"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୪୪୨ କ ଧାଡ଼ି:
 
=== ନିରାକରଣ ବ୍ୟବସ୍ଥା ===
ପ୍ରଥମ ପ୍ରମୁଖ ପଦକ୍ଷେପ ସ୍ଵରୂପସ୍ୱରୂପ ଏପ୍ରିଲ୍ ୪ ତାରିଖରେ ଓଡ଼ିଶା ସରକାର ଛତିଶଗଡ଼ ସୀମାବର୍ତ୍ତୀ ଓଡ଼ିଶାର ୧୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ (ରାତି ୧୦ଟାରୁ ଭୋର ୫ଟା) ଜାରୀକରିଥିଲେ । ଦୁଇ ସପ୍ତାହ ପରେ ଏହି ଜିଲ୍ଲାମାନଙ୍କରେ ରାତ୍ରିକାଳୀନ କର୍ଫ୍ୟୁର ଅବଧି ଚାରି ଘଣ୍ଟା ବୃଦ୍ଧି କରାଯାଇଥିଲା ।
 
ପରବର୍ତ୍ତୀ ସମୟରେ, ଓଡ଼ିଶାର ସମସ୍ତ ସହରାଞ୍ଚଳରେ ରାତ୍ରିକାଳିନ କର୍ଫ୍ୟୁ ଲାଗୁ କରାଯାଇଥିଲା ଏବଂ ପ୍ରଭାବିତ ୧୦ଟି ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ଲକଡ଼ାଉନ ଘୋଷଣା କରାଯାଇଥିଲା । କରୋନା ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ୧୯ ଏପ୍ରିଲରୁ ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ କରାଯାଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ପ୍ରସ୍ତାବ ଗ୍ରହଣ କରି ରାଜ୍ୟ ସରକାର ଦଶମ ଏବଂ ଦ୍ୱାଦଶ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଥିଲେ ।<ref name="Frontline.thehindu">{{cite web |last1=Das |first1=Prafulla |title=As the second wave hits Odisha and new COVID-19 cases increase dramatically, the government resorts to night curfews and weekend lockdowns to contain the spread |url=https://frontline.thehindu.com/dispatches/as-the-second-wave-hits-odisha-and-new-covid-19-cases-increase-dramatically-the-government-resorts-to-night-curfews-and-weekend-lockdowns-to-contain-the-spread/article34365189.ece |website=Frontline |accessdate=28 April 2021 |language=en}}</ref> ଆୟୁଷ ମନ୍ତ୍ରଣାଳୟ ତରଫରୁ ଜାରି ଏକ ପରିବର୍ତ୍ତିତ ନିର୍ଦ୍ଦେଶାବଳୀ ଆଧାରରେ ରାଜ୍ୟସରକାର ସଂକ୍ରମଣ ରୋକିବା ଦିଗରେ ନୂତନ ନିର୍ଦ୍ଦେଶାବଳୀ ଜାରୀ କରିଥିଲେ ।<ref name="Latest Odisha News">{{cite web |title=Fresh Covid-19 Guidelines Released By Ayush Ministry; Focus On Self-Care & Home Isolation |url=https://odishatv.in/nation/fresh-covid-19-guidelines-released-by-ayush-ministry-focus-on-self-care-home-isolation-538059 |website=Latest Odisha News, Breaking News Today {{!}} Top Updates on Corona - OTV News |accessdate=28 April 2021 |date=27 April 2021}}</ref>
 
