"ପଙ୍କଜ ଚରଣ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
+ଆଧାର
୩୧ କ ଧାଡ଼ି:
== ରଚନା ==
ଦଳଗତ ନୃତ୍ୟରେ ସେ ବିଶାରଦ ଥିଲେ ଓ ''ଗ୍ଳାନିସଂହାର'', ''ମାତୃବନ୍ଦନା'', ''ବାଳଗୋପାଳାଷ୍ଟକ'' ଓ ଆହୁରି ଅନେକ ନୃତ୍ୟରେ ସେ ତାଙ୍କର ଅଲିଭା ଛାପ ଛାଡ଼ିଯାଇଛନ୍ତି । ତାଙ୍କର ରଚିତ ନୃତ୍ୟମାନଙ୍କ ମଧ୍ୟରୁ ''ପଞ୍ଚକନ୍ୟା'' ନାମର ନୃତ୍ୟ ସବୁଠୁ ଜନପ୍ରିୟ ହୋଇଥିଲା । ଏଥିରେ ପୁରାଣର ପାଞ୍ଚଗୋଟି ମହାନ ନାରୀ - [[ଅହଲ୍ୟା]], [[ଦ୍ରୌପଦୀ]], ତାରା, କୁନ୍ତୀ ଓ ମନ୍ଦୋଦରୀଙ୍କ କଥା ନୃତ୍ୟର ନାଟକୀୟତା ମାଧ୍ୟମରେ ଦେଖାଯାଇଥିଲା । ଓଡ଼ିଆ ଓ ସଂସ୍କୃତ ଭାଷାରେ ସେ ବିଦ୍ୱାନ ଥିଲେ । କାଳିଦାସ [[ଜୟଦେବ]]ଙ୍କ ଜୀବନ ଉପରେ ଆଧାରିତ ନୃତ୍ୟମାନଙ୍କୁ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।
 
== ଗୁରୁ ପଙ୍କଜ ଚରଣ ଦାସ ଉତ୍ସବ ==
ପ୍ରତିବର୍ଷ ଭୁବନେଶ୍ୱରଠାରେ ଉଡ୍ର ସଂସ୍କୃତି ଏକାଡେମୀଦ୍ୱାରା ଗୁରୁ ପଙ୍କଜ ଚରଣ ଦାସଙ୍କ ସ୍ମୃତିରେ ଆଦିଗୁରୁ ପଙ୍କଜ ଚରଣ ଦାସ ଉତ୍ସବ ଅନୁଷ୍ଠିତ କରାଯାଉଛି । ଏହା ତାଙ୍କ ପୁତ୍ର ଶ୍ରୀ ବସନ୍ତ ଦାସ ଓ ନାତୁଣୀ ପଲ୍ଲବୀ ଦାସଙ୍କଦ୍ୱାରା କରାଯାଉଛି ।
 
== ପୁରସ୍କାର ==
* [[ପଦ୍ମଶ୍ରୀ]] - ୧୯୯୨ ଭାରତ ସରକାରଙ୍କଦ୍ୱାରା ପ୍ରଦତ୍ତ
* [[କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର]], ୧୯୯୨
* ରାଷ୍ଟ୍ରପତି ପୁରସ୍କାର - ୧୯୭୧ [[ସଙ୍ଗୀତ ନାଟକ ଏକାଡେମୀ]] ତରଫରୁ
* ରାଜ୍ୟଓଡ଼ିଶା [[ସଙ୍ଗୀତସଂଗୀତ ନାଟକ ଏକାଡେମୀ]] ପୁରସ୍କାର (ଓଡ଼ିଶୀ ନୃତ୍ୟ) - ୧୯୮୨୧୯୭୦
* [[କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର]]
 
== ଗୁରୁ ପଙ୍କଜ ଚରଣ ଦାସ ଉତ୍ସବ ==
ପ୍ରତିବର୍ଷ ଭୁବନେଶ୍ୱରଠାରେ ଉଡ୍ର ସଂସ୍କୃତି ଏକାଡେମୀଦ୍ୱାରା ଗୁରୁ ପଙ୍କଜ ଚରଣ ଦାସଙ୍କ ସ୍ମୃତିରେ ଆଦିଗୁରୁ ପଙ୍କଜ ଚରଣ ଦାସ ଉତ୍ସବ ଅନୁଷ୍ଠିତ କରାଯାଉଛି । ଏହା ତାଙ୍କ ପୁତ୍ର ଶ୍ରୀ ବସନ୍ତ ଦାସ ଓ ନାତୁଣୀ ପଲ୍ଲବୀ ଦାସଙ୍କଦ୍ୱାରା କରାଯାଉଛି ।
 
==ଆଧାର==
{{ଆଧାର}}
{{ଓଡ଼ିଶାର ପଦ୍ମ ବିଜେତା}}
{{କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ}}
{{Authority control}}
[[ଶ୍ରେଣୀ:୧୯୨୫ ଜନ୍ମ]]
Line ୪୯ ⟶ ୫୦:
[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]
[[ଶ୍ରେଣୀ:ଓଡ଼ିଶୀ ନୃତ୍ୟଶିଳ୍ପୀ]]
[[ଶ୍ରେଣୀ:କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ]]