"ହ୍ଵାୱେଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ହ୍ଵାୱେଇ ଟେକ୍ନୋଲୋଜିସ୍ (ଫିନୟିନ୍:Huáwéi), ହେଉଛି ଏକ ଚ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ Regular Character Changes
୧ କ ଧାଡ଼ି:
ହ୍ଵାୱେଇ ଟେକ୍ନୋଲୋଜିସ୍ (ଫିନୟିନ୍:Huáwéi), ହେଉଛି ଏକ ଚାଇନାର ବହୁରାଷ୍ଟ୍ରୀୟ ନେଟୱାର୍କିଂ ଏବଂ ଟେଲିଯୋଗାଯୋଗ ଉତ୍ପାଦନ ଏବଂ ସେବା ପ୍ରଦାନକାରୀ ଯାହାକ୍ୱାଣ୍ଟୁଙ୍ଗ ପ୍ରଦେଶର ଶେଞ୍ଚେନରେ ମୁଖ୍ୟାଳୟ ଅଟେ । ୨୦୧୨ରେ ଏରିକ୍ସନକୁ ପଛରେ ପକାଇ ବିଶ୍ୱର ସର୍ବବୃହତ ଟେଲିଯୋଗାଯୋଗ ସାନ୍ସ ଉପକରଣ ନିର୍ମାତା ହୋଇପାରିଥିଲା । <ref>https://www.huawei.com/en/annual-report/</ref><ref>https://www.huawei.com/en/contact-us</ref>
 
ଏହା ୧୯୮୭ ରେ୧୯୮୭ରେ ଚୀନର ପୂର୍ବତନ ସାମରିକ ଅଧିକାରୀ ରେନ୍ ଝେଙ୍ଗଫେଇଙ୍କ ହାତ ଧରି ସ୍ଥାପିତ ହୋଇଥିଲା । ପ୍ରାରମ୍ଭରେ ହ୍ଵାୱେଇ କେବଳ ଫୋନ୍ ସୁଇଚ୍ କରିଥିଲେ, କିନ୍ତୁ ବ୍ୟବସାୟ ବଢିବା ସହିତ ଏହା ଟେଲିଯୋଗାଯୋଗ ନେଟୱାର୍କ ନିର୍ମାଣ କରିବା ଆରମ୍ଭ କଲା, କାର୍ଯ୍ୟକ୍ଷମ ଏବଂ ପରାମର୍ଶ ସେବା ପ୍ରଦାନ କଲା ଏବଂ ଚୀନ୍ ଭିତରେ ଏବଂ ବାହାରେ ସାମଗ୍ରୀ ଯୋଗାଇଲା । ସେପ୍ଟେମ୍ବର 2015 ଅନୁଯାୟୀ, ହୁହ୍ଵାୱେଇ 170,000 ମାନବ ସମ୍ବଳ ନିୟୋଜିତ କରିଥିଲା, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ 76,000 ଗବେଷଣା ଏବଂ ବିକାଶ ବିଭାଗରେ କାର୍ଯ୍ୟ କରିଥିଲେ ।
 
ହ୍ଵାୱେଇ ଶବ୍ଦସିଧାସଳଖ କମ୍ପାନୀର ଚାଇନା ନାମରୁ ଅନୁବାଦ କରାଯାଇଛି | '''ହ୍ଵା''' ଶବ୍ଦର ଅର୍ଥ ଫୁଲ; ତେଣୁ ହ୍ଵାୱେଇ କମ୍ପାନୀ ଲୋଗୋରେ ଫୁଲର ଚିତ୍ର ଅଛି । '''ୱେଇ''' ଶବ୍ଦର ଅର୍ଥ ହେଉଛି କାର୍ଯ୍ୟ କିମ୍ବା ସଫଳତା । କମ୍ପାନୀର ନାମ ମାଣ୍ଡାରିନ୍ ରେମାଣ୍ଡାରିନ୍ରେ ଉଚ୍ଚାରଣ ହେଉଛି 'ହ୍ଵାୱେଇ'।
 
==ଆଧାର==
"https://or.wikipedia.org/wiki/ହ୍ଵାୱେଇ"ରୁ ଅଣାଯାଇଅଛି