କରୋନାର ଦ୍ଵିତୀୟଦ୍ୱିତୀୟ ଲହରରେ ଦେଖାଦେଇଥିବା ଭୟାବହତାକୁ ପ୍ରତିହତ କରିବା ପାଇଁ ସରକାରୀ ସ୍ତରରେ ସପାହନ୍ତ ଲକଡ଼ାଉନ ତଥା ରାତ୍ରୀକାଳୀନ କର୍ଫ୍ୟୁ ଭଳି ଅନେକ ସତର୍କତା ଗ୍ରହଣ କରାଯାଇଥିଲେ ହେଁ ବେସରକାରୀ ସ୍ତରରେ ମଧ୍ୟ ଏଭଳି ଅନେକ ଉଦ୍ୟମ ସାମ୍ନାକୁ ଆସିଛି । କଲାହାଣ୍ଡି ଜିଲ୍ଲାର ପ୍ରାୟ ନଅଟି ଛୋଟ ସହରରେ ବ୍ୟବସୟୀମାନେ ମର ୨ ତାରିଖ ଯାଏଁ ନିଜ ନିଜର ବ୍ୟବସାୟୀକ ପ୍ରତିଷ୍ଠାନ ନ ଖୋଲିବା ପାଇଁ ସ୍ଵତଃପ୍ରବୃତସ୍ୱତଃପ୍ରବୃତ ଭାବେ ନିଷ୍ପତ୍ତି ନେଇଛନ୍ତି ।<ref name="The Hindu.com">{{cite web |last1=Barik |first1=Satyasundar |title=Coronavirus {{!}} In Odisha, trader bodies voluntarily announce shutdown to fight pandemic |url=https://www.thehindu.com/news/national/other-states/coronavirus-in-odisha-trader-bodies-voluntarily-announce-shutdown-to-fight-pandemic/article34418639.ece |website=The Hindu |accessdate=28 April 2021 |language=en-IN |date=27 April 2021}}</ref>
 
ଏଭଳି ସଂକଟ ସମୟରେ ଟାଟା ଷ୍ଟୀଲ ତରଫରୁ ଏହି ଉଦ୍ୟୋଗ ଅଧୀନସ୍ଥ କାର୍ଯ୍ୟରତ ସମସ୍ତ କର୍ମଚାରୀ ତଥା ନିକଟସ୍ଥ ସଂପ୍ରଦାୟ ମାନଙ୍କୁ ଟୀକାକରଣ ସାଙ୍ଗକୁ ଚିକିତ୍ସା ପାଇଁ ଆବଶ୍ୟକ ପଡ଼ୁଥିବା ଅମ୍ଳଜାନ ଯୋଗାଇବାରେ ସହଯୋଗ କରିଥିଲେ ।<ref name="Odisha News">{{cite web |title=Tata Steel initiates several measures to tackle second wave of Covid-19 pandemic |url=https://orissadiary.com/tata-steel-initiates-several-measures-to-tackle-second-wave-of-covid-19-pandemic/ |website=Odisha News {{!}} Odisha Breaking News {{!}} Odisha News {{!}} Latest Odisha News{{!}} Odisha Diary |accessdate=28 April 2021 |date=27 April 2021}}</ref>
 
=== ଦ୍ଵିତୀୟଦ୍ୱିତୀୟ ଲହର ଲକଡ଼ାଉନ ===
ଏପ୍ରିଲ ପ୍ରାରମ୍ଭରୁ କରୋନାର ଦ୍ଵିତିୟଦ୍ୱିତିୟ ଲହରରେ ବଢୁଥିବା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଶେଷରେ ଓଡ଼ିଶା ସରକାର ମେ ୫, ୨୦୨୧ରୁ ୧୯ ମେ ୨୦୨୧ ସକାଳ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି ।<ref name="mint">{{cite web |last1=Writer |first1=Staff |title=Odisha govt announces a 14-day lockdown from 5th to 19th May. Check details |url=https://www.livemint.com/news/india/odisha-govt-announces-a-14-day-lockdown-from-5th-may-to-19th-may-check-details-11619932442502.html |website=mint |accessdate=3 May 2021 |language=en |date=2 May 2021}}</ref>
==== ଖୋଲା ରହିବ ====
ଏହି ସମୟ ମଧ୍ୟରେ ନିମ୍ନବର୍ଣ୍ଣିତ କାର୍ଯ୍ୟକ୍ରମ ସବୁ ଖୋଲା ରହିବ ବା ଏସବୁ କାର୍ଯ୍ୟ ଅନୁମତି ପ୍ରାପ୍ତ ହେବ:
୪୭୩ କ ଧାଡ଼ି:
* ଶନିବାର ଓ ରବିବାର ସଂପୂର୍ଣ୍ନ ସଟ ଡାଉନ
== ଦ୍ୱିତୀୟ ଲହର ଲକଡ଼ାଉନର ବୃଦ୍ଧି ==
ଦୁଇ ସପାହର ଲକଡ଼ାଉନ ସତ୍ତ୍ଵେସତ୍ତ୍ୱେ କରୋନାର ଦ୍ଵିତୀୟଦ୍ୱିତୀୟ ଲହରରେ ସଂକ୍ରମଣରେ କମିବାର ବିଶେଷ ଲକ୍ଷଣ ଦେଖା ନ ଯିବାରୁ, ଓଡ଼ିଶା ସରକାର ଲକଡ଼ାଉନକୁ ପୁଣି ଦୁଇ ସପ୍ତାହ ପାଇଁ (୧୯.୫.୨୦୨୧ରୁ ୧.୬.୨୦୨୧ ସକାଳ ୫ଟା ଯାଏଁ)ବୃଦ୍ଧି କରିଛନ୍ତି । ଏହି ସମୟ ମଧ୍ୟରେ ସପ୍ତାହାନ୍ତ ସଟଡ଼ାଉନ ଜାରି ରହିବା ସହ ବଜାର ଖୋଲିବା ସମୟର ଅବଧିକୁ ୨ ଘଣ୍ଟା କମାଇ ଦିଆଆଯାଇଛି ।<ref name="www.businesstoday.in">{{cite web |title=Odisha extends lockdown by two more weeks till June 1 |url=https://www.businesstoday.in/coronavirus/odisha-extends-lockdown-by-two-more-weeks-till-june-1/story/439370.html |website=www.businesstoday.in |accessdate=19 May 2021}}</ref>
 
