"ଶୂରସେନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
ଟିକେNo edit summary
୧ କ ଧାଡ଼ି:
{{prettyurl|Shurasena}}
'''ଶୂରସେନ''' ବା ଶୁରସୈନୀ ହେଉଛନ୍ତି ପ୍ରାଚୀନ ମଥୁରା ନଗରୀର ଜଣେ ଯାଦବ ବଂଶୀୟ ରାଜା । ମାରୀଷ ନାମ୍ନୀ ଏକ ନାଗକନ୍ୟାକୁ ସେ ବିବାହ କରିଥିଲେ । ଏହି ମାରୀଷଙ୍କ ଯୋଗୁଁ ହିଁ ମହଭାରତରେ ବର୍ଣ୍ଣିତ "ଭୀମଙ୍କୁ ବିଷଲଡ଼ୁ ପ୍ରଦାନ" ପ୍ରସଙ୍ଗରେ ବାସୁକୀ ଦେଇଥିବା ବର ବଳରେ ଭୀମ ଶର ସିଂହର ବଳ ଲାଭ କରିଥିଲେ ।<ref>{{cite book|last=Swami Vijnanananda|title=The S'rimad Devi Bhagawatam|publisher=BiblioBazaar, LLC|year=2008|volume=Volume I|page=334|url=https://books.google.com/books?id=uBEkOqvqSMkC&pg=PA334 |orig-year = 1921|isbn=978-1-4375-3059-9}}</ref>
 
ଶୂରସେନ ବା ଶୁରସୈନୀ ହେଉଛନ୍ତି ବାସୁଦେବଙ୍କ (କୃଷ୍ନଙ୍କ ପିତା) ଏବଂ କୁନ୍ତିଙ୍କ ପିତା । କଥିତ ଅଛି, ଉତ୍ତର ଭାରତର ସୈନି ସଂପ୍ରଦାୟର ଲୋକେ ହେଉଛନ୍ତି ସୂରସେନଙ୍କ ବଂଶଜ ।
 
 
"https://or.wikipedia.org/wiki/ଶୂରସେନ"ରୁ ଅଣାଯାଇଅଛି