"କୁଶଧ୍ଵଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠା ତିଆରି
 
ଟିକେNo edit summary
୨ କ ଧାଡ଼ି:
ହିନ୍ଦୁ ପୁରାଣ [[ରାମାୟଣ]] ଅନୁସାରେ '''କୁଶଧ୍ଵଜ''' ରାଜା ଜନକଙ୍କର ସାନ ଭାଇ ଥିଲେ ।
== ପରିଚୟ ==
ରାଜା ଜନକଙ୍କ ଝିଅ [[ସୀତା]] ହିନ୍ଦୁ ମହାକାବ୍ୟ ରାମାୟଣର ପ୍ରମୁଖ ଚରିତ୍ର ରାମଙ୍କ ପତ୍ନୀ ଥିଲେ । କୁଶଧ୍ଵଜଙ୍କ ଦୁଇ ଝିଅ ମାଣ୍ଡବୀ ଏବଂ ଶୃତିକୀର୍ତ୍ତି ଯଥାକ୍ରମେ ରାମଙ୍କ ସାନଭାଇ [[ଭରତ (ରାମାୟଣ)|ଭରତ]] ଏବଂ ଶତୃଘ୍ନଙ୍କୁ ବିବାହ କରିଥିଲେ ।<ref>{{cite book | url=https://books.google.com/books?id=rEWaSju1rVsC&q=Kushadhwaja&pg=PA15 | title=Tales from Kalidasa | publisher=Ediciones Gamma S.A. | author=H. L. Luthra | year=1988 | pages=15 | isbn=9788120902282}}</ref><ref>{{cite book | url=https://books.google.com/books?id=FHPXAAAAMAAJ&q=Kushadhwaja | title=The Ramayana | publisher=Orient Longman | author=Lakshmi Lal | year=1988 | pages=20 | isbn=9780861318056}}</ref>
 
ରାଜା କୁଶଧ୍ଵଜଙ୍କ ରାଜ୍ୟ ରାଜବିରାଜ (ବର୍ତ୍ତମାନର ନେପାଳ ଅନ୍ତର୍ଗତ) ନିକଟରେ ଥିଲା । ସେଠାରେ ଅଦ୍ୟାପି ଏକ ପୁରାତନ ତଥା ଐତିହାସିକ ରାଜଦେବୀ ମନ୍ଦିରର ରହିଛି, ଯେଉଁଥିରେ ବିଭିନ୍ନ ହିନ୍ଦୁ ଦେବତା ଏବଂ ଦେବୀଙ୍କର ହଜାର ହଜାର ବର୍ଷରୁ ଅଧିକ ପୁରୁଣା ମୂର୍ତ୍ତି ରହିଛି । ଛିନ୍ନମସ୍ତା ମନ୍ଦିର ସହିତ ମନ୍ଦିର ହେଉଛି ମୈଥିଳୀ ଲୋକଙ୍କ ପ୍ରମୁଖ ମନ୍ଦିର । ରାଜବିରାଜ ଆଖପାଖରେ କୁଶଧ୍ଵଜଙ୍କ ଦୁଇ ଝିଅ ମାଣ୍ଡବୀ ଏବଂ ଶୃତିକୀର୍ତ୍ତିଙ୍କୁ ଉତ୍ସର୍ଗୀକୃତ ମନ୍ଦିର ରହିଅଛି ।
"https://or.wikipedia.org/wiki/କୁଶଧ୍ଵଜ"ରୁ ଅଣାଯାଇଅଛି