"ସ୍ୱଳ୍ପ ପରିମାଣ ସକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେNo edit summary ଟ୍ୟାଗ: 2017 source edit |
ଟିକେNo edit summary ଟ୍ୟାଗ: 2017 source edit |
||
୨୦ କ ଧାଡ଼ି:
| deaths =
}}
'''ସ୍ୱଳ୍ପ ପରିମାଣ ସକ ବା ହାଇପୋଭୋଲେମିକ ସକ୍ ('''[[ଇଂରାଜୀ ଭାଷା|ଇଂରାଜୀ ଭାଷାରେ]] '''Hypovolemic shock) ହୋଇଥିବା କୁହାଯାଏ ଯେତେବେଳେ ରକ୍ତନଳୀରେ ତରଳ ପଦାର୍ଥ ବା ରକ୍ତ ପରିମାଣ କମ ଥାଏ ।'''
ତରଳ ପଦାର୍ଥ କିମ୍ବା କମ ରକ୍ତ ପରିମାଣ ଯୋଗୁ ସକ ହୋଇପାରେ କିନ୍ତୁ ରକ୍ତ ଯୋଗୁ ହେଲେ ତାହାକୁ ହେମୋରେଜିକ ସକ କୁହାଯାଏ | <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> [[ବାନ୍ତି]], [[ତରଳ ଝାଡ଼ା|ତରଳ ଝାଡା]], ଅତ୍ୟଧିକ ପରିସ୍ରା ଉତ୍ପାଦନ, ଗରମ ପାଣିପାଗ କିମ୍ବା [[ଅଗ୍ନାଶୟ ପ୍ରଦାହ]] ଯୋଗୁ ତରଳ ପଦାର୍ଥ କମିଯାଏ । <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> ଆଘାତ, ପାକସ୍ଥଳୀ-ଅନ୍ତନଳୀ ରକ୍ତସ୍ରାବ କିମ୍ବା [[ଅଥାନ ଗର୍ଭ]] ଯୋଗୁ ରକ୍ତହାନୀ ହୋଇପାରେ । <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> ଲକ୍ଷଣ ଏବଂ ଘଟଣାର ଇତିହାସ ଉପରେ ଆଧାରିତ ହୋଇ ରୋଗ ନିର୍ଣ୍ଣୟ କରାଯାଇପାରେ | <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref>
|