"ଦିଲ୍ଲୀପ କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗ: 2017 source edit
ଟିକେ Regular Character Changes
୧୬ କ ଧାଡ଼ି:
| signature = Dilip Kumar signature.svg
}}
'''ଦିଲୀପ କୁମାର''' (ଜନ୍ମ ନାମ ''' ନାମ ମୋହମ୍ମଦ ୟୁସୁଫ ଖାନ'''; ୧୧ ଡିସେମ୍ବର ୧୯୨୨ – ୭ ଜୁଲାଇ ୨୦୨୧) ଜଣେ ଭାରତୀୟ ଅଭିନେତା ଓ ଚଳଚିତ୍ରଚଳଚ୍ଚିତ୍ର ନିର୍ମାତା ଥିଲେ ତଥା ହିନ୍ଦୀ ଚଳଚିତ୍ରରେଚଳଚ୍ଚିତ୍ରରେ ଅଭିନୟ ନିମନ୍ତେ ଜଣାଶୁଣା ଥିଲେ ।<ref name="actor">{{cite web|url=http://timesofindia.indiatimes.com/entertainment/bollywood/news-interviews/Dilip-Kumar-is-my-idol-and-inspiration-Amitabh-Bachchan/articleshow/11069205.cms |title=Dilip Kumar is my idol and inspiration: Amitabh Bachchan - The Times of India |publisher=Timesofindia.indiatimes.com |date=11 December 2011 |accessdate=2012-08-06}}</ref> ଅଧିକ ଦୁଃଖାତ୍ମକ ଅଭିନୟ କରୁଥିବା ଯୋଗୁ ତାଙ୍କୁ ଟ୍ରାଜେଡ଼ି କିଙ୍ଗ ନାମରେ ଅନେକ ସମ୍ବୋଧିତ କରୁଥିଲେ ।<ref name="DH-Bose-TragedyKing-21">{{Cite web|date=7 July 2021|first=Mrityunjay|last=Bose|title=Dilip Kumar: The undisputed 'Tragedy King'|url=https://www.deccanherald.com/entertainment/dilip-kumar-the-undisputed-tragedy-king-1005777.html|access-date=7 July 2021|website=Deccan Herald}}</ref> ସେ ବଲିଉଡ ଜଗତରେ ଥିବା ପ୍ରଥମ ଖାନ ("[[:en:Khans of Bollywood|The First Khan]]") ଥିଲେ<ref name="Kumar DOB">{{cite news|title=Tragedy king Dilip Kumar turns 88|url=http://www.indianexpress.com/news/tragedy-king-dilip-Dilip-Kumar-turns-88/723390/|newspaper=[[The Indian Express]]|date=11 December 2010|access-date=21 June 2012|archive-date=11 October 2020|archive-url=https://web.archive.org/web/20201011133812/http://archive.indianexpress.com/news/tragedy-king-dilip-Dilip-Kumar-turns-88/723390|url-status=live}}</ref><ref name="indianexpress">{{cite web|url=https://indianexpress.com/article/entertainment/bollywood/dilip-kumar-happy-birthday-turns-94-a-look-at-his-journey-india-first-method-actor-4420625/|title=Happy Birthday Dilip Kumar: As Dilip Kumar turns 94, a look at his titanic reputation as India's finest method actor|date=11 December 2016|website=Indianexpress.com|access-date=21 March 2019}}</ref> ଚଳଚ୍ଚିତ୍ର ଜଗତର ସେ ସର୍ବପ୍ରଥମ ସଫଳ ଅଭିନେତା ଥିଲେ ଯିଏ କି ଏକ ସ୍ୱତନ୍ତ୍ର ଧରଣର ଅଭନୟ କରୁଥିଲେ । ସେ ପ୍ରଥମ ଓ ସର୍ବାଧିକ ଫିଲିମ ଫେୟାର ଆୱାର୍ଡ ପାଇ ରେକର୍ଡ଼ କରିଥିଲେ ଯାହାକୁ ପରବର୍ତ୍ତୀ ସମୟରେ ଶାହରୁଖ ଖାନ ସମତୁଲ କରିଥିଲେ । <ref name="sharma">{{cite book|title=Famous Indians of the 21st Century |publisher=[[Pustak Mahal]] |first=Vishwamitra|last=Sharma|year=2007|isbn=978-81-223-0829-7|page=196}}</ref><ref name="dawar">{{cite book|title=Bollywood: yesterday, today, tomorrow|publisher=Star Publications |first=Ramesh |last=Dawar |year=2006 |isbn=1-905863-01-2|page=8}}</ref>
 
