
ଘଟଣାର ଦୁଇ ଦିନ ପୂର୍ବରୁ, ୨ ଫେବୃଆରୀ ୧୯୨୨ରେ, ଭଗବାନ୍ ଅହିର ନାମକ ବ୍ରିଟିଶ ଭାରତୀୟ ସେନାର ଅବସରପ୍ରାପ୍ତ ସୈନିକଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନରେ ଅଂଶଗ୍ରହଣ କରୁଥିବା ସ୍ଵେଛାସେବୀମାନେସ୍ୱେଛାସେବୀମାନେ ବଜାରରେ ଅଧିକ ଖାଦ୍ୟ ମୂଲ୍ୟ ଏବଂ ମଦ ବିକ୍ରିକୁ ବିରୋଧ କରିଥିଲେ । ''ପ୍ରଦର୍ଶନକାରୀଙ୍କୁ ସ୍ଥାନୀୟ ଦରୋଗା'' (ଇନ୍ସପେକ୍ଟର) ଗୁପ୍ତେଶ୍ୱର ସିଂ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ମାଡ଼ ମାରିଥିଲେ । ଅନେକ ନେତାଙ୍କୁ ଗିରଫ କରାଯାଇ ଚୋୖରି ଚୌରା ପୋଲିସ ଷ୍ଟେସନରେ ତାଲା ପକାଇ ଦିଆଯାଇଥିଲା। ଏହାର ଜବାବରେ ସ୍ଥାନୀୟ ବଜାରରେ ୪ ଫେବୃଆରୀରେ ପୋଲିସ ବିରୋଧରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନୀ ଡକାଯାଇଥିଲା। <ref name="a">Event, Metaphor, Memory – Chauri Chaura 1922–92 by Shahid Amin</ref>
 
୪ ଫେବୃଆରୀରେ, ପ୍ରାୟ ୨୦୦୦ରୁ ୨୫୦୦ ବିକ୍ଷୋଭକାରୀ ଏକତ୍ରିତ ହୋଇ ଚୋୖରି ଚୌରା ବଜାର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ସେମାନେ ବଜାରରେ ଏକ ମଦ ଦୋକାନକୁ ବନ୍ଦ କରିବାକୁ ଏକାଠି ହୋଇଥିଲେ। ସେମାନଙ୍କ ନେତାଙ୍କୁ ଗିରଫ କରାଯାଇଥିଲା, ମାଡ଼ ମରାଯାଇଥିଲା ଏବଂ ଜେଲରେ ରଖାଯାଇଥିଲା। ଭିଡ଼ର କିଛି ଅଂଶ ସ୍ଥାନୀୟ ପୋଲିସ ଷ୍ଟେସନ ସମ୍ମୁଖରେ ଏକତ୍ରିତ ହୋଇ ସେମାନଙ୍କ ନେତାଙ୍କ ମୁକ୍ତି ଦାବିରେ ସ୍ଲୋଗାନ ଦେଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସଶସ୍ତ୍ର ପୋଲିସ ପଠାଯାଇଥିଲାବେଳେ ଜନତା ବଜାର ଆଡକୁ ଯାଇ ସରକାର ବିରୋଧୀ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଜନତାଙ୍କୁ ଭୟଭୀତ ଓ ଇତଃସ୍ତତଃ କରିବା ଉଦ୍ଦେଶ୍ୟରେ ଗୁପ୍ତେଶ୍ୱର ସିଂ ତାଙ୍କ ଅଧିକାରୀମାନଙ୍କୁ ବନ୍ଧୁକ ଉପରକୁ କରିକି ଆକାଶ ମାର୍ଗରେ ଚେତାବନୀ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା କେବଳ ପୋଲିସ ଉପରେ ପଥର ଫିଙ୍ଗିବା ଆରମ୍ଭ କରିଥିବାକୁ ଜନତାଙ୍କୁ ଉତ୍ତେଜିତ କରିଥିଲା। <ref name="l">{{Cite book|url=https://books.google.com/books?id=RX4OiM0MGZUC&q=chauri+chaura+incident&pg=PA91|title=Longman History & Civics Icse 10 By Singh Vipul|last=Vipul|first=Singh|year=2009|isbn=9788131720424|page=91}}</ref> <ref name="g">{{Cite book|url=https://books.google.com/books?id=pp-gZ5OVkuUC&q=chauri+chaura+incident&pg=PA176|title=Gandhi: A Political and Spiritual Life By Kathryn Tidrick|last=Tidrick|first=Kathryn|year=2006|isbn=9781845111663|pages=176–180}}</ref> <ref name="h">{{Cite book|url=https://books.google.com/books?id=MS_jrForJOoC&q=chauri+chaura+incident&pg=PA355|title=History of Modern India: 1707 A.D. to 2000 A.D. By Radhey Shyam Chaurasia|last=Chaurasia|first=Radhey Shyam|year=2002|isbn=9788126900855|page=355}}</ref>
 
ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଆସିବା ପରେ ସବ-ଇନ୍ସପେକ୍ଟର ପୃଥ୍ଵୀପୃଥ୍ୱୀ ପାଲ ଆଗକୁ ବଢ଼ୁଥିବା ଜନତାଙ୍କ ଉପରକୁ ଗୁଳି ଚଳାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଗୁଳି ଚାଳନା ଯୋଗୁଁ ତିନିଜଣ ଆନ୍ଦୋଳନକାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ପୋଲିସର ପଛଘୁଞ୍ଚା କାରଣ ଉପରେ ରିପୋର୍ଟ ଭିନ୍ନ ଭିନ୍ନ ହୋଇଥିଲା , କେତେକ ମତ ଦେଇଛନ୍ତି ଯେ କନଷ୍ଟେବଳ ଗୁଳିଗୋଳା ଶେଷ ହୋଇଯାଇଥିବା ବେଳେ ଅନ୍ୟମାନେ ଦାବି କରିଛନ୍ତି ଯେ ଗୁଳି ବିନିମୟରେ ଜନତାଙ୍କ ଅପ୍ରତ୍ୟାଶିତ ପ୍ରତିକ୍ରିୟା ଏହାର କାରଣ ଥିଲା । ପରବର୍ତ୍ତୀ ବିଶୃଙ୍ଖଳାରେ, ବହୁ ସଂଖ୍ୟାରେ କ୍ରୋଧିତ ଜନତା ଆଗକୁ ବଢୁଥିଲାବେଳେ ସଂଖ୍ୟାଲଘୁ ପୋଲିସଗଣ ପୋଲିସ୍ ଷ୍ଟେସନକୁ ଫେରି ଆସିଥିଲେ। ଗୁଳି ବିନିମୟରେ କ୍ରୋଧିତ ହୋଇ ବିକ୍ଷୋଭକାରୀମାନେ ଷ୍ଟେସନରେ ନିଆଁ ଲଗାଇ ଦରୋଗା ଏବଂ ଭିତରେ ଫସି ରହିଥିବା କନଷ୍ଟେବଳଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ । <ref name="l">{{Cite book|url=https://books.google.com/books?id=RX4OiM0MGZUC&q=chauri+chaura+incident&pg=PA91|title=Longman History & Civics Icse 10 By Singh Vipul|last=Vipul|first=Singh|year=2009|isbn=9788131720424|page=91}}<cite class="citation book cs1" data-ve-ignore="true" id="CITEREFVipul2009">Vipul, Singh (2009). [https://books.google.com/books?id=RX4OiM0MGZUC&q=chauri+chaura+incident&pg=PA91 ''Longman History & Civics Icse 10 By Singh Vipul'']. p.&nbsp;91. [[ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର|ISBN]]&nbsp;[[Special:BookSources/9788131720424|<bdi>9788131720424</bdi>]].</cite></ref> <ref name="g">{{Cite book|url=https://books.google.com/books?id=pp-gZ5OVkuUC&q=chauri+chaura+incident&pg=PA176|title=Gandhi: A Political and Spiritual Life By Kathryn Tidrick|last=Tidrick|first=Kathryn|year=2006|isbn=9781845111663|pages=176–180}}<cite class="citation book cs1" data-ve-ignore="true" id="CITEREFTidrick2006">Tidrick, Kathryn (2006). [https://books.google.com/books?id=pp-gZ5OVkuUC&q=chauri+chaura+incident&pg=PA176 ''Gandhi: A Political and Spiritual Life By Kathryn Tidrick'']. pp.&nbsp;176–180. [[ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର|ISBN]]&nbsp;[[Special:BookSources/9781845111663|<bdi>9781845111663</bdi>]].</cite></ref> <ref name="h">{{Cite book|url=https://books.google.com/books?id=MS_jrForJOoC&q=chauri+chaura+incident&pg=PA355|title=History of Modern India: 1707 A.D. to 2000 A.D. By Radhey Shyam Chaurasia|last=Chaurasia|first=Radhey Shyam|year=2002|isbn=9788126900855|page=355}}<cite class="citation book cs1" data-ve-ignore="true" id="CITEREFChaurasia2002">Chaurasia, Radhey Shyam (2002). [https://books.google.com/books?id=MS_jrForJOoC&q=chauri+chaura+incident&pg=PA355 ''History of Modern India: 1707 A.D. to 2000 A.D. By Radhey Shyam Chaurasia'']. p.&nbsp;355. [[ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର|ISBN]]&nbsp;[[Special:BookSources/9788126900855|<bdi>9788126900855</bdi>]].</cite></ref>
 
ଏହି ଘଟଣାରେ ନିହତ ହୋଇଥିବା ପୋଲିସର ନାମ ନିମ୍ନରେ ଦିଆଯାଇଛି: