"ଦିଲୀପ ଦତ୍ତ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Regular Character Changes |
ଟିକେ +ଆଧାର, added Category:ଜୀବିତ ବ୍ୟକ୍ତି using HotCat |
||
୮ କ ଧାଡ଼ି:
| birth_name =
| birth_date = ୧୯୪୨
| birth_place =
| death_date =
| death_place =
୪୬ କ ଧାଡ଼ି:
| signature_alt =
| signature_size =
| website =
| footnotes =
}}
'''ଦିଲୀପ ଦତ୍ତ''' (ଜନ୍ମ : ୧୯୪୨) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ଛାୟାକାର । ସେ ଅନେକ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରରେ ଦୃଶ୍ୟ
== ବ୍ୟକ୍ତିଗତ ଜୀବନ ==
ଦିଲୀପ, ୧୯୪୨ ମସିହାରେ [[ପୁରୀ]]ର
== ବୃତିଗତ ଜୀବନ ==
୧୯୬୩ ମସିହାରେ ବାଙ୍ଗାଲୋରରୁ ସିନେମାଟୋଗ୍ରାଫି ପାଠ ପଢିସାରି, ସେ କାମ ଅନ୍ୱେଷଣରେ [[ମୁମ୍ବାଇ|ବମ୍ବେ]] ଯାଇଥିଲେ । ୧୯୬୩ ମସିହା ସେପ୍ଟେମ୍ବର ୨୯ତାରିଖରେ ସେ ଗୁରୁଦତ୍ତ ଷ୍ଟୁଡିଓରେ ଛାୟାକାର ଭାବରେ କାମ ଆରମ୍ଭ କରିଥିଲେ । ''ଗଜଲ'' ସିନେମାରେ ସେ ପ୍ରଥମେ ସହକାରୀ ଛାୟାକାର ଭାବରେ କାମ କରିଥିଲେ । ୧୯୬୪ରେ କାମ କରିଥିଲେ ''ଛୋଟି ସି ମୁଲାକାତ'' ଚଳଚ୍ଚିତ୍ରରେ । ଏହିପରି ୧୦ ବର୍ଷ ମଧ୍ୟରେ ସେ ୧୨ଟି ଚଳଚ୍ଚିତ୍ରରେ ସହକାରୀ ଛାୟାକାର ଭାବରେ କାମ କରିଥିଲେ ।
୧୯୭୪ ମସିହାରେ ଦିଲୀପ
ପରେ [[ସିନ୍ଦୁର ବିନ୍ଦୁ]], [[ସାକ୍ଷୀ ଗୋପୀନାଥ]], [[ସମୟ ବଡ଼ ବଳବାନ]], [[ନିଝୁମ ରାତିର ସାଥୀ (୧୯୭୯ର ଓଡ଼ିଆ କଥାଚିତ୍ର)|ନିଝୁମ ରାତିର ସାଥୀ]] ଆଦି ଓଡ଼ିଆ ଚଳଚ୍ଚିତ୍ରରେ କ୍ୟାମେରା ପରିଚାଳନା କରିଥିଲେ ।<ref>{{cite web |title=ଶରୀର ବଲିଉଡ଼ରେ ଆତ୍ମା ଓଡ଼ିଶାରେ |url=http://www.enewspapr.com/News/NITIDIN/BHUB/2021/06/27/ArticleImages/1828E8C.jpg |accessdate=27 June 2021 |archiveurl=https://web.archive.org/web/20210627042540/http://www.enewspapr.com/News/NITIDIN/BHUB/2021/06/27/ArticleImages/1828E8C.jpg |archivedate=2021 06 27 |page=୭ |date=୨୭ ଜୁନ ୨୦୨୧}}</ref>
ସେ [[ଓଡ଼ିଶା ସରକାର]]ଙ୍କ ''ଫିଲ୍ମ ଡିଭିଜନ'' ପାଇଁ ୭ଟି ବୃତ୍ତଚିତ୍ର ମଧ୍ୟ ନିର୍ମାଣ କରିଥିଲେ । ସେଥି ମଧ୍ୟରୁ ''ଫୋକ ପେଣ୍ଟିଂସ ଅଫ ଓଡ଼ିଶା'' ଆନ୍ତର୍ଜାତିକ ସ୍ତରରେ ସମ୍ମାନ ହାସଲ କରିଛି । ପ୍ରାୟ ୨୪ଟି ହିନ୍ଦୀ ଧାରାବାହିକର ୬ହଜାରରୁ ଅଧିକ ଅଧ୍ୟାୟ ପାଇଁ ସେ ଛାୟାକାର ଭାବରେ କାମ କରିଛନ୍ତି । ଏହା ବ୍ୟତିତ ସେ ଗୋଟିଏ ଫ୍ରେଞ୍ଚ ଚଳଚ୍ଚିତ୍ର ''ସେଲାଭି'', ବଙ୍ଗଳା, ମରାଠୀ ଓ ଭୋଜପୁରୀ ଚଳଚ୍ଚିତ୍ରରେ କ୍ୟାମେରା ପରିଚାଳନା କରିଥିଲେ ।
== ଆଧାର ==
Line ୭୪ ⟶ ୬୮:
[[ଶ୍ରେଣୀ:୧୯୪୨ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଯାଜପୁର ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଚିତ୍ରତ୍ତୋଳକ]]
|