"ଦାର୍ଢ଼୍ୟତାଭକ୍ତି ରସାମୃତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୧ କ ଧାଡ଼ି:
 
ଉତ୍କଳରେ ଜନ୍ମିତ ଭକ୍ତକବି [[ରାମଦାସ]] ଥିଲେ ପ୍ରଭୁ ଜଗନ୍ନାଥଙ୍କର ଭକ୍ତ ତଥା ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ ଭକ୍ତିକାବ୍ୟ '''ଦାର୍ଢ଼୍ୟତାଭକ୍ତି''' ର ରଚୟିତା । ଏହି ଗ୍ରନ୍ଥରେ ବହୁ ଉତ୍କଳ ଓ ବୈଷ୍ଣବ କବିଙ୍କ ଜୀବନ ଚରିତ ସହ ମାହାତ୍ମ୍ୟ ବର୍ଣ୍ନିତ ହୋଇଛି । ଖୋର୍ଦ୍ଧାରାଜା ବୀରକେଶରୀ ଦେବଙ୍କ ୪୨ ଅଙ୍କ, ଜୁଲାଇ ୨୫ ତାରିଖ, ରବିବାର ଦିନ ରାମଦାସ ତାଙ୍କ ରଚିତ
'''ଦାର୍ଢ଼୍ୟତାଭକ୍ତି ରସାମୃତ''' ନାମକ ଗ୍ରନ୍ଥ ରଚନା ସଂପୂର୍ଣ୍ନ କରିଥିଲେ ।<ref name="archive.org">{{cite web |title=ଭକ୍ତକବି ରାମଦାସ |url=https://archive.org/details/bhaktakabi-ramadasa-1980/page/n3/mode/2up |website=www.archive.org |accessdate=15 June 2021 |date=1980}}</ref> ଦାର୍ଢ଼୍ୟତାଭକ୍ତି ରସାମୃତ ଦୁଇ ଭାଗରେ ବିଭକ୍ତ ହୋଇଛି । ଦ୍ଵିତୀୟ ଭାଗଟି ଖ୍ରୀ: ୧୮୦୦ରେ ପୂର୍ଣ୍ନ ହୋଇଥିବାର ଜଣାଯାଏ ।<ref name="archive.org"></ref>କାହାଣୀଗୁଡିକ ରାଜା କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ଏବଂ ପ୍ରତାପରୁଦଦେବଙ୍କ ରାଜତ୍ୱ ବିଷୟରେ ଅନେକ ନିର୍ଭରଯୋଗ୍ୟ ଏବଂ ଉପଯୋଗୀ ଐତିତିହାସିକ ତଥ୍ୟ ମଧ୍ୟ ପ୍ରଦାନ କରିଥାଏ । [[ଜଗନ୍ନାଥ ଦାସ]]<nowiki/>ଙ୍କ ରଚିତ ଭାଗବତ ଭଳି ନବାକ୍ଷରୀ ବୃତ୍ତରେ ଛନ୍ଦବଦ୍ଧ କବିତାରେ କାହାଣିଗୁଡିକ ସରଳ ଏବଂ ଆକର୍ଷଣୀୟ ଭାବେ ବର୍ଣ୍ଣିତ ହୋଇଛି ।<ref name="Puriwaves">{{cite web |title=Dardhyata Bhakti Rasamirta ( Aesthetic bliss of firm faith in God ) |url=https://puriwaves.nirmalya.in/feature-article/dardhyata-bhakti-rasamirta-aesthetic-bliss-firm-faith-god |website=PURIWAVES |accessdate=15 June 2021 |date=12 February 2013}}</ref>
== ଗ୍ରନ୍ଥ ବୃତ୍ତାନ୍ତ (ପ୍ରଥମ ଭାଗ) ==