"ଦିଲ୍ଲୀପ କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: 2017 source edit
No edit summary
ଟ୍ୟାଗ: 2017 source edit
୬୦ କ ଧାଡ଼ି:
ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଲିଡର’ (''[[:en:Leader (1964 film)|Leader]]'' – ୧୯୬୪) ବକ୍ସ ଅଫିସରେ ଭଲ କମେଇ ପାରିଲାନି ।<ref>{{cite web|url=http://boxofficeindia.com/showProd.php?itemCat=170&catName=MTk2NA== |title=Box Office 1964|archive-url=https://web.archive.org/web/20120210134213/http://boxofficeindia.com/showProd.php?itemCat=170&catName=MTk2NA== |archive-date=10 February 2012|work=Box Office India|date=31 July 2011}}</ref> ‘ଦିଲ ଦିୟା ଦର୍ଦ ଲିୟା’ ଚଳଚ୍ଚିତ୍ରରେ ସେ ସହଯୋଗୀ ନିର୍ଦ୍ଦେଶକ ଥିଲେ କିନ୍ତୁ ନିର୍ଦ୍ଦେଶକ ଭାବରେ ତାଙ୍କୁ ଭଲ ଟିପ୍ପଣୀ ମିଳିଲାନି । ସେ ୧୯୬୭ ମସିହାରେ ରାମ ଔର ଶ୍ୟାମ (''[[:en:Ram Aur Shyam|Ram Aur Shyam]]'') ଚଳଚ୍ଚିତ୍ରରେ ଏକ ଦ୍ୱୈତ ଭୂମିକାରେ ଅଭିନୟ କରିବାକୁ ମିଳିଥିଲା ଯେଉଁଥିରେ ଦୁଇ ଭାଇ ଜନ୍ମ ପରେ ଅଲଗା ହୋଇଯାଇଥିଲେ ।<ref>{{Cite web|last=Kotru|first=Nirupama|title=Films that are 50: A Dilip Kumar double treat in 'Ram Aur Shyam'|url=https://scroll.in/reel/827904/films-that-are-50-a-dilip-kumar-double-treat-in-ram-aur-shyam|access-date=9 July 2021|website=Scroll.in|language=en-US}}</ref> ଆଦମି ଚଳଚ୍ଚିତ୍ରରେ ସେ ମନୋଜ କୁମାର ଓ ୱହିଦା ରହମାନ ସହିତ କାମ କରିଥିଲେ ।<ref>{{Cite news|last=Mahaan|first=Deepak|date=18 March 2010|title=Aadmi (1968)|language=en-IN|work=The Hindu|url=https://www.thehindu.com/features/cinema/Aadmi-1968/article16576648.ece|access-date=9 July 2021|issn=0971-751X}}</ref> ସେହି ବର୍ଷ ସେ ବୈଜୟନ୍ତୀମାଳା ସାଥିରେ ଶେଷ ଥର ନିମନ୍ତେ ସଂଘର୍ଷ ଚଳଚ୍ଚିତ୍ରରେ କାମ କରିଥିଲେ ଓ ସେହି ଯୋଡ଼ି ୭ ଟି ହିଟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।<ref>{{Cite web|last=Upadhyaya|first=Amit|date=7 October 2018|title=Superstar Dilip Kumar was the 'Thug of Hindostan' in 1968 hit film Sunghursh|url=https://theprint.in/features/reel-take/superstar-dilip-kumar-was-the-thug-of-hindostan-in-1968-hit-film-sunghursh/130656/|access-date=9 July 2021|website=ThePrint|language=en-US}}</ref>
 
===୧୯୭୦ ଦଶକ: Careerନିମ୍ନଗାମୀ slumpପେସା===
