"ସ୍ୱଳ୍ପ ପରିମାଣ ସକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
(Created by translating the page "User:Mr. Ibrahem/Hypovolemic shock")
 
ଟିକେ
ଟ୍ୟାଗ: 2017 source edit
| deaths =
}}
'''ସ୍ୱଳ୍ପ ପରିମାଣ ସକ ବା ହାଇପୋଭଲେମିକହାଇପୋଭୋଲେମିକ ସକ୍ ('''[[ଇଂରାଜୀ ଭାଷା|ଇଂରାଜୀ ଭାଷାରେ]] '''Hypovolemic shock) ହୋଇଥିବା କୁହାଯାଏ ଯେତେବେଳେ ରକ୍ତନଳୀରେ ତରଳ ପଦାର୍ଥ ବା ରକ୍ତ ପରିମାଣ କମ ଥାଏ ।''' । <ref name="ITLS2018">{{cite book |title=International Trauma Life Support for Emergency Care Providers |date=2018 |publisher=Pearson Education Limited |isbn=978-1292-17084-8 |pages=172-173 |edition=8}}</ref> ଏହି ଅବସ୍ଥାରେ ଶରୀର ଭିତର ତନ୍ତୁମାନଙ୍କୁ ଯଥେଷ୍ଟ ରକ୍ତ ସରବରାହ ହୋଇପାରେ ନାହିଁ | <ref name="ITLS2018">{{cite book |title=International Trauma Life Support for Emergency Care Providers |date=2018 |publisher=Pearson Education Limited |isbn=978-1292-17084-8 |pages=172-173 |edition=8}}</ref> ପ୍ରାରମ୍ଭିକ ଲକ୍ଷଣରେ ସାଧାରଣତଃ ଦୁର୍ବଳତା, କମ ନାଡ଼ି ଚାପ ([[:en:Narrowed_pulse_pressure|narrowed pulse pressure]]) ଓ ଏବଂ [[ଦୃତ ହୃଦ୍‌ଗତି]] ହାର ହୁଏ | <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> <ref name="ITLS2018">{{cite book |title=International Trauma Life Support for Emergency Care Providers |date=2018 |publisher=Pearson Education Limited |isbn=978-1292-17084-8 |pages=172-173 |edition=8}}</ref> ଅବସ୍ଥା ଖରାପ ଦିଗକୁ ଗତି କଲେ ନିମ୍ନ ରକ୍ତ ଚାପ ଦ୍ୱନ୍ଦ୍ୱ କିମ୍ବା ଉତ୍ତେଜନା ହୋଇପାରେ | <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> ରୋଗ ଜଟିଳ ହେଲେ ଇଲେକ୍ଟ୍ରୋଲାଇଟ ବ୍ୟତିକ୍ରମ, [[ବୃକ୍‌କ ବିଫଳତା]] ଏବଂ ବ‌ହୁମୁଖୀ ଅଙ୍ଗ ବିଫଳତା ହୋଇପାରେ | <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref>
 
ତରଳ ପଦାର୍ଥ କିମ୍ବା କମ ରକ୍ତ ପରିମାଣ ଯୋଗୁ ସକ ହୋଇପାରେ କିନ୍ତୁ ରକ୍ତ ଯୋଗୁ ହେଲେ ତାହାକୁ ହେମୋରେଜିକ ସକ କୁହାଯାଏ | <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> [[ବାନ୍ତି]], [[ତରଳ ଝାଡ଼ା|ତରଳ ଝାଡା]], ଅତ୍ୟଧିକ ପରିସ୍ରା ଉତ୍ପାଦନ, ଗରମ ପାଣିପାଗ କିମ୍ବା [[ଅଗ୍ନାଶୟ ପ୍ରଦାହ]] ଯୋଗୁ ତରଳ ପଦାର୍ଥ କମିଯାଏ । <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> ଆଘାତ, ପାକସ୍ଥଳୀ-ଅନ୍ତନଳୀ ରକ୍ତସ୍ରାବ କିମ୍ବା [[ଅଥାନ ଗର୍ଭ]] ଯୋଗୁ ରକ୍ତ‌ହାନୀ ହୋଇପାରେ । <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref> ଲକ୍ଷଣ ଏବଂ ଘଟଣାର ଇତିହାସ ଉପରେ ଆଧାରିତ ହୋଇ ରୋଗ ନିର୍ଣ୍ଣୟ କରାଯାଇପାରେ | <ref name="Tag2020">{{cite journal |last1=Taghavi |first1=S |last2=Askari |first2=R |title=Hypovolemic Shock |date=January 2020 |pmid=30020669}}</ref>
୧୧,୬୯୧

ଗୋଟି ସମ୍ପାଦନା