ଦିଲୀପ କୁମାରଙ୍କର ପ୍ରଥମ ଥର ନିମନ୍ତେ ଅଭିନୟ କରିଥିବା ଚଳଚ୍ଚିତ୍ର ନାମ ଥିଲା ଜୁଆର ଭଟା (''[[:en:Jwar Bhata (1944 film)|Jwar Bhata]]'') - ୧୯୪୪), ଯାହା ବମ୍ବେ ଟକିଜ ([[:en:Bombay Talkies| Bombay Talkies]]) ନିର୍ମାଣ କରିଥିଲେ । ପଚାଶ ବର୍ଷର ଅଭିନୟ ଜୀବନରେ ସେ ୬୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଅଭିନୟ କରିଥିବା କେତେକ ଚଳଚ୍ଚିତ୍ରମାନଙ୍କ ନାମ ଅନ୍ଦାଜ (''[[:en:Andaz (1949 film)|Andaz]]'' – ୧୯୪୯), ଆନ (''[[:en:Aan|Aan]]'' – ୧୯୫୨), ସାମାଜିକ ନାଟକ ଦାଗ (''[[:en:Daag (1952 film)|Daag]]'' – ୧୯୫୨), ନାଟକୀୟ ଦେବଦାସ (''[[:en:Devdas (1955 film)|Devdas]]'' – ୧୯୫୫), ହାସ୍ୟରସାତ୍ମକ ଆଜାଦ (''[[:en:Azaad (1955 film)|Azaad]]'' – ୧୯୫୫), ଐତିହାସିକ ମୁଗଳ-ଏ-ଆଜମ (''[[:en:Mughal-e-Azam|Mughal-e-Azam]]'' – ୧୯୬୦), ସାମାଜିକ ଡକାୟତ ([[:en:Dacoit film|dacoit crime]]) ନାଟକ ଗଙ୍ଗା ଯମୁନା (''[[:en:Gunga Jamuna| Gunga Jamuna]]'' – ୧୯୬୧) ଓ ହାସ୍ୟ ରସାତ୍ମକ ରାମ ଅଉର ଶ୍ୟାମ (''[[:en:Ram Aur Shyam| Ram Aur Shyam]]'' - 1967) । ମୁଦ୍ରାସ୍ଫୀତି ହିସାବକୁ ନେଲେ ତାଙ୍କ ଅଭିନୀତ ମୁଗଳ-ଏ-ଆଜମ ଚଳଚ୍ଚିତ୍ର ଅଦ୍ୟାବଧି ସର୍ବାଧିକ ଆୟକାରୀ ମାନ୍ୟତା ପାଇଛି ([[:en:List of highest-grossing films in India|highest-grossing film in India]]) ।
୫୦ କ ଧାଡ଼ି:
 
===୧୯୬୦ ଦଶକ: ''ମୁଗଲ-ଏ-ଆଜମ'' ଓ ପ୍ରଯୋଜକ ପ୍ରସ୍ତୁତି ===
ରାଜପୁତ୍ର ସଲିମ ଭୂମିକା ଅବତୀର୍ଣ୍ଣ ଦିଲୀପ କେ ଅସିଫଙ୍କର ବିରାଟ ବଜେଟରେ ପ୍ରସ୍ତୁତ ଐତିହାସିକ ''ମୁଗଲ-ଏ-ଆଜମ'' ଭାରତୀୟ ଇତିହାସରେ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ରର ମାନ୍ୟତାରେ ଏଗାର ବର୍ଷ ଧରି ରହିଥିଲା । ୧୯୭୧ ରେ୧୯୭୧ରେ ନିର୍ମିତ ହାତୀ ମେରେ ସାଥି ଓ ୧୯୭୫ ରେ୧୯୭୫ରେ ଶୋଲେ ଏହାକୁ ଟପିଥିଲେ । କିନ୍ତୁ ମୁଗଲ-ଏ-ଆଜମ ମୁଦ୍ରାସ୍ଫୀତି ହିସାବକୁ ନେଲେ ୨୦୧୦ ସୁଦ୍ଧା ଏହା ୨୦୧୧ ରେ୨୦୧୧ରେ ପ୍ରସ୍ତୁତ ୧୦୦୦ କୋଟି କ୍ଳବର ସଦସ୍ୟ ହୋଇପାରିଥିଲା ।<ref name="gold">{{cite web|url=http://www.boxofficeindia.co.in/worth-their-weight-in-gold/ |title=Worth Their Weight In Gold|archive-url=https://web.archive.org/web/20170915183938/http://boxofficeindia.co.in/worth-their-weight-in-gold |archive-date=15 September 2017|work=[[Box Office India]]|date=1 November 2011}}</ref><ref name="gold3">{{cite web|url=http://boxofficeindia.co.in/top-50-film-of-last-50-years/ |title=Top 50 Film of Last 50 Years|archive-url=https://web.archive.org/web/20170622045252/http://boxofficeindia.co.in/top-50-film-of-last-50-years/ |archive-date=22 June 2017 |work=[[Box Office India]]|date=3 November 2011}}</ref>
