"ଦିଲ୍ଲୀପ କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗ: 2017 source edit
No edit summary
ଟ୍ୟାଗ: 2017 source edit
୩୮ କ ଧାଡ଼ି:
[[File:Nargis, Raj Kapoor and Dilip Kumar in scene from Andaz.jpg|thumb|ଅନ୍ଦାଜ (''[[:en:Andaz (1949 film)|Andaz]]'' – (୧୯୪୯)]] ଚଳଚ୍ଚିତ୍ରର ଏକ ଦୃଶ୍ୟରେ ଦିଲୀପ କୁମାର, ରାଜ କପୁର (ଅଭିନେତା [[:en:Raj Kapoor|Raj Kapoor]]) ଓ ନରଗିସ ([[:en:Nargis|Nargis]]) ।
ସନ ୧୯୪୯ରେ ମେହବୁବ ଖାନଙ୍କର ([[:en:Mehboob Khan|Mehboob Khan]]) ମହତ୍ତ୍ଵପୂର୍ଣ୍ଣ ଅନ୍ଦାଜ ଚଳଚ୍ଚିତ୍ରରେ (''[[:en:Andaz (1949 film)|Andaz]]'') ସେ ରାଜ କପୁର (ଅଭିନେତା [[:en:Raj Kapoor|Raj Kapoor]]) ଓ ନରଗିସ ([[:en:Nargis|Nargis]]) ସହିତ ଅଭିନୟ କରିଥିଲେ । ସେହି ବର୍ଷ ଶବନମ ''[[([[:en:Shabnam (1949 film)|Shabnam]]'') ଚଳଚ୍ଚିତ୍ର ଆଉ ଏକ ହିଟ ହୋଇଥିଲା । <ref name="web.archive.org"/>
===୧୯୫୦ ଦଶକ: କର୍ମମୟ ବର୍ଷ ===
୪୮ କ ଧାଡ଼ି:
ଦିଲ୍ଲୀପ ୧୯୫୦ ମସିହାରୁ ତାଙ୍କର ପାଉଣା ବାବଦକୁ ପ୍ରତି ଚଳଚ୍ଚିତ୍ର ପିଛା ଏକ ଲକ୍ଷ ଟଙ୍କା ନେଉଥିଲେ ଯାହା ୨୦୧୯ ମସିହାର ମୂଲ୍ୟାୟନରେ ପ୍ରାୟ ୮୫ ଲକ୍ଷ ଟଙ୍କା ହେବ । ({{INRConvert|1|l|year=1953|lk=l}}) <ref>{{cite news|title=B-Town rewind: The tale of the first Bollywood crore|url=http://www.mid-day.com/articles/b-town-rewind-the-tale-of-the-first-bollywood-crore/15162064|work=[[Mid-Day]]|date=16 March 2014|language=en|access-date=16 November 2017|archive-url=https://web.archive.org/web/20140316114251/http://www.mid-day.com/articles/b-town-rewind-the-tale-of-the-first-bollywood-crore/15162064|archive-date=16 March 2014|url-status=live}}</ref>
[[File:Meena Kumari with Dilip Kumar in Yahudi.jpg|thumb|180px|Kumar with actress ମୀନା କୁମାରୀଙ୍କ [[:en:Meena Kumari|Meena Kumari]] ସହିତ ଦିଲ୍ଲୀପ ୟହୁଦୀ (''[[:en:Yahudi|Yahudi]]'') ଚଳଚ୍ଚିତ୍ରରେ (୧୯୫୮)]]
 
===୧୯୬୦ ଦଶକ: ''ମୁଗଲ-ଏ-ଆଜମ'' ଓ ପ୍ରଯୋଜକ ପ୍ରସ୍ତୁତି ===
ରାଜପୁତ୍ର ସଲିମ ଭୂମିକା ଅବତୀର୍ଣ୍ଣ ଦିଲୀପ କେ ଅସିଫଙ୍କର ବିରାଟ ବଜେଟରେ ପ୍ରସ୍ତୁତ ଐତିହାସିକ ''ମୁଗଲ-ଏ-ଆଜମ'' ଭାରତୀୟ ଇତିହାସରେ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ରର ମାନ୍ୟତାରେ ଏଗାର ବର୍ଷ ଧରି ରହିଥିଲା । ୧୯୭୧ ରେ ନିର୍ମିତ ହାତୀ ମେରେ ସାଥି ଓ ୧୯୭୫ ରେ ଶୋଲେ ଏହାକୁ ଟପିଥିଲେ । କିନ୍ତୁ ମୁଗଲ-ଏ-ଆଜମ ମୁଦ୍ରାସ୍ଫୀତି ହିସାବକୁ ନେଲେ ୨୦୧୦ ସୁଦ୍ଧା ଏହା ୨୦୧୧ ରେ ପ୍ରସ୍ତୁତ ୧୦୦୦ କୋଟି କ୍ଳବର ସଦସ୍ୟ ହୋଇପାରିଥିଲା ।