ପୂର୍ବରୁ ଜାରି କରାଯାଇଥିବା କଟକଣା ବଳବତ୍ତର ରହିବା ସହ ଜନ ସମାଗମ ସମ୍ବନ୍ଧୀୟ ଅନ୍ୟାନ୍ୟ କଟକଣାରେ ଅନେକ ପରିବର୍ତ୍ତନ କରାଯାଇଛି, ଯଥା:<ref name="srcodisha.nic.in">{{cite web |title=Order |url=https://srcodisha.nic.in/2669.pdf |website=www.srcodisha.nic.in |accessdate=19 May 2021}}</ref>
୪୮୧ କ ଧାଡ଼ି:
୨) ମୃତକର ଶେଷକୃତ ପାଇଁ ସର୍ବାଧିକ ୨୦ଜଣ ହିଁ ଯାଇପାରିବେ । ଇତ୍ୟାଦି
 
ଲକଡାଉନ ଓ ସଟଡାଉନ ସତ୍ତ୍ଵେସତ୍ତ୍ୱେ ମେ ୨୦୨୧ରେ କରୋନା ସଂକ୍ରମଣହାର କମି ନ ଥିଲା ବରଂ ଏହି ସମୟରେ ସଂକ୍ରମଣ ହାର ତଥା ମୃତ୍ୟୁହାର ବଢିବାକୁ ଲାଗିଲା । ଏଭଳି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଲକଡ଼ାଉନକୁ ପୁଣି ୧୬ ଦିନ ପାଇଁ (୧.୬.୨୦୨୧ରୁ ୧୭.୬.୨୦୨୧ ସକାଳ ୫ଟା ଯାଏଁ)ବୃଦ୍ଧି କରିବାକୁ ନିଷ୍ପତ୍ତି ନେଲେ । ଏହି ସମୟ ମଧ୍ୟରେ ସପ୍ତାହାନ୍ତ ସଟଡ଼ାଉନ ଜାରି ରହିବା ସହ ବଜାର ଖୋଲିବା ସମୟର ଅବଧିକୁ ପୂର୍ବ ଭଳି ମାତ୍ର ୪ ଘଣ୍ଟା ରହିବ । ତେବେ ତିନୋଟି ଜିଲ୍ଲାରେ କରୋନା ସଂକ୍ରମଣ ହାର କମିଥିବାରୁ ଏହି ଜିଲ୍ଲା ମାନଙ୍କରେ ଅର୍ଥାତ ଗଜପତି, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲାରେ ବଜାର ଖୋଲିବା ସମୟରେ କଟକଣା କୋହଳ କରାଯାଇ ଏହି ସମୟକୁ ବୃଦ୍ଧି କରାଯାଇ ସକାଳ ୭ରୁ ଅପରାହ୍ନ ୧ ଘଟିକା କରାଯାଇଛି ।<ref name="Srcodisha">{{cite web |title=SRC {{!}}{{!}} Special Relief Commissioner |url=https://srcodisha.nic.in/covid-19.php |website=srcodisha.nic.in |accessdate=31 May 2021}}</ref>
== ଅନଲକ ୧ ==
କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର କୋଭିଡ୍ ଲକଡାଉନ୍ ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ । ପୂର୍ବ ଭଳି ସପ୍ତାହନ୍ତ ସଟ୍‌ଡାଉନ୍ ସମସ୍ତ ଜିଲ୍ଲାରେ ଜାରି ରହିବ । ଟୀକାକରଣ, ଟେଷ୍ଟିଂ ଏବଂ ସ୍ବାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କଟକଣା ନାହିଁ । ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ ।
୪୯୫ କ ଧାଡ଼ି:
* ପନିପରିବା, ଖୀର ଇତ୍ୟାଦି ଦୋକାନ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ।
 