ମୁଗଲ-ଏ-ଆଜମ ଚଳଚ୍ଚିତ୍ରରେ ରାଜପୁତ୍ର ସଲିମ ତାଙ୍କ ପିତା ଆକବରଙ୍କ (ଭୂମିକାରେ ପୃଥ୍ଵୀରାଜ କପୁର) ବିରୁଦ୍ଧରେ ଏକ ସୁନ୍ଦରୀ ରାଜ ନର୍ତ୍ତକୀ (ଭୂମିକାରେ ମଧୁବାଲା ଥିଲେ) ନିମନ୍ତେ ବିଦ୍ରୋହ କରିଥିଲେ । ଏହି ଚଳଚ୍ଚିତ୍ର ପ୍ରଥମେ କଳା ଧଳା ରଙ୍ଗରେ ଥିଲେ ମଧ୍ୟ କେତେକ ଅଂଶ ରଙ୍ଗିନ ଥିଲା । ୪୪ ବର୍ଷ ପରେ ୨୦୦୪ ମସିହାରେ ଏହାକୁ ସମ୍ପୂର୍ଣ୍ଣ ରଙ୍ଗୀନ କରାଯାଇ ପୁନର୍ବାର ରିଲିଜ କରାଯାଇଥିଲା ।<ref>{{Cite web|date=14 February 2017|title=Madhubala birthday: Madhubala's real story is as tragic as her iconic character, Mughal-E-Azam's Anarkali|url=https://indianexpress.com/article/entertainment/bollywood/madhubala-birthday-madhubala-real-story-as-tragic-as-her-iconic-character-mughal-e-azam-anarkali4523840/|access-date=9 July 2021|website=The Indian Express|language=en}}</ref><ref>{{Cite news|date=22 December 2011|title=Epic movie Mughale-Azam returns in colour cinemascope, digital sound|language=en|work=India Today|url=https://www.indiatoday.in/magazine/society-the-arts/films/story/20040719-epic-movie-mughale-azam-returns-in-colour-digital-sound-789831-2004-07-19|access-date=9 July 2021}}</ref>
୫୮ କ ଧାଡ଼ି:
ବ୍ରିଟିଶ ନିର୍ଦ୍ଦେଶକ ଡେଭିଡ ଲିନ ([[:en:David Lean|David Lean]]) ତାଙ୍କର ଲରେନ୍ସ ଅଫ ଆରବିଆ ( ''[[:en:Lawrence of Arabia (film)|Lawrence of Arabia]]'') ଚଳଚ୍ଚିତ୍ରରେ ସେରିଫ ଅଲି ଚରିତ୍ରରେ ଅଭିନୟ କରିବାକୁ ୧୯୬୨ ମସିହାରେ ଦିଲ୍ଲୀପଙ୍କୁ ନିମନ୍ତ୍ରଣ କରିଥିଲେ କିନ୍ତୁ ସେ ମନା କରିଦେଇଥିଲେ ।<ref>{{cite news |url=http://timesofindia.indiatimes.com/entertainment/bollywood/did-you-know-/Dilip-Dilip-Kumars-Hollywood-dis-connection/articleshow/4138036.cms |title=Dilip Kumar's Hollywood dis-connection |access-date=2 December 2010 |work=The Times Of India |archive-url=https://web.archive.org/web/20170810012123/http://timesofindia.indiatimes.com/entertainment/bollywood/did-you-know-/Dilip-Dilip-Kumars-Hollywood-dis-connection/articleshow/4138036.cms |archive-date=10 August 2017 |url-status=live }}</ref> ଏହି ଭୂମିକାଟିକୁ ମିଶରର ଅଭିନେତା ଓମର ସରିଫଙ୍କୁ ଦିଆଗଲା । ଦିଲୀପ ତାଙ୍କ ଜୀବନୀରେ ଲେଖିଥିଲେ, “ଓମର ତାଙ୍କ ଅପେକ୍ଷା ଅଧିକ ଭଲ ରୂପେ ଅଭିନୟ କରିଥିଲେ ବୋଲି ସେ ନିଜେ ଭାବୁଥିଲେ ।“<ref>{{cite web|url=http://timesofindia.indiatimes.com/home/sunday-times/Dilip-of-Arabia/articleshow/48128020.cms|title=Dilip of Arabia?|work=The Times of India|access-date=21 December 2015|archive-url=https://web.archive.org/web/20160130214332/http://timesofindia.indiatimes.com/home/sunday-times/Dilip-of-Arabia/articleshow/48128020.cms|archive-date=30 January 2016|url-status=live}}</ref> ପରବର୍ତ୍ତୀ ସମୟରେ ଲିନ ତାଙ୍କୁ ‘ତାଜ ମହଲ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ନିମନ୍ତେ ବାଛିଥିଲେ, କିନ୍ତୁ ତାହା ବନ୍ଦ ହୋଇଯାଇଥିଲା । <ref>{{cite news |title=Idea of Dilip Kumar, Elizabeth Taylor pairing scared Saira |url=https://www.indiatoday.in/pti-feed/story/idea-of-dilip-kumar-elizabeth-taylor-pairing-scared-saira-530126-2015-12-13 |work=[[India Today]] |date=13 December 2015 |language=en |access-date=15 January 2019 |archive-date=11 October 2020 |archive-url=https://web.archive.org/web/20201011133852/https://www.indiatoday.in/pti-feed/story/idea-of-dilip-kumar-elizabeth-taylor-pairing-scared-saira-530126-2015-12-13 |url-status=live }}</ref>
 
ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଲିଡର’ (''[[:en:Leader (1964 film)|Leader]]'' – ୧୯୬୪) ବକ୍ସ ଅଫିସରେ ଭଲ କମେଇ ପାରିଲାନି ।<ref>{{cite web|url=http://boxofficeindia.com/showProd.php?itemCat=170&catName=MTk2NA== |title=Box Office 1964|archive-url=https://web.archive.org/web/20120210134213/http://boxofficeindia.com/showProd.php?itemCat=170&catName=MTk2NA== |archive-date=10 February 2012|work=Box Office India|date=31 July 2011}}</ref> ‘ଦିଲ ଦିୟା ଦର୍ଦ ଲିୟା’ ଚଳଚ୍ଚିତ୍ରରେ ସେ ସହଯୋଗୀ ନିର୍ଦ୍ଦେଶକ ଥିଲେ କିନ୍ତୁ ନିର୍ଦ୍ଦେଶକ ଭାବରେ ତାଙ୍କୁ ଭଲ ଟିପ୍ପଣୀ ମିଳିଲାନି । ସେ ୧୯୬୭ ମସିହାରେ ରାମ ଔର ଶ୍ୟାମ (''[[:en:Ram Aur Shyam|Ram Aur Shyam]]'') ଚଳଚ୍ଚିତ୍ରରେ ଏକ ଦ୍ୱୈତ ଭୂମିକାରେ ଅଭିନୟ କରିବାକୁ ମିଳିଥିଲା ଯେଉଁଥିରେ ଦୁଇ ଭାଇ ଜନ୍ମ ପରେ ଅଲଗା ହୋଇଯାଇଥିଲେ ।<ref>{{Cite web|last=Kotru|first=Nirupama|title=Films that are 50: A Dilip Kumar double treat in 'Ram Aur Shyam'|url=https://scroll.in/reel/827904/films-that-are-50-a-dilip-kumar-double-treat-in-ram-aur-shyam|access-date=9 July 2021|website=Scroll.in|language=en-US}}</ref> ଆଦମି ଚଳଚ୍ଚିତ୍ରରେ ସେ ମନୋଜ କୁମାର ଓ ୱହିଦା ରହମାନ ସହିତ କାମ କରିଥିଲେ ।<ref>{{Cite news|last=Mahaan|first=Deepak|date=18 March 2010|title=Aadmi (1968)|language=en-IN|work=The Hindu|url=https://www.thehindu.com/features/cinema/Aadmi-1968/article16576648.ece|access-date=9 July 2021|issn=0971-751X}}</ref> ସେହି ବର୍ଷ ସେ ବୈଜୟନ୍ତୀମାଳା ସାଥିରେ ଶେଷ ଥର ନିମନ୍ତେ ସଂଘର୍ଷ ଚଳଚ୍ଚିତ୍ରରେ କାମ କରିଥିଲେ ଓ ସେହି ଯୋଡ଼ି ୭ ଟି୭ଟି ହିଟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।<ref>{{Cite web|last=Upadhyaya|first=Amit|date=7 October 2018|title=Superstar Dilip Kumar was the 'Thug of Hindostan' in 1968 hit film Sunghursh|url=https://theprint.in/features/reel-take/superstar-dilip-kumar-was-the-thug-of-hindostan-in-1968-hit-film-sunghursh/130656/|access-date=9 July 2021|website=ThePrint|language=en-US}}</ref>
 
===୧୯୭୦ ଦଶକ: ନିମ୍ନଗାମୀ ପେସା===
