"ଷଷ୍ଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ Regular Character Changes
୨ କ ଧାଡ଼ି:
{{About|ତିଥି|ହିନ୍ଦୁ ଦେବୀଙ୍କ ନିମନ୍ତେ |ଷଷ୍ଠୀ (ଦେବୀ)}}
'ଷଷ୍ଠୀ' ଚନ୍ଦ୍ରପକ୍ଷର ଷଷ୍ଠ ଦିବସ । ଚନ୍ଦ୍ରଙ୍କର ହ୍ରାସ ଓ ବୃଦ୍ଧିଜନିତ ଷଷ୍ଠ କଳାଯୁକ୍ତ ତିଥି । [[ପଞ୍ଚମୀ]]ର ପରବର୍ତ୍ତୀ ଓ [[ସପ୍ତମୀ]]ର ପୂର୍ବବର୍ତ୍ତୀ ତିଥି । କୃଷ୍ଣପକ୍ଷର ଷଷ୍ଠୀକୁ କୃଷ୍ଣା ଷଷ୍ଠୀ ଓ ଶୁକ୍ଳପକ୍ଷର ଷଷ୍ଠୀକୁ ଶୁକ୍ଳା ଷଷ୍ଠୀ କୁହାଯାଇଥାଏ । ସାଧାରଣତଃ କୃଷ୍ଣପକ୍ଷର ତିଥିମାନଙ୍କରେ ବ୍ରତ ଓ ପୂଜା ଆଦିର ବିଧାନ ନାହିଁ ଶୁକ୍ଳ ଷଷ୍ଠୀରେ ବ୍ରତ, ପୂଜା ଓ ଉପବାସାଦି ବିଧେୟ ।
==ପର୍ବପର୍ବାଣି==
==ପର୍ବପର୍ବାଣୀ==
* [[ବୈଶାଖ]] ଶୁକ୍ଳ ଷଷ୍ଠୀ: ଚାନ୍ଦନୀ ଷଷ୍ଠୀ ।
* [[ଜ୍ୟୈଷ୍ଠ]] ଶୁକ୍ଳ ଷଷ୍ଠୀ: ଆରଣ୍ୟ ଷଷ୍ଠୀ; ବଙ୍ଗଦେଶରେ ଏ ଷଷ୍ଠୀର ନାମ 'ଜାମାଇ ଷଷ୍ଠୀ'
"https://or.wikipedia.org/wiki/ଷଷ୍ଠୀ"ରୁ ଅଣାଯାଇଅଛି