"ଏରିସିପେଲାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Fix refrence
ଟିକେ Regular Character Changes
୨୬ କ ଧାଡ଼ି:
ଅନ୍ତର୍ନିହିତ ସଂକ୍ରମଣ ସାଧାରଣତଃ ସ୍ଟ୍ରେପ୍ଟୋକୋକସ ପାୟୋଜେନିସ ଜୀବାଣୁ ଯୋଗୁ ହୁଏ ଯାହା ଗ୍ରୁପ ଏ ବିଟା-ହେମୋଲାଇଟିକ ପାୟୋଜେନିସ ନାମରେ ମଧ୍ୟ ପରିଚିତ | <ref name=Stat2020 /> <ref name=CDC2020 /> ଖଣ୍ଡିଆ ଚର୍ମରେ କିମ୍ବା ସ୍ୱତଃସ୍ପର୍ତ୍ତ ଭାବରେ ଏହା ଆରମ୍ଭ ହୋଇପାରେ | <ref name=CDC2020 /> ଦୁର୍ବଳ ପ୍ରତିରକ୍ଷା କାର୍ଯ୍ୟ, [[ମେଦ ବହୁଳତା|ମୋଟାପଣ]] ଏବଂ ଲିମ୍ଫିଡିମା ଯୋଗୁ ଏହି ସଙ୍କଟ ସୃଷ୍ଟି ହୋଇପାରେ । <ref name=DermNZ2020 /> <ref name=Stat2020 /> ରୋଗ ନିର୍ଣ୍ଣୟ ସାଧାରଣଃ ଏହାର ରୂପ ଉପରେ ଆଧାରିତ ହୁଏ | <ref name=DermNZ2020 /> '''ଏରିସିପେଲାସ''' ଏକ ପ୍ରକାରର ସେଲ୍ୟୁଲାଇଟିସ [[ସେଲ୍ୟୁଲାଇଟିସ୍]] । <ref name=DermNZ2020 /> ଏହା ଅନ୍ୟ ପ୍ରକାର ସେଲ୍ୟୁଲାଇଟିସଠାରୁ ଏହା ଭିନ୍ନ ଅଟେ କାରଣ ଏହାର ଅଧିକ ଉଚ୍ଚତା ଥାଏ ଓ ଧାର ମାର୍ଜିତ ଥାଏ | <ref name=CDC2020 />
 
ଏହାର ଚିକିତ୍ସାରେ ସାଧାରଣତଃ ୧୦ ରୁ୧୦ରୁ ୧୪ ଦିନ ପର୍ଯ୍ୟନ୍ତ ପାଟିରେ ଆଣ୍ଟିବାୟୋଟିକ ଦିଆଯାଏ । <ref name=Stat2020 /> <ref name=DermNZ2020 /> ଏନଏସଏଅଇଡି, [[ପାରାସେଟାମୋଲ]] (ଆସେଟାମିନୋଫେନ୍), ଏବଂ ବରଫ ପ୍ୟାକ୍ ଦେଲେ ଅସ‌ହଜ ଅବସ୍ଥା ପ୍ରଶମିତ ହୋଇପାରେ | <ref name=DermNZ2020 /> ଏରିସିପେଲାସ ଅପେକ୍ଷାକୃତ ସାଧାରଣ ରୋଗ ଅଟେ । <ref name="autogen1">{{cite book|last=O'Brian |first=Gail M.|editor=Fred F. Ferri|title=Ferri's Clinical Advisor 2019: 5 Books in 1|chapter-url=https://books.google.com/books?id=-L5dDwAAQBAJ&pg=PA523|year=2019|publisher=Elsevier |location=Philadelphia|isbn=978-0-323-53042-2|page=523|chapter=Section 1. Diseases and Disorders; Erysipelas}}</ref> ଅଳ୍ପ ବୟସ୍କ ଏବଂ ବୃଦ୍ଧମାନେ ଏହି ରୋଗରେ ଅଧିକ ପ୍ରଭାବିତ ହୁଅନ୍ତି | <ref name=DermNZ2020 /> ଏହି ଶବ୍ଦଟି [[ଗ୍ରୀକ ଭାଷା|ଗ୍ରୀକ୍]] ἐρυσίπελας ( ''erysípelas'' ) ରୁ ଆସିଛି, ଯାହାର ଅର୍ଥ ହେଉଛି "ଲାଲ ଚର୍ମ" | <ref name="Bhat2019">{{Cite book|url=https://books.google.com/books?id=WK52DwAAQBAJ&pg=PA141|title=SRB's Clinical Methods in Surgery|last=Bhat M|first=Sriram|date=2019|publisher=Jaypee Brothers Medical Publishers|isbn=978-93-5270-545-0|location=New Delhi|pages=141|language=en}}</ref>
 
== ଆଧାର ==