ଦିଲ୍ଲୀପଙ୍କ ପେସା ୧୯୭୦ ମସିହାରେ ନିମ୍ନଗାମୀ ହୋଇଥିଲା ଓ ଦାସ୍ତାନ ୧୯୭୨ ରେ୧୯୭୨ରେ ବକ୍ସ ଅଫିସରେ ଫେଲ ହୋଇଥିଲା । ସେ ନିଜ ପତ୍ନୀ ସାଇରା ବାନୁଙ୍କ ସହିତ ଗୋପୀରେ (୧୯୭୦) ଅଭିନୟ କରିଥିଲେ । ସେହି ଦୁଇଜଣ ପୁନଶ୍ଚ ଏକମାତ୍ର ବଙ୍ଗଳା ଭାଷାରେ ନିର୍ମିତ ସାଗିନା ମାହାତୋରେ (୧୯୭୦) ଅଭିନୟ କରିଥିଲେ । ଏହାର ହିନ୍ଦୀ ଭାଷାରେ ୧୯୭୪ରେ ପୁନର୍ନିମାଣ କରାଯାଇଥିଲା । ସେ ୧୯୭୬ରେ ଅଭିନୟ କରିଥିବା ବୈରାଗ ଚଳଚ୍ଚିତ୍ର ମଧ୍ୟ ବକ୍ସ ଅଫିସରେ ଫେଲ ମାରିଥିଲା ଯେଉଁଥିରେ ସେ ବାପ ଓ ଦୁଇ ଯାଆଁଳା ପୁଅ ଚରିତ୍ରରେ ଅଭିନୟ କରିଥିଲେ ।<ref>{{cite web|url=http://www.boxofficeindia.com/showProd.php?itemCat=178&catName=MTk3Mg== |title=Box Office 1972|archive-url=https://web.archive.org/web/20070610225320/http://www.boxofficeindia.com/showProd.php?itemCat=178&catName=MTk3Mg== |archive-date=10 June 2007|work=Box Office India}}</ref><ref>{{cite web|url=http://boxofficeindia.com/showProd.php?itemCat=182&catName=MTk3Ng== |title=Box Office 1976|archive-url=https://web.archive.org/web/20131020100250/http://www.boxofficeindia.com/showProd.php?itemCat=182&catName=MTk3Ng== |archive-date=20 October 2013|work=Box Office India|date=31 July 2011}}</ref> ବ୍ୟକ୍ତିଗତ ଭାବରେ ସେ ‘ଏଙ୍ଗା ଭେଟ୍ଟୁ ପିଲାଇ’ (''[[:en:Enga Veettu Pillai|Enga Veettu Pillai]]'') ଚଳଚିତ୍ରରେଚଳଚ୍ଚିତ୍ରରେ ଏମ ଜି ରାମଚନ୍ଦ୍ରନ୍ କରିଥିବା ଅଭିନୟ ତାଙ୍କ ନିଜର ରାମ ଔର ଶ୍ୟାମ ଚଳଚ୍ଚିତ୍ରରେ କରିଥବା ଅଭିନୟଠାରୁ ଅଧିକ ଭଲ କରିଥିବା କହିଥିଲେ । ଗୋପୀ ଓ ବୈରାଗ ଦ୍ୱୟକୁ ସମାଲୋଚକମାନେ ପସନ୍ଦ କରିଥିଲେ ମଧ୍ୟ ୧୯୬୮ରୁ ୧୯୮୭ ମସିହା ମଧ୍ୟରେ ଅନେକ ମୂଖ୍ୟ ଭୂମିକା ରାଜେଶ ଖାନ୍ନା ଓ ସଂଜୀବ କୁମାରଙ୍କ ହାତକୁ ଚାଲିଯାଇଥିଲା । ଏହା ପରେ ୧୯୭୬ ରୁ୧୯୭୬ରୁ ୧୯୮୧ ପର୍ଯ୍ୟନ୍ତ ସେ ଚଳଚ୍ଚିତ୍ର ଜଗତରୁ ଦୂରେଇ ଗଲେ ।<ref name="desai">[[Meghnad Desai, Baron Desai]] (2004), ''Nehru's hero Dilip Kumar in the life of India'', Lotus Collection, Roli Books, {{ISBN|978-81-7436-311-4}}.</ref>
===୧୯୮୦: ସଫଳ ପ୍ରତ୍ୟାବର୍ତ୍ତନ===
୭୫ କ ଧାଡ଼ି:
 
===୨୦୦୦–୨୦୨୧ ଦଶକ: ସବିରାମ କାମ ଓ ରାଜନୀତି===
୨୦୦୧ ମସିହାରେ ‘ଅସର’ ନାମକ ଏକ ଚିତ୍ର ଅଜୟ ଦେବଗନ ଓ ପ୍ରିୟାଙ୍କା ଚୋପରା ସହିତ କରିବାର ଥିଲା ଯାହା ବନ୍ଦ ହୋଇଗଲା । <ref>{{Cite web |url=http://www.mid-day.com/entertainment/2001/aug/14759.htm |title=Dilip Kumar in a new film |work=Mid Day |access-date=19 January 2013 |archive-url=https://web.archive.org/web/20131214000820/http://www.mid-day.com/entertainment/2001/aug/14759.htm |archive-date=14 December 2013 |url-status=dead }}</ref> ପ୍ରତିଷ୍ଠିତ ଚଳଚ୍ଚିତ୍ର ମୁଗଳ-ଏ-ଆଜମ ଓ ନୟା ଦୌର ଦ୍ୱୟ ସମ୍ପୂର୍ଣ୍ଣ ରଙ୍ଗୀନ କରାଯାଇ ୟଥାକ୍ରମେ ୨୦୦୪ ଓ ୨୦୦୮ ରେ୨୦୦୮ରେ ପୁନଃ ରିଲିଜ ହୋଇଥିଲା ।<ref>{{cite web|url=http://www.tribuneindia.com/2004/20041003/spectrum/main1.htm|title=The Sunday Tribune - Spectrum|website=Tribuneindia.com|access-date=9 April 2017|archive-date=11 October 2020|archive-url=https://web.archive.org/web/20201011133912/https://www.tribuneindia.com/2004/20041003/spectrum/main1.htm|url-status=live}}</ref> ‘ଆଗ କା ଦରିଆ’ ନାମକ ଏକ ସମ୍ପୂର୍ଣ୍ଣ ଚିତ୍ରର ସୁଟିଂ ସରିବା ପରେ ୨୦୧୩ ରେ୨୦୧୩ରେ ରିଲିଜ ହେବାର ଥିଲା କିନ୍ତୁ ଅଦ୍ୟାବଧି ଏହା ହୋଇନାହିଁ ।