<ref name="gold">{{cite web|url=http://www.boxofficeindia.co.in/worth-their-weight-in-gold/ |title=Worth Their Weight In Gold|archive-url=https://web.archive.org/web/20170915183938/http://boxofficeindia.co.in/worth-their-weight-in-gold |archive-date=15 September 2017|work=[[Box Office India]]|date=1 November 2011}}</ref><ref name="gold3">{{cite web|url=http://boxofficeindia.co.in/top-50-film-of-last-50-years/ |title=Top 50 Film of Last 50 Years|archive-url=https://web.archive.org/web/20170622045252/http://boxofficeindia.co.in/top-50-film-of-last-50-years/ |archive-date=22 June 2017 |work=[[Box Office India]]|date=3 November 2011}}</ref
ମୁଗଲ-ଏ-ଆଜମ ଚଳଚ୍ଚିତ୍ରରେ ରାଜପୁତ୍ର ସଲିମ ତାଙ୍କ ପିତା ଆକବରଙ୍କ (ଭୂମିକାରେ ପୃଥ୍ଵୀରାଜ କପୁର) ବିରୁଦ୍ଧରେ ଏକ ସୁନ୍ଦରୀ ରାଜ ନର୍ତ୍ତକୀ (ଭୂମିକାରେ ମଧୁବାଲା ଥିଲେ) ନିମନ୍ତେ ବିଦ୍ରୋହ କରିଥିଲେ । ଏହି ଚଳଚ୍ଚିତ୍ର ପ୍ରଥମେ କଳା ଧଳା ରଙ୍ଗରେ ଥିଲେ ମଧ୍ୟ କେତେକ ଅଂଶ ରଙ୍ଗିନ ଥିଲା । ୪୪ ବର୍ଷ ପରେ ୨୦୦୪ ମସିହାରେ ଏହାକୁ ସମ୍ପୂର୍ଣ୍ଣ ରଙ୍ଗୀନ କରାଯାଇ ପୁନର୍ବାର ରିଲିଜ କରାଯାଇଥିଲା ।<ref>{{Cite web|date=14 February 2017|title=Madhubala birthday: Madhubala's real story is as tragic as her iconic character, Mughal-E-Azam's Anarkali|url=https://indianexpress.com/article/entertainment/bollywood/madhubala-birthday-madhubala-real-story-as-tragic-as-her-iconic-character-mughal-e-azam-anarkali4523840/|access-date=9 July 2021|website=The Indian Express|language=en}}</ref><ref>{{Cite news|date=22 December 2011|title=Epic movie Mughale-Azam returns in colour cinemascope, digital sound|language=en|work=India Today|url=https://www.indiatoday.in/magazine/society-the-arts/films/story/20040719-epic-movie-mughale-azam-returns-in-colour-digital-sound-789831-2004-07-19|access-date=9 July 2021}}</ref>
ଦିଲୀପ ୧୯୬୧ ମସିହାରେ ଗଙ୍ଗା ଯମୁନା ଚଳଚ୍ଚିତ୍ରର ପ୍ରଯୋଜକ, ଲେଖକ ଓ ଅଭିନେତା ଥିଲେ ଯେଉଁଥିରେ ହିରୋଇନ ଥିଲେ ବୈଜୟନ୍ତୀମାଳା ଓ ତାଙ୍କର ଭାଇ ନସୀର ଖାନ ମଧ୍ୟ ଅଭିନୟ କରିଥିଲେ, ଯାହା ତାଙ୍କର ଏକମାତ୍ର ପ୍ରଯୋଜନା ଥିଲା । ପ୍ରତ୍ଯେକ ସିନରେ ବୈଜୟନ୍ତୀମାଳାଙ୍କର ପିନ୍ଧିବା ଶାଢୀ ସେ ହିଁ ପସନ୍ଦ କରୁଥିଲେ । ଏହି ଚଳଚ୍ଚିତ୍ର ସର୍ବୋତ୍ତମ ଫିଚର ଫିଲ୍ମ ନିମନ୍ତେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ବୋସ୍ଟନ ଇଣ୍ଟରନ୍ୟାସନାଲ ଫିଲିମ ଉତ୍ସବରେ ପଲ ରେଭେରେ ସିଲଭର ପୁରସ୍କାର, ପ୍ରେଗରେ ଅନୁଷ୍ଠିତ ଚେକୋସ୍ଲୋଭାକ ଏକାଡେମୀର ସ୍ପେସିଆଲ ଅନର ଡିପ୍ଲୋମା ଓ କାରଲୋଭୀ ଭାରି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସ୍ପେସିଆଲ ପୁରସ୍କାର ଲାଭ କରିଥିଲା । <ref>{{Cite web|title=The Last of the legends, goodbye Dilip saab - Times of India|url=https://timesofindia.indiatimes.com/entertainment/hindi/bollywood/news/the-last-of-the-legends-goodbye-dilip-saab/articleshow/84192807.cms|access-date=7 July 2021|website=The Times of India|language=en}}</ref>
 
== ଆଧାର ==