"ଦିଲ୍ଲୀପ କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଟ୍ୟାଗ: 2017 source edit
ଟ୍ୟାଗ: 2017 source edit
 
===୧୯୬୦ ଦଶକ: ''ମୁଗଲ-ଏ-ଆଜମ'' ଓ ପ୍ରଯୋଜକ ପ୍ରସ୍ତୁତି ===
ରାଜପୁତ୍ର ସଲିମ ଭୂମିକା ଅବତୀର୍ଣ୍ଣ ଦିଲୀପ କେ ଅସିଫଙ୍କର ବିରାଟ ବଜେଟରେ ପ୍ରସ୍ତୁତ ଐତିହାସିକ ''ମୁଗଲ-ଏ-ଆଜମ'' ଭାରତୀୟ ଇତିହାସରେ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ରର ମାନ୍ୟତାରେ ଏଗାର ବର୍ଷ ଧରି ରହିଥିଲା । ୧୯୭୧ ରେ ନିର୍ମିତ ହାତୀ ମେରେ ସାଥି ଓ ୧୯୭୫ ରେ ଶୋଲେ ଏହାକୁ ଟପିଥିଲେ । କିନ୍ତୁ ମୁଗଲ-ଏ-ଆଜମ ମୁଦ୍ରାସ୍ଫୀତି ହିସାବକୁ ନେଲେ ୨୦୧୦ ସୁଦ୍ଧା ଏହା ୨୦୧୧ ରେ ପ୍ରସ୍ତୁତ ୧୦୦୦ କୋଟି କ୍ଳବର ସଦସ୍ୟ ହୋଇପାରିଥିଲା ।<ref name="gold">{{cite web|url=http://www.boxofficeindia.co.in/worth-their-weight-in-gold/ |title=Worth Their Weight In Gold|archive-url=https://web.archive.org/web/20170915183938/http://boxofficeindia.co.in/worth-their-weight-in-gold |archive-date=15 September 2017|work=[[Box Office India]]|date=1 November 2011}}</ref><ref name="gold3">{{cite web|url=http://boxofficeindia.co.in/top-50-film-of-last-50-years/ |title=Top 50 Film of Last 50 Years|archive-url=https://web.archive.org/web/20170622045252/http://boxofficeindia.co.in/top-50-film-of-last-50-years/ |archive-date=22 June 2017 |work=[[Box Office India]]|date=3 November 2011}}</ref>
ମୁଗଲ-ଏ-ଆଜମ ଚଳଚ୍ଚିତ୍ରରେ ରାଜପୁତ୍ର ସଲିମ ତାଙ୍କ ପିତା ଆକବରଙ୍କ (ଭୂମିକାରେ ପୃଥ୍ଵୀରାଜ କପୁର) ବିରୁଦ୍ଧରେ ଏକ ସୁନ୍ଦରୀ ରାଜ ନର୍ତ୍ତକୀ (ଭୂମିକାରେ ମଧୁବାଲା ଥିଲେ) ନିମନ୍ତେ ବିଦ୍ରୋହ କରିଥିଲେ । ଏହି ଚଳଚ୍ଚିତ୍ର ପ୍ରଥମେ କଳା ଧଳା ରଙ୍ଗରେ ଥିଲେ ମଧ୍ୟ କେତେକ ଅଂଶ ରଙ୍ଗିନ ଥିଲା । ୪୪ ବର୍ଷ ପରେ ୨୦୦୪ ମସିହାରେ ଏହାକୁ ସମ୍ପୂର୍ଣ୍ଣ ରଙ୍ଗୀନ କରାଯାଇ ପୁନର୍ବାର ରିଲିଜ କରାଯାଇଥିଲା ।<ref>{{Cite web|date=14 February 2017|title=Madhubala birthday: Madhubala's real story is as tragic as her iconic character, Mughal-E-Azam's Anarkali|url=https://indianexpress.com/article/entertainment/bollywood/madhubala-birthday-madhubala-real-story-as-tragic-as-her-iconic-character-mughal-e-azam-anarkali4523840/|access-date=9 July 2021|website=The Indian Express|language=en}}</ref><ref>{{Cite news|date=22 December 2011|title=Epic movie Mughale-Azam returns in colour cinemascope, digital sound|language=en|work=India Today|url=https://www.indiatoday.in/magazine/society-the-arts/films/story/20040719-epic-movie-mughale-azam-returns-in-colour-digital-sound-789831-2004-07-19|access-date=9 July 2021}}</ref>
୧୧,୬୯୧

ଗୋଟି ସମ୍ପାଦନା