<ref>{{cite web|url=https://www.hindustantimes.com/bollywood/unreleased-23-year-old-dilip-kumar-starrer-set-to-hit-theatres-soon/story-8jCHAc0WvOSqCH5SHHuMLJ.html|title=Unreleased 23-year-old Dilip Kumar starrer set to hit theatres soon|date=26 December 2013|website=Hindustantimes.com/|access-date=21 March 2019|archive-date=11 October 2020|archive-url=https://web.archive.org/web/20201011133910/https://www.hindustantimes.com/bollywood/unreleased-23-year-old-dilip-kumar-starrer-set-to-hit-theatres-soon/story-8jCHAc0WvOSqCH5SHHuMLJ.html|url-status=live}}</ref> ସୁଭାଷ ଘାଇଙ୍କର ଯୁଦ୍ଧାତ୍ମକ ‘ମଦର ଲ୍ୟାଣ୍ଡ’ ଚିତ୍ରରେ ଦିଲ୍ଲୀପ, [[ଅମିତାଭ ବଚ୍ଚନ]] ଓ [[ଶାହ ରୁଖ ଖାନ]] ଥାଇ ତିଆରି ହେବାର ଥିଲା କିନ୍ତୁ ଖାନ ଓହରି ଯିବାରୁ ବନ୍ଦ ହୋଇଗଲା ।<ref>{{Cite web|url=https://timesofindia.indiatimes.com/entertainment/hindi/bollywood/news/when-shah-rukh-khan-backed-out-of-a-film-starring-dilip-kumar-and-amitabh-bachchan/articleshow/61561451.cms|title=When Shah Rukh Khan backed out of a film starring Dilip Kumar and Amitabh Bachchan!|website=The Times of India}}</ref>
ରାଜ୍ୟ ସଭାରେ ୨୦୦୦ ରୁ୨୦୦୦ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଦିଲୀପ କୁମାର ସଭ୍ୟ ଥିଲେ ।<ref>{{Cite web|title=A look at Dilip Kumar's political career: Did you know, he was nominated as a member of the Rajya Sabha?|url=https://www.freepressjournal.in/entertainment/bollywood/a-look-at-dilip-kumars-political-career-did-you-know-he-was-nominated-as-a-member-of-the-rajya-sabha|date=7 July 2021|access-date=7 July 2021|website=Free Press Journal}}</ref> [[ମହାରାଷ୍ଟ୍ର]]ର ପ୍ରତିନିଧିତ୍ଵ କରିବାକୁ ଭାରତୀୟ ଜାତୀୟ କଂଗ୍ରେସ ତାଙ୍କୁ ମନୋନୀତ କରିଥିଲା ।<ref>{{Cite web|url=https://www.newindianexpress.com/entertainment/hindi/2018/sep/05/veteran-hindi-actor-dilip-kumar-admitted-in-hospital-1867953.html|title=Veteran Hindi actor Dilip Kumar admitted in hospital|website=The New Indian Express}}</ref><ref>{{Cite web|url=https://rajyasabha.nic.in/rsnew/member_site/alphabeticallist_all_terms.aspx|title=Alphabetical List Of Former Members Of Rajya Sabha Since 1952|website=rajyasabha.nic.in}}</ref> ଏମପି ଫଣ୍ଡର ଏକ ଉଲ୍ଲେଖନୀୟ ଭାଗ ସେ ବ୍ୟାଣ୍ଡଷ୍ଟାଣ୍ଡ ପ୍ରୋମେନେଡ ତଥା ବାନ୍ଦ୍ରା ଫୋର୍ଟ ଦିଗରେ ଥିବା ବଗିଚାର ତିଆରି ଓ ଉନ୍ନତିକରଣରେ ଖର୍ଚ୍ଚ କରିଥିଲେ । <ref>{{cite web|url=http://bbrtbandra.org/information-issues/|title=BBRT - Information & Issues|website=Bbrtbandra.org|access-date=21 March 2019|archive-date=11 October 2020|archive-url=https://web.archive.org/web/20201011133912/http://bbrtbandra.org/information-issues/|url-status=live}}</ref>
