"ଜଗତସିଂହପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Robot: Interwiki standardization; cosmetic changes
୮୩ କ ଧାଡ଼ି:
}}
 
'''ଜଗତସିଂହପୁର''' [[ଭାରତ]]ର [[ଓଡ଼ିଶା]] ରାଜ୍ୟର ଏକ ଜିଲା । ଜଗତସିଂହପୁର ଏକ ଜିଲ୍ଳା ଭାବରେ ୧ ଏପ୍ରିଲ ୧୯୯୪ ରେ ଗଠିତ ହୋଇଥିଲା | ଏହି ଜିଲ୍ଳାରେ [[ପାରାଦ୍ଵିପ ବନ୍ଦର]] ଏବଂ ଅନେକ ଫର୍ଟିଲାଇଜର କାରଖାନା ଅଛି | ଏଠାରେ [[ଅଳକା]], [[ବିଲୁଆଖାଈ]], [[ କୁସୁମି]], [[ ହଂସୁଆ]], [[କନୁରିଆ]] ଏବଂ [[ଳୁଣିଝରା]] ନଦୀ ଗୁଡ଼ିକ ଅଛନ୍ତି |
 
ଏଠାରେ ପ୍ରସିଦ୍ଧ [[ସାରଳା]] ପୀଠ ରହିଅଛି । [[ଓଡ଼ିଆ ସାହିତ୍ୟ|ସାହିତ୍ୟ]]ର କେତେଜଣ ମହନୀୟ ସ୍ରଷ୍ଟା [[ସାରଳା ଦାସ]], ଜାତୀୟ କବି [[ବୀରକିଶୋର]], [[ଗୋପାଳ ଛୋଟରାୟ]], [[ପ୍ରତିଭା ରାୟ]], [[ବିଭୂତି ପଟ୍ଟନାୟକ]] ଏଠାରେ ଜନ୍ମ ନେଇଥିଲେ ।
୧୦୧ କ ଧାଡ଼ି:
<!--{{ଜଗତସିଂହପୁର ଜିଲା}}-->
 
[[categoryବିଭାଗ:ଓଡ଼ିଶା]]
[[categoryବିଭାଗ:ଜିଲା]]
[[categoryବିଭାଗ:ଓଡ଼ିଶାର ଜିଲା]]
 
[[bn:জগতসিংহপুর]]