ଦିଲ୍ଲୀପଙ୍କ ପେସା ୧୯୭୦ ମସିହାରେ ନିମ୍ନଗାମୀ ହୋଇଥିଲା ଓ ଦାସ୍ତାନ ୧୯୭୨ ରେ ବକ୍ସ ଅଫିସରେ ଫେଲ ହୋଇଥିଲା । ସେ ନିଜ ପତ୍ନୀ ସାଇରା ବାନୁଙ୍କ ସହିତ ଗୋପୀରେ (୧୯୭୦) ଅଭିନୟ କରିଥିଲେ । ସେହି ଦୁଇଜଣ ପୁନଶ୍ଚ ଏକମାତ୍ର ବଙ୍ଗଳା ଭାଷାରେ ନିର୍ମିତ ସାଗିନା ମାହାତୋରେ (୧୯୭୦) ଅଭିନୟ କରିଥିଲେ । ଏହାର ହିନ୍ଦୀ ଭାଷାରେ ୧୯୭୪ରେ ପୁନର୍ନିମାଣ କରାଯାଇଥିଲା । ସେ ୧୯୭୬ରେ ଅଭିନୟ କରିଥିବା ବୈରାଗ ଚଳଚ୍ଚିତ୍ର ମଧ୍ୟ ବକ୍ସ ଅଫିସରେ ଫେଲ ମାରିଥିଲା ଯେଉଁଥିରେ ସେ ବାପ ଓ ଦୁଇ ଯାଆଁଳା ପୁଅ ଚରିତ୍ରରେ ଅଭିନୟ କରିଥିଲେ ।<ref>{{cite web|url=http://www.boxofficeindia.com/showProd.php?itemCat=178&catName=MTk3Mg== |title=Box Office 1972|archive-url=https://web.archive.org/web/20070610225320/http://www.boxofficeindia.com/showProd.php?itemCat=178&catName=MTk3Mg== |archive-date=10 June 2007|work=Box Office India}}</ref><ref>{{cite web|url=http://boxofficeindia.com/showProd.php?itemCat=182&catName=MTk3Ng== |title=Box Office 1976|archive-url=https://web.archive.org/web/20131020100250/http://www.boxofficeindia.com/showProd.php?itemCat=182&catName=MTk3Ng== |archive-date=20 October 2013|work=Box Office India|date=31 July 2011}}</ref> ବ୍ୟକ୍ତିଗତ ଭାବରେ ସେ ‘ଏଙ୍ଗା ଭେଟ୍ଟୁ ପିଲାଇ’ (''[[:en:Enga Veettu Pillai|Enga Veettu Pillai]]'') ଚଳଚିତ୍ରରେ ଏମ ଜି ରାମଚନ୍ଦ୍ରନ୍ କରିଥିବା ଅଭିନୟ ତାଙ୍କ ନିଜର ରାମ ଔର ଶ୍ୟାମ ଚଳଚ୍ଚିତ୍ରରେ କରିଥବା ଅଭିନୟଠାରୁ ଅଧିକ ଭଲ କରିଥିବା କହିଥିଲେ । ଗୋପୀ ଓ ବୈରାଗ ଦ୍ୱୟକୁ ସମାଲୋଚକମାନେ ପସନ୍ଦ କରିଥିଲେ ମଧ୍ୟ ୧୯୬୮ରୁ ୧୯୮୭ ମସିହା ମଧ୍ୟରେ ଅନେକ ମୂଖ୍ୟ ଭୂମିକା ରାଜେଶ ଖାନ୍ନା ଓ ସଂଜୀବ କୁମାରଙ୍କ ହାତକୁ ଚାଲିଯାଇଥିଲା । ଏହା ପରେ ୧୯୭୬ ରୁ ୧୯୮୧ ପର୍ଯ୍ୟନ୍ତ ସେ ଚଳଚ୍ଚିତ୍ର ଜଗତରୁ ଦୂରେଇ ଗଲେ ।<ref name="desai">[[Meghnad Desai, Baron Desai]] (2004), ''Nehru's hero Dilip Kumar in the life of India'', Lotus Collection, Roli Books, {{ISBN|978-81-7436-311-4}}.</ref>
===1980୧୯୮୦: ସଫଳ ପ୍ରତ୍ୟାବର୍ତ୍ତନ===
 