==ବ୍ୟକ୍ତିଗତ ଜୀବନ==
୮୪ କ ଧାଡ଼ି:
[[File:Dilip_Kumar_Saira_Banu_still7.jpg|thumb|ପତ୍ନୀ ସାଇରା ବାନୁଙ୍କ ସହିତ ଦିଲୀପ କୁମାର ୨୦୦୭ ମସିହା]]
ଦିଲୀପ ତାଙ୍କଠାରୁ ୨୨ ବର୍ଷ କମ ବୟସ୍କା ସାଇରାଙ୍କ ସହିତ ବିବାହ କରିଥିଲେ । ପରେ ସେ ହାଇଦରାବାଦର ଆସମା ସାହିବା ସହିତ ୧୯୮୧ ମସିହାର ବିବାହ କରିଥିଲେ ।<ref>{{cite web|url=http://indiatoday.intoday.in/story/dilip-kumar-makes-public-declaration-about-his-second-marriage-to-socialite-asma-sahiba/1/392464.html|title=Eyecatchers|website=Indiatoday.intoday.in|access-date=3 August 2017|archive-date=11 October 2020|archive-url=https://web.archive.org/web/20201011133911/https://www.indiatoday.in/magazine/eyecatchers/story/19820331-dilip-kumar-makes-public-declaration-about-his-second-marriage-to-socialite-asma-sahiba-772561-2013-10-18|url-status=live}}</ref><ref>{{cite news|url=http://www.rediff.com/movies/report/slide-show-1-when-dilip-kumar-married-asma/20140630.htm|title=When Dilip Kumar Married Asma|newspaper=Rediff|access-date=3 August 2017|archive-date=11 October 2020|archive-url=https://web.archive.org/web/20201011133912/https://www.rediff.com/movies/report/slide-show-1-when-dilip-kumar-married-asma/20140630.htm|url-status=live}}</ref> ଏହି ବିବାହର ୧୯୮୩ ମସିହାରେ ଅନ୍ତ ହୋଇଥିଲା ।<ref>{{cite magazine | url=http://indiatoday.intoday.in/story/age-difference-between-bollywood-couples/1/215735.html | title=Don't mind the (age) gap | magazine=[[India Today]] | date=2 September 2012 | access-date=16 September 2013 | author=Bhatia, Ritu | archive-url=https://web.archive.org/web/20130906143235/http://indiatoday.intoday.in/story/age-difference-between-bollywood-couples/1/215735.html | archive-date=6 September 2013 | url-status=live }}</ref> ପତି ପତ୍ନୀ ଦୁହେଁ ବାନ୍ଦ୍ରାରେ ରହୁଥିଲେ । ତାଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ । ଦିଲୀପ ତାଙ୍କ ଜୀବନୀରେ ଲେଖିଥିଲେ, ବାନୁ ୧୯୭୨ ରେ୧୯୭୨ରେ ଗର୍ଭବତୀ ହୋଇଥିଲେ କିନ୍ତୁ ଗର୍ଭ ସମସ୍ଯା ଯୋଗୁ ଶିଶୁର ମୃତ୍ଯୁ ହୋଇଗଲା । ଏହା ପରେ ସେମାନେ ‘ଭଗବାନଙ୍କ ଇଚ୍ଛା’ ଭାବି ଆଉ ଥରେ ସନ୍ତାନ ନିମନ୍ତେ ଚେଷ୍ଟା କରିନଥିଲେ ।<ref>{{Cite book|last=Kumar|first=Dilip|title=Dilip Kumar: The Substance and the Shadow|publisher=Hay House India|year=2014|isbn=9789381398869}}</ref><ref>{{Cite web|title=Dilip Kumar Death: Why does the actor not have any children?|url=https://www.freepressjournal.in/entertainment/bollywood/dilip-kumar-death-why-does-the-actor-not-have-any-children|access-date=7 July 2021|website=Free Press Journal|language=en}}</ref>
