"ଦିଲ୍ଲୀପ କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟ୍ୟାଗ: 2017 source edit
No edit summary
ଟ୍ୟାଗ: 2017 source edit
୨୭ କ ଧାଡ଼ି:
ଦିଲ୍ଲୀପଙ୍କ ପ୍ରଥମ ନାମ ଥିଲା ମୋହମ୍ମଦ ୟୁସୁଫ ଖାନ''' ମୋହମ୍ମଦ ୟୁସୁଫ ଖାନ'''<ref>TNN (1 December 2017), [https://timesofindia.indiatimes.com/entertainment/hindi/bollywood/photo-features/veteran-actor-dilip-kumar-to-have-a-quiet-95th-birthday-celebration/photostory/61878351.cms "Dilip Kumar: Interesting chapters of the actor's life"] {{Webarchive|url=https://web.archive.org/web/20201011133816/https://timesofindia.indiatimes.com/entertainment/hindi/bollywood/photo-features/dilip-kumar-interesting-chapters-of-the-actors-life/Veteran-actor-Dilip-Kumar-to-have-a-quiet-95th-birthday-celebration/photostory/61878351.cms|date=11 October 2020}}, ''[[The Times of India]]''. Retrieved 23 June 2018.</ref> ଓ ସେ ୧୧ ଡିସେମ୍ବର ୧୯୨୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଘର ବ୍ରିଟିଶ ରାଜରେ ଥିବା ପେଷାୱାରର ([[:en:Peshawar|Peshawar]]) କିସ ଖବାଣୀ ବଜାରରେ ([[:en:Qissa Khawani Bazaar|Qissa Khawani Bazaar]]) ଥିଲା ଓ ସେ ଏକ ହିଣ୍ଡକୋ ଭାଷାଭାଷୀ ଆବାନ ପରିବାରର ([[:en:Hindko|Hindko]]-speaking [[:en:Awan (tribe)|Awan]]) ନିଜସ୍ଵ ବାସସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ଯାହା ଏବେ ପାକିସ୍ଥାନର ଖାଇବର ପାଖତୁନଖ୍ଵାରେ ([[:en:Khyber Pakhtunkhwa|Khyber Pakhtunkhwa]]) ଅଛି । <ref>{{cite web|url=https://www.ndtv.com/entertainment/dilip-kumar-the-grand-old-man-of-indian-cinemas-legendary-life-2480932|title=Dilip Kumar: The Grand Old Man Of Indian Cinema's Legendary Life|publisher=NDTV}}</ref> ଲାଲା ଗୁଲାମ ସର୍ବର ଖାନ ଓ ଆୟେସା ବେଗମଙ୍କ ଔରସରୁ ଜାତ ୧୨ ଜଣ ପିଲାଙ୍କ ମଧ୍ୟରୁ ସେ ଜଣେ ଥିଲେ । ତାଙ୍କ ପିତା ଜଣେ ଫଳ ବେପାରୀ ଥିଲେ ।<ref>{{Cite web|title=Dilip Kumar, Bollywood's 'Tragedy King', dies aged 98|url=https://www.aljazeera.com/news/2021/7/7/dilip-kumar-india-cinema-legend-dies-bollywood|access-date=7 July 2021|website=www.aljazeera.com|language=en}}</ref>
 