ସେ ୧୯୮୧ରେ କେନ୍ଦ୍ରୀୟ ଚରିତ୍ର ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ କ୍ରାନ୍ତି ସେ ବର୍ଷର ସର୍ବଶ୍ରେଷ୍ଠ ହିଟ ହୋଇଥିଲା ।<ref>{{cite web|url=http://boxofficeindia.com/showProd.php?itemCat=187&catName=MTk4MQ==|archive-url=https://web.archive.org/web/20090201143714/http://boxofficeindia.com/showProd.php?itemCat=187&catName=MTk4MQ==|url-status=dead|archive-date=1 February 2009|title=BoxOffice India.com|date=1 February 2009|access-date=21 March 2019}}</ref> ମନୋଜ କୁମାର, ଶଶୀ କପୁର, ହେମା ମାଳିନୀ ଓ ଶତ୍ରୁଘ୍ନ ସିହ୍ନାଙ୍କ ସହିତ ଭାରତର ବ୍ରିଟିଶ ଅମଳରେ ହୋଇଥିବା ଏକ କାହାଣୀରେ ସେ କ୍ରାନ୍ତିକାରୀ ଅଭିନୟ କରିଥିଲେ ।<ref name="hits">[https://web.archive.org/web/20080118013258/http://www.boxofficeindia.com/showProd.php?itemCat=125 Top Earners 1980–1989 (Figures in Ind Rs)]. Box Office India. Retrieved 31 July 2011.</ref> ଏହା ପରେ ସୁଭାଷ ଘାଇ ନିର୍ମିତ ‘ବିଧାତା’ରେ ସେ ସଂଜୀବ କୁମାର, ସଞ୍ଜୟ ଦତ୍ତ ଓ ଶମି କପୁର ସହିତ ଅଭିନୟ କରିଥିଲେ । ସେହି ବର୍ଷ ଶେଷରେ ସେ ଅମିତାଭ ବଚ୍ଚନ ସହିତ ରମେଶ ସିପିଙ୍କର ‘ଶକ୍ତି’ (୧୯୮୨) ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯେଉଁଥିରେ ସେ ଶେଷ ଥର ନିମନ୍ତେ ବେଷ୍ଟ ଆକ୍ଟର ଭାବରେ ଅଷ୍ଟମ ଓ ଶେଷ ଫିଲିମ ଫେୟାର ପୁରସ୍କାର ପାଇଥିଲେ ଓ ସେହି ବର୍ଷ ତାହା ବକ୍ସ ଅଫିସରେ ଅତ୍ୟଧିକ ହିଟ ହୋଇଥିଲା ।<ref>{{cite web|url=http://boxofficeindia.com/showProd.php?itemCat=188&catName=MTk4Mg==|archive-url=https://web.archive.org/web/20090201143719/http://boxofficeindia.com/showProd.php?itemCat=188&catName=MTk4Mg==|url-status=dead|archive-date=1 February 2009|title=BoxOffice India.com|date=1 February 2009|access-date=21 March 2019}}</ref> ଅନିଲ କପୁର ସହିତ କାମ କରିଥିବା ମଶାଲ ଚିତ୍ରରେ ତାଙ୍କର ଭୂମିକାକୁ ପ୍ରଶଂସା ମିଳିଥିଲେ ମଧ୍ୟ ବକ୍ସ ଅଫିସ ହିଟ କରିପାରିଲା ନାହିଁ । <ref>{{cite web|url=https://www.glamsham.com/en/when-thespian-dilip-kumar-floored-yash-chopra-with-his-performance|title=When thespian Dilip Kumar floored Yash Chopra with his performance!|website=Glamsham.com|access-date=21 March 2019|archive-date=11 October 2020|archive-url=https://web.archive.org/web/20201011133900/https://www.glamsham.com/|url-status=live}}</ref> ସେ ୧୯୮୪ ମସିହାରେ 'ଦୁନିଆ' (''[[:en:Duniya (1984 film)|Duniya]]'') ଚିତ୍ରରେ ଋଷି କପୁର ସହିତ ଓ ୧୯୮୬ ମସିହାରେ ଧର୍ମାଧିକାରୀ (''[[:en:Dharm Adhikari|Dharm Adhikari]]'') ଚିତ୍ରରେ ଜିତେନ୍ଦ୍ର ସହିତ କାମ କରିଥିଲେ ।<ref>{{Cite web|title=Duniya > Film > Dilip Kumar {{!}} @kavi {{!