"ଦିଲ୍ଲୀପ କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: 2017 source edit
ଅଧିକ ତ‌ଥ୍ୟ ଦିଆଗଲା
ଟ୍ୟାଗ: 2017 source edit
୧୯ କ ଧାଡ଼ି:
 
ଦିଲୀପ କୁମାରଙ୍କର ପ୍ରଥମ ଥର ନିମନ୍ତେ ଅଭିନୟ କରିଥିବା ଚଳଚ୍ଚିତ୍ର ନାମ ଥିଲା ଜୁଆର ଭଟା (''[[:en:Jwar Bhata (1944 film)|Jwar Bhata]]'') - ୧୯୪୪), ଯାହା ବମ୍ବେ ଟକିଜ ([[:en:Bombay Talkies| Bombay Talkies]]) ନିର୍ମାଣ କରିଥିଲେ । ପଚାଶ ବର୍ଷର ଅଭିନୟ ଜୀବନରେ ସେ ୬୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଅଭିନୟ କରିଥିବା କେତେକ ଚଳଚ୍ଚିତ୍ରମାନଙ୍କ ନାମ ଅନ୍ଦାଜ (''[[:en:Andaz (1949 film)|Andaz]]'' – ୧୯୪୯), ଆନ (''[[:en:Aan|Aan]]'' – ୧୯୫୨), ସାମାଜିକ ନାଟକ ଦାଗ (''[[:en:Daag (1952 film)|Daag]]'' – ୧୯୫୨), ନାଟକୀୟ ଦେବଦାସ (''[[:en:Devdas (1955 film)|Devdas]]'' – ୧୯୫୫), ହାସ୍ୟରସାତ୍ମକ ଆଜାଦ (''[[:en:Azaad (1955 film)|Azaad]]'' – ୧୯୫୫), ଐତିହାସିକ ମୁଗଳ-ଏ-ଆଜମ (''[[:en:Mughal-e-Azam|Mughal-e-Azam]]'' – ୧୯୬୦), ସାମାଜିକ ଡକାୟତ ([[:en:Dacoit film|dacoit crime]]) ନାଟକ ଗଙ୍ଗା ଯମୁନା (''[[:en:Gunga Jamuna| Gunga Jamuna]]'' – ୧୯୬୧) ଓ ହାସ୍ୟ ରସାତ୍ମକ ରାମ ଅଉର ଶ୍ୟାମ (''[[:en:Ram Aur Shyam| Ram Aur Shyam]]'' - 1967) । ମୁଦ୍ରାସ୍ଫୀତି ହିସାବକୁ ନେଲେ ତାଙ୍କ ଅଭିନୀତ ମୁଗଳ-ଏ-ଆଜମ ଚଳଚ୍ଚିତ୍ର ଅଦ୍ୟାବଧି ସର୍ବାଧିକ ଆୟକାରୀ ମାନ୍ୟତା ପାଇଛି ([[:en:List of highest-grossing films in India|highest-grossing film in India]]) ।
 
ପାଞ୍ଚ ବର୍ଷ ଧରି ସେ ଚଳଚ୍ଚିତ୍ର ଦୁନିଆରୁ ବାହାରେ ରହିବା ପରେ ୧୯୭୬ ଖ୍ରୀଷ୍ଟାବ୍ଦରେ ଫେରିଆସି କେତେକ ଚରିତ୍ର ଭୂମିକା ନିର୍ବାହ କରିଥିବା ଚଳଚ୍ଚିତ୍ରମାନଙ୍କ ନାମ ଯଥାକ୍ରମେ କ୍ରାନ୍ତି (''[[:en:Kranti|Kranti]]'' – ୧୯୮୧), ଶକ୍ତି (''[[:en:Shakti (1982 film)|Shakti]]'' – ୧୯୮୨), ମାର୍ଶାଲ (''[[:en:Mashaal|Mashaal]]'' – ୧୯୮୪), କର୍ମା (''[[:en:Karma (1986 film)|Karma]]'' – ୧୯୮୬) ଓ ସୌଦାଗର (''[[Saudagar (1991 film)|Saudagar]]'' – ୧୯୯୧) । ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ରର ନାମ କିଲା (''[[Qila (film)|Qila]]'' – ୧୯୯୮) ଯେଉଁଥିରେ ସେ ଏକ ଦ୍ୱୈତ ଚରିତ୍ରରେ ଅଭିନୟ କରିଥିଲେ ।
 
== ଆଧାର ==