ଦିଲୀପ କୁମାର [[ଉର୍ଦ୍ଦୁ ଭାଷା|ଉର୍ଦ୍ଦୁ]], [[ହିନ୍ଦୀ ଭାଷା|ହିନ୍ଦୀ]], ପାସତୋଳ, [[ପଞ୍ଜାବୀ ଭାଷା|ପଞ୍ଜାବୀ]], [[ମରାଠୀ ଭାଷା|ମରାଠୀ]], [[ଇଂରାଜୀ ଭାଷା|ଇଂରାଜୀ]], ବେଙ୍ଗଲୀ ଗୁଜୁରାଟୀଗୁଜରାଟୀ, ହିଣ୍ଡକୋ, ପାର୍ସିଆନ, ଭୋଜପୁରୀ ଓ ଅବଧି ଭାଷାମାନଙ୍କରେ କହିବାରେ ପଟୁ ଥିଲେ । <ref name="Renuka Vyavahare"/><ref>{{cite web|url=https://mobile.twitter.com/TheDilipKumar/status/538374596118855681|title=Twitter|website=Mobile.twitter.com|access-date=21 March 2019}}{{primary source inline|date=July 2021}}</ref> ସେ ସଙ୍ଗୀତରେ ରୁଚି ରଖୁଥିଲେ ଓ ଗୋଟିଏ ଚିତ୍ର ନିମନ୍ତେ [[ସିତାର]] ବଜେଇବା ଶିକ୍ଷା କରିଥିଲେ ।<ref>{{Cite news|last=Rangan|first=Baradwaj|date=7 July 2021|title=Dilip Kumar, Indian Film Star Who Brought Realism to Bollywood, Dies at 98|language=en-US|work=The New York Times|url=https://www.nytimes.com/2021/07/06/world/asia/dilip-kumar-dead.html|access-date=7 July 2021|issn=0362-4331}}</ref> ସେ କ୍ରିକେଟ ଖେଳକୁ ଭଲ ପାଉଥିଲେ ଓ ଖେଳୁଥିଲେ ମଧ୍ୟ ।<ref>{{Cite web|last=Debnath|first=Diganda|date=7 July 2021|title=Throwback: When Bollywood legends Dilip Kumar and Raj Kapoor had a cricketing encounter!|url=https://tv9news.com/sports/cricket-news/throwback-when-bollywood-legends-dilip-kumar-and-raj-kapoor-had-a-cricketing-encounter-43919.html|url-status=live|access-date=7 July 2021|website=TV9News|language=English}}</ref>
ତାଙ୍କ ସାନ ଭାଇ ନସୀର ଖାନ ମଧ୍ୟ ଜଣେ ଉଲ୍ଲେଖନୀୟ ଅଭିନେତା ଥିଲେ ।<ref>{{Cite web|title=Nasir Khan – Profile – Cineplot.com|url=http://cineplot.com/nasir-khan-profile|access-date=7 July 2021|language=en-US}}</ref> ତାଙ୍କର ଅନ୍ୟ ଦୁଇ ଭାଇ ମଧ୍ୟରୁ ଅସଲାମ ଖାନ ୮୮ ବର୍ଷ ବୟସରେ ଅଗଷ୍ଟ ୨୦୨୦ ମସିହାରେ ଓ ଏହସାନ ଖାନ ୯୦ ବର୍ଷ ବୟସରେ ସେପ୍ଟେମ୍ବର ୨୦୨୦ ମସିହାରେ କରୋନା ରୋଗରେ ପ୍ରାଣତ୍ୟାଗ କରିଥିଲେ ।<ref>{{Cite web|title=Veteran actor Dilip Kumar's brother Aslam Khan, who tested positive for COVID-19, passes away - Times of India ►|url=https://timesofindia.indiatimes.com/entertainment/hindi/bollywood/news/veteran-actor-dilip-kumars-brother-aslam-khan-who-tested-positive-for-covid-19-passes-away/articleshow/77667504.cms|access-date=7 July 2021|website=The Times of India|language=en}}</ref><ref>{{Cite web|date=3 September 2020|title=Dilip Kumar's younger brother Ehsan Khan dies at 90, had tested positive for Covid-19|url=https://www.hindustantimes.com/bollywood/dilip-kumar-s-younger-brother-ehsan-khan-dies-at-90-had-tested-positive-for-covid-19/story-4TBXf3lcfNkN3ZS20XJLfL.html|access-date=7 July 2021|website=Hindustan Times|language=en}}</ref>