"ଦିଲ୍ଲୀପ କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଟ୍ୟାଗ: 2017 source edit
ଟ୍ୟାଗ: 2017 source edit
===1980: ସଫଳ ପ୍ରତ୍ୟାବର୍ତ୍ତନ===
 
ସେ ୧୯୮୧ରେ କେନ୍ଦ୍ରୀୟ ଚରିତ୍ର ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ କ୍ରାନ୍ତି ସେ ବର୍ଷର ସର୍ବଶ୍ରେଷ୍ଠ ହିଟ ହୋଇଥିଲା ।<ref>{{cite web|url=http://boxofficeindia.com/showProd.php?itemCat=187&catName=MTk4MQ==|archive-url=https://web.archive.org/web/20090201143714/http://boxofficeindia.com/showProd.php?itemCat=187&catName=MTk4MQ==|url-status=dead|archive-date=1 February 2009|title=BoxOffice India.com|date=1 February 2009|access-date=21 March 2019}}</ref> ମନୋଜ କୁମାର, ଶଶୀ କପୁର, ହେମା ମାଳିନୀ ଓ ଶତ୍ରୁଘ୍ନ ସିହ୍ନାଙ୍କ ସହିତ ଭାରତର ବ୍ରିଟିଶ ଅମଳରେ ହୋଇଥିବା ଏକ କାହାଣୀରେ ସେ କ୍ରାନ୍ତିକାରୀ ଅଭିନୟ କରିଥିଲେ ।<ref name="hits">[https://web.archive.org/web/20080118013258/http://www.boxofficeindia.com/showProd.php?itemCat=125 Top Earners 1980–1989 (Figures in Ind Rs)]. Box Office India. Retrieved 31 July 2011.</ref> ଏହା ପରେ ସୁଭାଷ ଘାଇ ନିର୍ମିତ ‘ବିଧାତା’ରେ ସେ ସଂଜୀବ କୁମାର, ସଞ୍ଜୟ ଦତ୍ତ ଓ ଶମି କପୁର ସହିତ ଅଭିନୟ କରିଥିଲେ । ସେହି ବର୍ଷ ଶେଷରେ ସେ ଅମିତାଭ ବଚ୍ଚନ ସହିତ ରମେଶ ସିପିଙ୍କର ‘ଶକ୍ତି’ (୧୯୮୨) ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯେଉଁଥିରେ ସେ ଶେଷ ଥର ନିମନ୍ତେ ବେଷ୍ଟ ଆକ୍ଟର ଭାବରେ ଅଷ୍ଟମ ଓ ଶେଷ ଫିଲିମ ଫେୟାର ପୁରସ୍କାର ପାଇଥିଲେ ଓ ସେହି ବର୍ଷ ତାହା ବକ୍ସ ଅଫିସରେ ଅତ୍ୟଧିକ ହିଟ ହୋଇଥିଲା ।<ref>{{cite web|url=http://boxofficeindia.com/showProd.php?itemCat=188&catName=MTk4Mg==|archive-url=https://web.archive.org/web/20090201143719/http://boxofficeindia.com/showProd.php?itemCat=188&catName=MTk4Mg==|url-status=dead|archive-date=1 February 2009|title=BoxOffice India.com|date=1 February 2009|access-date=21 March 2019}}</ref> ଅନିଲ କପୁର ସହିତ କାମ କରିଥିବା ମଶାଲ ଚିତ୍ରରେ ତାଙ୍କର ଭୂମିକାକୁ ପ୍ରଶଂସା ମିଳିଥିଲେ ମଧ୍ୟ ବକ୍ସ ଅଫିସ ହିଟ କରିପାରିଲା ନାହିଁ । <ref>{{cite web|url=https://www.glamsham.com/en/when-thespian-dilip-kumar-floored-yash-chopra-with-his-performance|title=When thespian Dilip Kumar floored Yash Chopra with his performance!|website=Glamsham.com|access-date=21 March 2019|archive-date=11 October 2020|archive-url=https://web.archive.org/web/20201011133900/https://www.glamsham.com/|url-status=live}}</ref> ସେ ୧୯୮୪ ମସିହାରେ 'ଦୁନିଆ' (''[[:en:Duniya (1984 film)|Duniya]]'') ଚିତ୍ରରେ ଋଷି କପୁର ସହିତ ଓ ୧୯୮୬ ମସିହାରେ ଧର୍ମାଧିକାରୀ (''[[:en:Dharm Adhikari|Dharm Adhikari]]'') ଚିତ୍ରରେ ଜିତେନ୍ଦ୍ର ସହିତ କାମ କରିଥିଲେ ।<ref>{{Cite web|title=Duniya > Film > Dilip Kumar {{!}} @kavi {{!}} MrOwl|url=https://www.mrowl.com/user/kavi/dilip_kumar/movies/duniya|access-date=9 July 2021|website=www.mrowl.com}}</ref><ref>{{Cite web|title=Dharm Adhikari (1986) - Review, Star Cast, News, Photos|url=https://www.cinestaan.com/movies/dharm-adhikari-6241|access-date=9 July 2021|website=Cinestaan}}</ref>
ସୁଭାଷ ଘାଇ ସାଥିରେ ଦ୍ଵିତୀୟ ଥର ପାଇଁ ୧୯୮୬ ମସିହାରେ ମିଶି ‘କର୍ମା’ ଚିତ୍ର ନିର୍ମାଣ କରିଥିଲେ । ପ୍ରଥମ ଥର ନିମନ୍ତେ ସେ ଅଭିନେତ୍ରୀ ନୂତନ ସାଥିରେ କାମ କରିଥିଲେ ଯଦିଓ ତିନି ଦଶକ ପୂର୍ବେ ‘ସିକୱା’ ଚିତ୍ର କରିବାର ଥିଲା ଯାହା ଅସମ୍ପୂର୍ଣ୍ଣ ହୋଇ ରହିଥିଲା ।<ref name="hits" /><ref>{{cite web|url=https://upperstall.com/features/incomplete-films-shikwa/|title=Incomplete Films: Shikwa|first=Karan|last=Bali|date=16 September 2017|website=Upperstall.com|access-date=21 March 2019|archive-date=11 October 2020|archive-url=https://web.archive.org/web/20201011133854/https://upperstall.com/features/incomplete-films-shikwa/|url-status=live}}</ref><ref>{{cite web|url=http://www.rediff.com/movies/2002/feb/05din.htm|title=rediff.com, Movies: Forever Nutan|website=Rediff.com|access-date=9 April 2017|archive-url=https://web.archive.org/web/20161220132237/http://www.rediff.com/movies/2002/feb/05din.htm|archive-date=20 December 2016|url-status=live}}</ref> ନୂତନଙ୍କ ସାଥିରେ ସେ ପୁନର୍ବାର ‘କାନୁନ ଅପନା ଅପନା’ରେ କାମ କରିଥିଲେ ।<ref>{{Cite web|title=Kanoon Apna Apna (1989) - Review, Star Cast, News, Photos|url=https://www.cinestaan.com/movies/kanoon-apna-apna-6704|access-date=9 July 2021|website=Cinestaan}}</ref>
୧୧,୬୭୦

ଗୋଟି ସମ୍ପାଦନା