}} MrOwl|url=https://www.mrowl.com/user/kavi/dilip_kumar/movies/duniya|access-date=9 July 2021|website=www.mrowl.com}}</ref><ref>{{Cite web|title=Dharm Adhikari (1986) - Review, Star Cast, News, Photos|url=https://www.cinestaan.com/movies/dharm-adhikari-6241|access-date=9 July 2021|website=Cinestaan}}</ref>
ସୁଭାଷ ଘାଇ ସାଥିରେ ଦ୍ଵିତୀୟ ଥର ପାଇଁ ୧୯୮୬ ମସିହାରେ ମିଶି ‘କର୍ମା’ ଚିତ୍ର ନିର୍ମାଣ କରିଥିଲେ । ପ୍ରଥମ ଥର ନିମନ୍ତେ ସେ ଅଭିନେତ୍ରୀ ନୂତନ ସାଥିରେ କାମ କରିଥିଲେ ଯଦିଓ ତିନି ଦଶକ ପୂର୍ବେ ‘ସିକୱା’ ଚିତ୍ର କରିବାର ଥିଲା ଯାହା ଅସମ୍ପୂର୍ଣ୍ଣ ହୋଇ ରହିଥିଲା ।<ref name="hits" /><ref>{{cite web|url=https://upperstall.com/features/incomplete-films-shikwa/|title=Incomplete Films: Shikwa|first=Karan|last=Bali|date=16 September 2017|website=Upperstall.com|access-date=21 March 2019|archive-date=11 October 2020|archive-url=https://web.archive.org/web/20201011133854/https://upperstall.com/features/incomplete-films-shikwa/|url-status=live}}</ref><ref>{{cite web|url=http://www.rediff.com/movies/2002/feb/05din.htm|title=rediff.com, Movies: Forever Nutan|website=Rediff.com|access-date=9 April 2017|archive-url=https://web.archive.org/web/20161220132237/http://www.rediff.com/movies/2002/feb/05din.htm|archive-date=20 December 2016|url-status=live}}</ref> ନୂତନଙ୍କ ସାଥିରେ ସେ ପୁନର୍ବାର ‘କାନୁନ ଅପନା ଅପନା’ରେ କାମ କରିଥିଲେ ।<ref>{{Cite web|title=Kanoon Apna Apna (1989) - Review, Star Cast, News, Photos|url=https://www.cinestaan.com/movies/kanoon-apna-apna-6704|access-date=9 July 2021|website=Cinestaan}}</ref>
 
‘ଗଙ୍ଗା ଯମୁନା’ (୧୯୬୧) ଓ ‘ଦିଲ ଦିୟା ଦର୍ଦ ଲିୟା’ (୧୯୬୭) ଚିତ୍ରମାନଙ୍କରେ ଛାୟା ନିର୍ଦେଶନା ଦେଇଥିବା ଟିପ୍ପଣୀରୁ ଦୂରେଇ ଯିବାକୁ ସୁଧାକର ବୋକାଡେଙ୍କର ନୂଆ ଚିତ୍ର ‘କଳିଙ୍ଗ’ରେ ଦିଲୀପ ମୁଖ୍ୟ ନିର୍ଦ୍ଦେଶକ ହେବାର ଥିଲା ।
<ref>{{cite web|url=https://www.dailyo.in/arts/dilip-kumar-bollywood-hindi-films-raj-kapoor-omar-sharif-saira-banu-guru-dutt/story/1/7897.html|title=Revealing Dilip Kumar's unfulfilled dreams|website=Dailyo.in|access-date=21 March 2019|archive-date=11 October 