"ଧଉଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୧୮ ବାଇଟଗୁଡିକ ଯୋଡାଗଲା ,  ୯ ବର୍ଷ ପୂର୍ବେ
ଟିକେ
Robot: Interwiki standardization; cosmetic changes
ଟିକେ (Robot: Interwiki standardization)
ଟିକେ (Robot: Interwiki standardization; cosmetic changes)
[[Fileଫାଇଲ:Dhauli Peace Pagoda.jpg|thumb|250px|right|ଧଉଳି ଶାନ୍ତି ସ୍ତୁପ]]
'''ଧଉଳି''' ପାହାଡ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ''ଭୁବନେଶ୍ୱର'' ଠାରୁ ୮ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ ଓଡ଼ିଆ ଭାଷାରେ ଅଶୋକଙ୍କ ଶିଳାଲେଖ ଅଛି । ଏହା ହେଉଛି ସେହି ଜାଗା ଯେଉଁଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ।
 
ଓଡ଼ିଶାରେ ଥିବା ବାକି ବୌଧ କୀର୍ତି:
 
# ବୌଧ ଜିଲାରେ ଅନେକ ଜାଗାରେ ବୌଧ କୀରତିମାନ ଅଛି, ବିଶ୍ଵାସ କରାଯାଏ ଯେ ବୁଦ୍ଧଙ୍କ ନାଆଁରୁ ବୌଧ/ବଉଦ ଏହି ଜିଲାର ନାଆଁ ଦିଆଯାଇଛି ।
# ଖଣ୍ଡଗିରି, [[ଭୁବନେଶ୍ୱର]]
# ଉଦୟଗିରି, ଭୁବନେଶ୍ୱର
# ରତନଗିରି, ଯାଜପୁର
# ଲଳିତଗିରି, ଯାଜପୁର
# ଜଉଗଡ, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ
 
==ବୌଧ ଧରମର ଶ୍ରେଣୀବିଭାଗ==
* ଥେରବାଦ
* ମହାଯାନ
* ବଜ୍ରଯାନ
* ସହଜଯାନ
 
==ଦ୍ରଷ୍ଟବ୍ୟ==
୧୨,୮୯୭

ଗୋଟି ସମ୍ପାଦନା