"କୋଶଳା ରାମଚଣ୍ଡୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
 
୩୩ କ ଧାଡ଼ି:
}}
 
'''କୋଶଳା ରାମଚଣ୍ଡୀ ମନ୍ଦିର''' ଅନୁଗୋଳ ଜିଲ୍ଲାରେ ଥିବା ଏକ ଦେବୀ ପୀଠ । ଏହି ମନ୍ଦିରଟି କୋଶଳା ଗ୍ରାମରେ ରହିଛି, ଯାହାକି ଅନୁଗୋଳଠାରୁ ୬୩ ନମ୍ବର ରାଜ୍ୟ ରାଜପଥରେ ବାଗେଡ଼ିଆ ରାସ୍ତାରେ ଦେବଗଡ଼ ଆଡ଼କୁ ଗଲେ ୨୮ କି.ମି ଦୂରରେ ଅବସ୍ଥିତ । ଦେବୀଙ୍କ ନାମ ଅନୁସାରେ, ଏହି ଗ୍ରାମଟିର ନାମକରଣ କରାଯାଇଥିବା ଲୋକକଥା ରହିଛି । ଏହି କ୍ଷେତ୍ରରେ ଉଭୟ ଶକ୍ତି ଏବଂ ଶିବଙ୍କର ଉପାସନା କରାଯାଇଥାଏ । ଏଠାରେ ଦେବୀ ରାମଚଣ୍ଡୀଙ୍କୁ ପୂଜା କଲେ ବନ୍ଧ୍ୟ ନାରୀମାନେ ସନ୍ତାନବତୀ ହୋଇଥାଆନ୍ତି ବୋଲି ବିଶ୍ଵାସବିଶ୍ୱାସ ଅଛି ।<ref>{{cite web |title=Kosala Ramachandi Temple |url=https://angul.nic.in/tourist-place/kosala-ramachandi-temple/ |website=Anugol Distirct Admistration |publisher=angul.nic.in |accessdate=15 May 2021 |language=English}}</ref>
 
ପୁରାତନ ମନ୍ଦିରର ମୂଳଦୁଆ ନିକଟରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା । ଏହି ପୀଠରେ ପାଳିତ ଦୁଇଟି ମୁଖ୍ୟ ପର୍ବ ହେଉଛି ଧୂଳିଆ ପୂଜା ଓ କାଦୁଅଳି ପୂଜା । ଭାଦ୍ରବ କୃଷ୍ଣ ପକ୍ଷ ଦ୍ଵିତୀୟାଦ୍ୱିତୀୟା ଦିନରେ ଏଠାରେ ଏକ ଯାତ୍ରା ଅନୁଷ୍ଠିତ ହୁଏ । ଜୁଲାଇରୁ ଅଗଷ୍ଟ ମଧ୍ୟରେ ହେଉଥିବା ଏହି ଯାତ୍ରା ରାମଚଣ୍ଡୀ ଯାତ୍ରା ବା କାଦୁଆଳି ଯାତ୍ରା ନାମରେ ପରିଚିତ । ଏହି ଉତ୍ସବ ପ୍ରତ୍ୟେକ ବର୍ଷ ପାଳନ କରାଯାଏ ଓ ହଜାର ହଜାର ଭକ୍ତ ଏଥିରେ ଯୋଗ ଦେଇଥା'ନ୍ତି ।<ref name="କୋଶଳା ରାମଚଣ୍ଡୀ ମନ୍ଦିର">{{cite web |title=କୋଶଳା ରାମଚଣ୍ଡୀ ମନ୍ଦିର |url=https://angul.nic.in/od/gallery/%E0%AC%95%E0%AD%8B%E0%AC%B6%E0%AC%B3%E0%AC%BE-%E0%AC%B0%E0%AC%BE%E0%AC%AE%E0%AC%9A%E0%AC%A3%E0%AD%8D%E0%AC%A1%E0%AD%80-%E0%AC%AE%E0%AC%A8%E0%AD%8D%E0%AC%A6%E0%AC%BF%E0%AC%B0/ |website=ଅନୁଗୋଳ ଜିଲ୍ଲା ପ୍ରଶାସନ |publisher=angul.nic.in |accessdate=15 May 2021 |language=[[ଓଡ଼ିଆ ଭାଷା|ଓଡ଼ିଆ]]}}</ref>
 
== ଆଧାର ==