2020|archive-url=https://web.archive.org/web/20201011133903/https://www.dailyo.in/arts/dilip-kumar-bollywood-hindi-films-raj-kapoor-omar-sharif-saira-banu-guru-dutt/story/1/7897.html|url-status=live}}</ref> ଏଥିରେ ଦିଲ୍ଲିପ ମୁଖ୍ୟ ଭୂମିକାରେ ରହିବା ପ୍ରସ୍ତାବ ଥିଲା । ଅନ୍ୟାନ୍ୟ କଳାକାର ଭାବରେ ରାଜ ବବର, ରାଜ କିରନ, ଅମିତୋଜ ମନ ଓ ମିନାକ୍ଷୀ ଶେଷାଦ୍ରି ନାମ ରହିଥିଲା । ଅନେକ ବର୍ଷ ଧରି ଏହି କାମ ଆଗେଇ ନ ପାରିବାରୁ ଅବଶେଷରେ ତାକୁ ବନ୍ଦ କରିଦିଆଗଲା ।<ref>{{cite news|url=https://www.indiatoday.in/magazine/society-the-arts/films/story/19930531-movie-preview-vidhu-vinod-chopra-1942-a-love-story-and-dilip-kumar-kalinga-811112-1993-05-31|title=Movie preview: Vidhu Vinod Chopra's '1942 - A Love Story' and Dilip Kumar's 'Kalinga'|first1=AMIT AGARWAL|last1=May 31|first2=1993 ISSUE DATE|last2=May 31|first3=1993UPDATED|last3=August 7|first4=2013 14:06|last4=Ist|website=India Today|date=7 August 2013|access-date=21 March 2019|archive-date=11 October 2020|archive-url=https://web.archive.org/web/20201011133907/https://www.indiatoday.in/magazine/society-the-arts/films/story/19930531-movie-preview-vidhu-vinod-chopra-1942-a-love-story-and-dilip-kumar-kalinga-811112-1993-05-31|url-status=live}}</ref><ref>{{cite web |author=Asif Noorani |url=http://dawn.com/2012/12/11/dilip-kumar-90-fruitful-years |title=Dilip Kumar: 90 fruitful years &#124; Entertainment |website=Dawn.com |date=11 December 2012 |access-date=9 May 2013 |archive-url=https://web.archive.org/web/20121230044802/http://dawn.com/2012/12/11/dilip-kumar-90-fruitful-years/ |archive-date=30 December 2012 |url-status=live }}</ref>
ଦିଲ୍ଲୀପଙ୍କ ଶେଷ ଅସଫଳ ଚିତ୍ର ଥିଲା ‘କିଲା’ (୧୯୯୮) (''[[:en:Qila (film)|Qila]]'') ଯେଉଁଥିରେ ସେ ଦୁଇଟି ଭୂମିକାରେ ଅଭିନୟ କରିଥିଲେ, ଗୋଟିଏ ଦୁଷ୍ଟ ଜମିଦାର ଯାହାର ହତ୍ୟା ହୋଇଛି ଓ ଜମିଦାରର ଯମଜ ଭାଇ ସେହି ହତ୍ୟାର ସମାଧାନ କରିଛନ୍ତି । <ref>{{Citation|title=Qila Movie: Showtimes, Review, Trailer, Posters, News & Videos {{!}} eTimes|url=https://timesofindia.indiatimes.com/entertainment/hindi/movie-details/qila/movieshow/61325247.cms|access-date=9 July 2021}}</ref>
 
== ଆଧାର ==