"ଦିଲ୍ଲୀପ କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗ: 2017 source edit
No edit summary
ଟ୍ୟାଗ: 2017 source edit
୫୬ କ ଧାଡ଼ି:
ଦିଲୀପ ୧୯୬୧ ମସିହାରେ ଗଙ୍ଗା ଯମୁନା ଚଳଚ୍ଚିତ୍ରର ପ୍ରଯୋଜକ, ଲେଖକ ଓ ଅଭିନେତା ଥିଲେ ଯେଉଁଥିରେ ହିରୋଇନ ଥିଲେ ବୈଜୟନ୍ତୀମାଳା ଓ ତାଙ୍କର ଭାଇ ନସୀର ଖାନ ମଧ୍ୟ ଅଭିନୟ କରିଥିଲେ, ଯାହା ତାଙ୍କର ଏକମାତ୍ର ପ୍ରଯୋଜନା ଥିଲା । ପ୍ରତ୍ଯେକ ସିନରେ ବୈଜୟନ୍ତୀମାଳାଙ୍କର ପିନ୍ଧିବା ଶାଢୀ ସେ ହିଁ ପସନ୍ଦ କରୁଥିଲେ । ଏହି ଚଳଚ୍ଚିତ୍ର ସର୍ବୋତ୍ତମ ଫିଚର ଫିଲ୍ମ ନିମନ୍ତେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ବୋସ୍ଟନ ଇଣ୍ଟରନ୍ୟାସନାଲ ଫିଲିମ ଉତ୍ସବରେ ପଲ ରେଭେରେ ସିଲଭର ପୁରସ୍କାର, ପ୍ରେଗରେ ଅନୁଷ୍ଠିତ ଚେକୋସ୍ଲୋଭାକ ଏକାଡେମୀର ସ୍ପେସିଆଲ ଅନର ଡିପ୍ଲୋମା ଓ କାରଲୋଭୀ ଭାରି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସ୍ପେସିଆଲ ପୁରସ୍କାର ଲାଭ କରିଥିଲା । <ref>{{Cite web|title=The Last of the legends, goodbye Dilip saab - Times of India|url=https://timesofindia.indiatimes.com/entertainment/hindi/bollywood/news/the-last-of-the-legends-goodbye-dilip-saab/articleshow/84192807.cms|access-date=7 July 2021|website=The Times of India|language=en}}</ref>
 
ବ୍ରିଟିଶ ନିର୍ଦ୍ଦେଶକ ଡେଭିଡ ଲିନ ([[:en:David Lean|David Lean]]) ତାଙ୍କର ଲରେନ୍ସ ଅଫ ଆରବିଆ ( ''[[:en:Lawrence of Arabia (film)|Lawrence of Arabia]]'') ଚଳଚ୍ଚିତ୍ରରେ ସେରିଫ ଅଲି ଚରିତ୍ରରେ ଅଭିନୟ କରିବାକୁ ୧୯୬୨ ମସିହାରେ ଦିଲ୍ଲୀପଙ୍କୁ ନିମନ୍ତ୍ରଣ କରିଥିଲେ କିନ୍ତୁ ସେ ମନା କରିଥିଲେକରିଦେଇଥିଲେ ।<ref>{{cite news |url=http://timesofindia.indiatimes.com/entertainment/bollywood/did-you-know-/Dilip-Dilip-Kumars-Hollywood-dis-connection/articleshow/4138036.cms |title=Dilip Kumar's Hollywood dis-connection |access-date=2 December 2010 |work=The Times Of India |archive-url=https://web.archive.org/web/20170810012123/http://timesofindia.indiatimes.com/entertainment/bollywood/did-you-know-/Dilip-Dilip-Kumars-Hollywood-dis-connection/articleshow/4138036.cms |archive-date=10 August 2017 |url-status=live }}</ref> ଏହି ଭୂମିକାଟିକୁ ମିଶରର ଅଭିନେତା ଓମର ସରିଫଙ୍କୁ ଦିଆଗଲା । ଦିଲୀପ ତାଙ୍କ ଜୀବନୀରେ ଲେଖିଥିଲେ, “ଓମର ତାଙ୍କ ଅପେକ୍ଷା ଅଧିକ ଭଲ ରୂପେ ଅଭିନୟ କରିଥିଲେ ବୋଲି ସେ ନିଜେ ଭାବୁଥିଲେ ।“<ref>{{cite web|url=http://timesofindia.indiatimes.com/home/sunday-times/Dilip-of-Arabia/articleshow/48128020.cms|title=Dilip of Arabia?|work=The Times of India|access-date=21 December 2015|archive-url=https://web.archive.org/web/20160130214332/http://timesofindia.indiatimes.com/home/sunday-times/Dilip-of-Arabia/articleshow/48128020.cms|archive-date=30 January 2016|url-status=live}}</ref> ପରବର୍ତ୍ତୀ ସମୟରେ ଲିନ ତାଙ୍କୁ ‘ତାଜ ମହଲ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକା ନିମନ୍ତେ ବାଛିଥିଲେ, କିନ୍ତୁ ତାହା ବନ୍ଦ ହୋଇଯାଇଥିଲା । <ref>{{cite news |title=Idea of Dilip Kumar, Elizabeth Taylor pairing scared Saira |url=https://www.indiatoday.in/pti-feed/story/idea-of-dilip-kumar-elizabeth-taylor-pairing-scared-saira-530126-2015-12-13 |work=[[India Today]] |date=13 December 2015 |language=en |access-date=15 January 2019 |archive-date=11 October 2020 |archive-url=https://web.archive.org/web/20201011133852/https://www.indiatoday.in/pti-feed/story/idea-of-dilip-kumar-elizabeth-taylor-pairing-scared-saira-530126-2015-12-13 |url-status=live }}</ref>
 
== ଆଧାର ==