"କରଣ (ଜାତି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୧୩ କ ଧାଡ଼ି:
'''<u><big>ବିହାରର କରଣ</big></u>'''
 
ଶ୍ରୀଯୁକ୍ତ ଝା ଉଲ୍ଲେଖ କରିଛନ୍ତି ଯେ ସେମାନେ ନିଜକୁ ମିଥିଲାର ମୂଳ ବାସିନ୍ଦା ବୋଲି ଦାବି କରନ୍ତି ଏବଂ ମୈଥିଲ କାୟସ୍ଥ କିମ୍ବା ତିରୁହୁଟିଆ କାୟସ୍ଥ ଭାବେ ମଧ୍ୟ ଜଣାଶୁଣା |  ସେମାନେ ନିଜଦ୍ୱାରା ପ୍ରଣୀତ ବଂଶାନୁକ୍ରମିକ ପଞ୍ଜିକା ପ୍ରଣାଳୀ ଅନୁସରଣ କରନ୍ତି ।  ଶ୍ରୀଯୁକ୍ତ ଭର୍ମା ବ୍ୟାଖ୍ୟା କରିଛନ୍ତି ଯେ ଏହି ପ୍ରଣାଳୀ ଶତାବ୍ଦୀ ଶତାବ୍ଦୀ ଧରି ସେମାନଙ୍କ ସ୍ଥାନାନ୍ତରଣକୁ ବୁଝିବାରେ ସାହାଯ୍ୟ କରିଥାଏ କାରଣ ଏହି ପଞ୍ଜିକା ଗୁଡ଼ିକର ଅନେକ ପାଣ୍ଡୁଲିପି ବିହାରର ବିଭିନ୍ନ ବିଦ୍ୱାନ ପଞ୍ଜିକାର ମାନଙ୍କଦ୍ଵାରାମାନଙ୍କଦ୍ୱାରା ପଞ୍ଜିକରଣ କରାଯାଇଥାଏ। ଏହା ବଂଶାନୁକ୍ରମିକ କାରବାର କରିଥାଏ |  ସେଗୁଡ଼ିକ ଖଜୁରୀ ପତ୍ର କିମ୍ବା ପୁରୁଣା ସ୍ୱଦେଶୀ କାଗଜରେ ତିରୁହୁଟା ଲିପିରେ ଲେଖାଯାଇଛି ଯାହା ମୁଖ୍ୟତଃ ମୁଲଗ୍ରାମ ଏବଂ ପରବର୍ତ୍ତୀ ବାସସ୍ଥାନକୁ ସ୍ଥାନାନ୍ତରଣ ଦର୍ଶାଇବାରେ ସାହାର୍ଯ୍ୟ କରିଥାଏ। ପ୍ରାରମ୍ଭିକ ରେକର୍ଡରେ କର୍ଣ୍ଣାଟ ରାଜବଂଶର ନାନାଦେବଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି, ଯାହାଙ୍କ ଶାସନ 1057 ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା, ଯେପରି ସିମ୍ରାଉଙ୍ଗାଦ ଅଭିଲେଖରେ ମଧ୍ୟ ଉଲ୍ଲେଖ କରାଯାଇଥିଲା।
 
୨୭ କ ଧାଡ଼ି:
ଓଡ଼ିଶାର କରଣମାନେ ଗୋତ୍ର ଅନୁଶାରେ ପ୍ରଧାନତଃ ଚାରି ପ୍ରକାର—୧: . କୃଷ୍ଣତୋୟା; ୨: . ସଂଖ୍ୟାୟନ; ୩: . ଭାରଦ୍ବାଜ; ୪: . ନାଗସ (ହଣ୍ଟର—ଓଡ଼ିଶା)
 
ଥୁର୍ଷ୍ଟନ ମତ ଦେଇଛନ୍ତି ଯେ କରଣମାନେ ପ୍ରଥମେ ଓଡ଼ିଶାକୁ ରାଜା ଯଯାତି କେଶାରୀଙ୍କଦ୍ଵାରାକେଶାରୀଙ୍କଦ୍ୱାରା ପ୍ରାୟ ପଞ୍ଚମ ଶତାବ୍ଦୀରେ ଆମନ୍ତ୍ରିତ ହୋଇଥିଲେ।  ଶ୍ରୀଯୁକ୍ତ ସରକାର ମତ ଦେଇଛନ୍ତି ଯେ ଭଜ ଅଭିଲେଖରେ ଦର୍ଶାଯାଇଥିବା ଜମି ରେକର୍ଡରେ ଜଡିତ ବ୍ୟକ୍ତିବିଶେଷଙ୍କ ତାଲିକାରେ 'ବ୍ରାହ୍ମଣ-କରଣ-ପୁରୋଗା-ନିବାସୀ' ବାକ୍ୟାଂଶ ରହିଛି ଯାହା ସେତେବେଳେ ସେମାନଙ୍କର ସାମାଜିକ ସ୍ଥିତିର ଉତ୍ତମ ସୂଚକ ହୋଇପାରେ। ବିଶିଷ୍ଟ ଇତିହାସକାର ଶ୍ରୀଯୁକ୍ତ ଆର.ଏସ୍ ଶର୍ମା ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଲୋକନାଥ ନାମକ ଜନୈକ ବ୍ୟକ୍ତି, ଯେ କି ଜାତିରେ କରଣ ଥିଲେ, କିନ୍ତୁ ତାଙ୍କୁ ଲେଖାରେ ବ୍ରାହ୍ମଣ ବୋଲି ମଧ୍ୟ କୁହାଯାଉଥିଲା ସତ, ତଥାପି ଅଧିକାଂଶ ସାହିତ୍ୟରେ ସେମାନେ ବ୍ରାହ୍ମଣଙ୍କ ଠାରୁ କମ୍ ସ୍ଥାନ ପାଇଥିଲେ।  ସାମ୍ପ୍ରତିକ ପରିସ୍ଥିତିରେ ମଧ୍ୟ ନିକଟ ଅତୀତରେ ଏହି ଜାତିର ଅନେକ ବ୍ୟକ୍ତିବିଶେଷ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଆସନ ମଣ୍ଡିତ କରିବା ସହ ଭଲ ରାଜନୈତିକ ଶକ୍ତି ଅକ୍ତିଆର କରି ରଖିଛନ୍ତି।
 
'''<u><big>ଆନ୍ଧ୍ର ପ୍ରଦେଶର କରଣମ୍ ବା ଶିଷ୍ଟ କରଣମ</big></u>'''
"https://or.wikipedia.org/wiki/କରଣ_(ଜାତି)"ରୁ ଅଣାଯାଇଅଛି