ଦିଲ୍ଲୀପଙ୍କ ଶିକ୍ଷା ନାସିକର ([[:en:Nashik|Nashik]]) ଦେଓଳାଲିରେଦେଓଲାଲିରେ ([[:en:Deolali|Deolali]]) ଥିବା ବାରନେସ ସ୍କୁଲରେ ([[:en:Barnes School|Barnes School]]) ସମାହିତ ହୋଇଥିଲା ।<ref name="Renuka Vyavahare">{{cite web|author=Renuka Vyavahare|url=http://articles.timesofindia.indiatimes.com/2011-12-28/news-interviews/30564334_1_dilip-kumar-dilip-sahab-kanda-poha|archive-url=https://web.archive.org/web/20131029204807/http://articles.timesofindia.indiatimes.com/2011-12-28/news-interviews/30564334_1_dilip-kumar-dilip-sahab-kanda-poha|url-status=dead|archive-date=29 October 2013|title=Here's why Dilip Kumar speaks Marathi fluently!|date=28 December 2011|website=[[The Times of India]]|access-date=28 September 2013}}</ref> ରାଜ କପୁର ତାଙ୍କର ପଡୋଶୀ ଭାବରେ ତାଙ୍କର ପିଲାଦିନର ସାଥି ଥିଲେ ଓ ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ସହକର୍ମୀ ଥିଲେ ।<ref name="indianexpress"/>
 
ତାଙ୍କର ମୂଳ ନାମ ୟୁସୁଫ ଖାନ ଥିଲେ ମଧ୍ୟ ସେହି ନାମରେ ସେ କୌଣସି ଅଭିନୟ କରିନାହାନ୍ତି ଓ ୧୯୪୪ ମସିହାରେ ପ୍ରସ୍ତୁତ ପ୍ରଥମ ଚଳଚ୍ଚିତ୍ର ''ଜୁଆର ଭଟା''ରୁ ଆରମ୍ଭ କରି '''ଦିଲୀପ କୁମାର''' ନାମରେ ଶେଷ ପର୍ଯ୍ୟନ୍ତ ଅଭିନୟ କରିଛନ୍ତି । ତାଙ୍କର ଜୀବନୀ ''ଦିଲୀପ କୁମାର: ଦି ସବଷ୍ଟାନ୍ସ ଆଣ୍ଡ ଦି ସାଡୋ'' ପୁସ୍ତକରେ ସେ ଲେଖିଛନ୍ତି, ଜୁଆର ଭଟା ଚଳଚ୍ଚିତ୍ରର ଜଣେ ପ୍ରଯୋଜିକା ଦେବିକା ରାଣୀ ([[:en:Devika Rani|Devika Rani]]) ତାଙ୍କର ନାମ ଦିଲୀପ କୁମାର ରଖିବାକୁ ପ୍ରସ୍ତାବ ଦେଇଥିଲେ ।<ref>{{Cite web|title=This is why Dilip Kumar changed his name from Muhammad Yusuf Khan before movie debut {{!}} Hindi Movie News - Bollywood - Times of India|url=https://timesofindia.indiatimes.com/videos/entertainment/hindi/this-is-why-dilip-kumar-changed-his-name-from-muhammad-yusuf-khan-before-movie-debut/videoshow/84210775.cms|access-date=9 July 2021|website=timesofindia.indiatimes.com|language=en}}</ref> ସନ ୧୯୭୦ର ଏକ ଇଣ୍ଟରଭିଉରେ ସେ କହିଥିଲେ ଯେ ଚଳଚ୍ଚିତ୍ର ପେସାକୁ ତାଙ୍କର ପିତା ଆଦୌ ପସନ୍ଦ କରୁନଥିବାରୁ ସେ ଭୟରେ ଏହି ନାମ ଗ୍ରହଣ କରିଥିଲେ ।<ref>{{Cite web|date=7 July 2021|title=RIP Dilip Kumar: Here's why the legendary actor changed his name|url=https://www.deccanherald.com/entertainment/entertainment-news/rip-dilip-kumar-heres-why-the-legendary-actor-changed-his-name-1005788.html|access-date=9 July 2021|website=Deccan Herald|language=en}}</ref><ref>{{Cite web|title=BBC Asian Network - Ray Khan, Pyar, Ishq Aur Judai, Listen to Dilip Kumar's Interview from 1970.|url=https://www.bbc.co.uk/programmes/p01614q8|access-date=9 July 2021|website=BBC|language=en-GB}}</ref>
 
== ଆଧାର ==