"ଚକ୍ରଧର ବେହେରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Image added through Wikidata
ଜନ୍ମଦିନ
୪ କ ଧାଡ଼ି:
|name = ଚକ୍ରଧର ବେହେରା
|caption =
|birth_date = ୧୮୯୪ <!--{{birth date |19161894|1207|2216|df=yes}}-->
|birth_place = ଆଙ୍କପଡା, [[ଭଦ୍ରକ ଜିଲ୍ଲା|ଭଦ୍ରକ]]
|residence =
|death_date = ୧ ଜାନୁଆରୀ ୧୯୭୩ <!--{{death date and age|20141973|31|31|19161894|1207|2216|df=yes}}-->
|office1 = ବିଧାୟକ: ୧ମ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
|constituency1 = ପୂର୍ବ ଭଦ୍ରକ
୩୮ କ ଧାଡ଼ି:
}}
 
'''ଚକ୍ରଧର ବେହେରା''' (୧୬ ଜୁଲାଇ ୧୮୯୪ - ୧ ଜାନୁଆରୀ ୧୯୭୩) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନେତା, ସଂଗଠକ ଓ କବି ଥିଲେ । ସେ ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନତା ପରେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୩୭ ମସିହାରେ ଓଡ଼ିଶାରେ ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ପୂର୍ବ ଭଦ୍ରକରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସ୍ୱାଧୀନତା ପରେ ସେ [[ଚାନ୍ଦବାଲି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[୧ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Chakradhar Behera">{{cite web|url=http://odishaassembly.nic.in/memberprofile.aspx?img=1057|title=Late Chakradhar Behera |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=17 April 2019}}</ref>
 
== ରାଜନୈତିକ ଜୀବନ ==