"ମହର୍ଷି ଗୌତମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୧ କ ଧାଡ଼ି:
{{prettyurl|Gautama Maharishi}}
ମହର୍ଷି ଗୌତମ ପୁରାଣ ବର୍ଣ୍ଣିତ ସପ୍ତଋଷିଙ୍କ ମଧ୍ୟରୁ ଅନ୍ୟତମ । ବୈଦିକ ସମୟର ଏହି ଋଷି ମନ୍ତଦ୍ରଷ୍ଟା ଥିଲେ ବୋଲି ପୁରାନ ବର୍ଣ୍ଣିତ । ଗୌତମଙ୍କ, ପତ୍ନୀ ଅହଲ୍ୟାଙ୍କୁ ପ୍ରାତଃ ସ୍ମରଣୀୟ ପଞ୍ଚ କନ୍ୟାଙ୍କ ମଧ୍ୟରେ ଗଣନା କରାଯାଏ । ଅହଲ୍ୟା ଥିଲେ ବ୍ରହ୍ମାଙ୍କ ମାନସ କନ୍ୟା ଯିଏ କି ଅତୁଲନୀୟ ସୌନ୍ଦର୍ଯ୍ୟର ଅଧିକାରୀ ଥିଲେ । ହନୁମାନଙ୍କ ମାତା ଅଞ୍ଜନୀ ଥିଲେ ଗୌତମ ଋଷି ଏବଂ ଅହଲ୍ୟାଙ୍କ କନ୍ୟା । ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ଦେବତାମାନଙ୍କ ଦ୍ୱାରାଦେବତାମାନଙ୍କଦ୍ୱାରା ତିରଷ୍କୃତ ହେବା ପରେ ଋଷି ଗୌତମଙ୍କ ଠାରୁ ଦୀକ୍ଷା ପୂର୍ଣ୍ଣ କରିଥିଲେ । ଋଷିମାନଙ୍କର ଈର୍ଷାର ପାତ୍ର ହେତୁ ଗା ହତ୍ୟାର ମିଥ୍ୟା ଅଭିଯୋଗରୁ ମୁକ୍ତି ପାଇବାପାଇଁ ନାସିକ ସ୍ଥିତ ତ୍ରୟମ୍ବକେଶ୍ଵର ନିକଟରେ କଠୋର ତପସ୍ୟା କରିଥିଲେ ।
 
ଉତ୍ତରପ୍ରଦେଶର ଗୋମତି ନଦୀ ମଧ୍ୟ ଋଷି ଗୌତମଙ୍କ ନାମରେ ପ୍ରସିଦ୍ଧ । ଏହା ବ୍ୟତୀତ ରାଜସ୍ଥାନର ପ୍ରତାପଗଡ ଜିଲ୍ଲାର ଗୌତମେଶ୍ୱର ମହାଦେବ ତୀର୍ଥରେ ସ୍ଥିତ ମନ୍ଦାକିନୀ ଗଙ୍ଗା କୁଣ୍ଡ ବିଷୟରେ ମଧ୍ୟ ଏକ ବିଶ୍ୱାସ ରହିଛି ଯେ ମହର୍ଷି ଗୌତମ ଏହି ପୁଷ୍କରିଣୀରେ ଗାଧୋଇବା ପରେ ଗୋ ହତ୍ୟା ଦୋଷରୁ ମୁକ୍ତି ପାଇଥିଲେ ।