* କୋଭିଡ଼ ପରୀକ୍ଷଣ, ଟୀକାଦାନ ଇତ୍ୟାଦି ଅତ୍ୟାବଶ୍ୟକୀୟ ସ୍ଵାସ୍ଥ୍ୟସ୍ୱାସ୍ଥ୍ୟ ସେବା ପାଇଁ କୌଣସି କଟକଣା ରହିବ ନାହିଁ ।
== ଅନଲକ ଜୁଲାଇ-୨୦୨୧ ନିର୍ଦ୍ଦେଶାବଳୀ-୧ ==
ପର୍ଯ୍ୟାୟକ୍ରମେ ଲକଡ଼ାଉନ ହଟାଇବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କଦ୍ଵାରାସରକାରଙ୍କଦ୍ୱାରା ସମସ୍ତ ଜିଲ୍ଲାରେ ଆଂଶିକ ଲକଡାଉନ୍ ୧୪ ଦିନ ପାଇଁ ଘୋଷଣା କରାଯାଇଛି ।<ref name="SRC-odisha">{{cite web |title=ଜୁଲାଇ ଗାଇଡ଼ଲାଇନ |url=https://srcodisha.nic.in/3665%20(4).pdf |website=srcodisha.nic.in |accessdate=30 June 2021}}</ref> ଏହି ନିର୍ଦ୍ଦେଶାବଳି ଅନୁଯାୟୀ ୧ ଜୁଲାଇ ସକାଳ ୬ଟାରୁ ୧୬ ଜୁଲାଇ, ୨୦୨୧ ସକାଳ ୬ଟା ପର୍ଯ୍ୟନ୍ତ ଏହା ଲାଗୁ ରହିବ । ସମଗ୍ର ରାଜ୍ୟରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କାଳିନ କର୍ଫ୍ୟୁ ବଳବତ୍ତର ରହିବ । ସପ୍ତାହନ୍ତ ସଟ୍‌ଡାଉନ୍ କେବଳ କ୍ୟାଟେଗୋରି "ବି" ଅନ୍ତର୍ଗତ ୧୦ଟି ଜିଲ୍ଲାରେ ଜାରି ରହିବ ।
 
ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୨୦ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ୧୦ଟି ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ ।
୫୨୧ କ ଧାଡ଼ି:
 
* ସମଗ୍ର ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ସଂଧ୍ୟା ୮ଟାରୁ ସକାଲ ୬ଟା ଯାଏଁ ଜାରି ରହିବ ।
* ସପ୍ତାହାନ୍ତ ସଟଡାଉନ କେବଲ କଟକ, ପୁରୀ ଓ ଭୁବନେଶ୍ଵରଭୁବନେଶ୍ୱର ସହରରେ ଜାରି ରହିବ ।
* ସମଗ୍ର ରାଜ୍ୟରେ ଦୈନିକ ବଜାର ଏବଂ ହାଟ ଖୋଲ ରହିବ ।
* ମଲ, ରେଷ୍ଟୁରାଣ୍ଟ ଓ ବାରରେ ସୀମିତ ସଂଖ୍ୟକ ଗ୍ରାହକ ପ୍ରବେସ ପାଇଁ ଅନୁମତି ମିଳିବ ।