"କପାଟିକା ହୃଦ୍‌ରୋଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

କପାଟିକା ହୃଦ୍‌ରୋଗରେ ହୃତ୍‌ପିଣ୍ଡ ମଧ୍ୟରେ ଥିବା ଚାରୋଟି କପାଟିକା (ବାମ ପାଖରେ ଆଓର୍ଟିକ ଓ ମାଇଟ୍ରାଲ, ଡାହାଣ ପ
Content deleted Content added
Created by translating the page "User:Mr. Ibrahem/Valvular heart disease"
(କିଛି ବଦଳିନାହିଁ)

୧୦:୦୫, ୨୪ ଜୁନ ୨୦୨୧ ଅନୁସାରେ କରାଯାଇଥିବା ବଦଳ

କପାଟିକା ହୃଦ୍‌ରୋଗରେ ହୃତ୍‌ପିଣ୍ଡ ମଧ୍ୟରେ ଥିବା ଚାରୋଟି କପାଟିକା (ବାମ ପାଖରେ ଆଓର୍ଟିକ ଓ ମାଇଟ୍ରାଲ, ଡାହାଣ ପାଖରେ ଟ୍ରାଇକସପିଡ ଓ ପଲମୋନାରି) ମଧ୍ୟରୁ ଯେ କୌଣସି କପାଟିକାରେ ବିକୃତି ଥାଇପାରେ[୩] ଏହାର ଲକ୍ଷଣ ମଧ୍ୟରେ ଅଣନିଶ୍ୱାସ, ଗୋଡ଼ ଫୁଲିବା, ଥକ୍କାପଣ ଏବଂ ପାଲପିଟେସନ ହୋଇପାରେ । [୧] ରୋଗ ଜଟିଳ ହେଲେ ହୃଦ୍‌ପାତ ଏବଂ ଷ୍ଟ୍ରୋକ ହୋଇପାରେ । [୩]

Valvular heart disease
Cardiac valvular disorder, heart valve disease
Diagram of the valves of the heart. The aortic and mitral valves are shown in the left heart, and the tricuspid and pulmonic valves are shown in the right heart.
ବିଭାଗCardiology
ଲକ୍ଷଣShortness of breath, leg swelling, tiredness, palpitations[୧]
ବିପଦ କାରକOlder age, rheumatic heart disease, prior heart attack, high blood pressure, diabetes, infectious endocarditis, Marfan syndrome, heart related birth defect[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିHeart murmur, ultrasound[୧]
ଚିକିତ୍ସାHealthy lifestyle, surgery[୪][୧]
ପୁନଃପୌନିକ2.5% (USA)[୫]

ବିପଦ କାରକଗୁଡ଼ିକ ମଧ୍ୟରେ ବୃଦ୍ଧାବସ୍ଥା, ରିଉମାଟିକ ହୃଦ୍‌ରୋଗ, ପୂର୍ବତନ ହୃଦଘାତ, ଉଚ୍ଚ ରକ୍ତଚାପ, ମଧୁମେହ, ସଂକ୍ରାମକ ଏଣ୍ଡୋକାର୍ଡାଇଟିସ୍, ମାରଫାନ୍ ସିଣ୍ଡ୍ରୋମ ଏବଂ ଜନ୍ମଗତ ହୃତ୍‌ପିଣ୍ଡ ଦୋଷ ଥାଇପରେ | [୨] [୩] କପାଟିକା ମାନଙ୍କର ଖୋଲିବା ଦୋଷ (ଷ୍ଟେନୋସିସ୍) ଏବଂ ଲିକ୍ ଦୋଷ (କଣାହୋଇ ବୋହିଯିବା) ଏହି ଦୁଇ ଭାଗରେ ବିଭକ୍ତ କରାଯାଇପାରେ | [୧] ହୃତ୍‌ପିଣ୍ଡର ମର୍‌ମର୍ ଶବ୍ଦ ଶୁଣି ରୋଗ ନିର୍ଣ୍ଣୟ କରାଯାଇପାରେ ଓ ଅଲଟ୍ରାସାଉଣ୍ଡ ଅନୁଶୀଳନ କରି ସୁନିଶ୍ଚିତ କରାଯାଇପାରେ। [୧]

ରୋଗ ସାମାନ୍ୟ ହୋଇଥିଲେ ପର୍ଯ୍ୟାୟକ୍ରମେ ଯାଞ୍ଚ ମାଧ୍ୟମରେ ରୋଗ ଅନୁସରଣ କରାଯାଇପାରେ | [୧] ବ୍ୟାୟାମ ସହିତ ଏକ ସୁସ୍ଥ ଜୀବନ ପ୍ରଣାଳୀ ଅନୁସରଣ କରିବାକୁ ସୁପାରିଶ କରାଯାଏ | [୪] ରିଉମାଟିକ୍ ଶ୍ରବଣ ରୋଗର ଇତିହାସ ଥିବା ବ୍ୟକ୍ତିଙ୍କ ନିମନ୍ତେ ଆଣ୍ଟିବାୟୋଟିକ ଦେବାକୁ ସୁପାରିସ କରାଯାଏ । [୪] ରୋଗ ଗୁରୁତର ହୋଇଥିଲେ କପାଟିକା ମରାମତି କିମ୍ବା କୃତ୍ରିମ କପାଟିକା ପ୍ରତିରପଣ ଅସ୍ତ୍ରୋପଚାର କରାଯାଏ । [୧]

ଯୁକ୍ତରାଷ୍ଟ୍ରରର ପ୍ରାୟ ୨.୫ ଲୋକଙ୍କୁ ଏହି ରୋଗ ପ୍ରଭାବିତ କରିଥାଏ, ଏବଂ ଆଓର୍ଟିକ୍ କପାଟିକା ରୋଗ ଯୋଗୁ ସର୍ବାଧିକ ମୃତ୍ୟୁ ଘଟିଥାଏ | [୫] [୬] ପ୍ରାୟ ୨୦୦ ଖ୍ରୀଷ୍ଟାବ୍ଦରେ ଗ୍ୟାଲେନ ଏହି ହୃତ୍‌ପିଣ୍ଡ କପାଟିକାର ପ୍ରଥମେ ବର୍ଣ୍ଣନା କରିଥିଲେ, ଓ ୧୬୦୦ ରୁ ୧୭୦୦ ଶତାବ୍ଦୀ ପର୍ଯ୍ୟନ୍ତ କପାଟିକା ସମ୍ପର୍କୀୟ ସମସ୍ୟାର ବର୍ଣ୍ଣନା କରାଯାଇ ନଥିଲା | [୭] [୮] ୧୯୧୩ ମସିହାରେ ଫ୍ରାନ୍ସର ପ୍ୟାରିସରେ ଥିଓଡୋର ଟୁଫିଏର ଦ୍ୱାରା ପ୍ରଥମ ଅସ୍ତ୍ରୋପଚାର ଚିକିତ୍ସା କରାଯାଇଥିଲା | [୮]

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Overview of Heart Valve Disorders - Heart and Blood Vessel Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Retrieved 8 March 2021.
  2. ୨.୦ ୨.୧ "Heart valve disease - Symptoms and causes". Mayo Clinic (in ଇଂରାଜୀ). Retrieved 8 March 2021.
  3. ୩.୦ ୩.୧ ୩.୨ ୩.୩ "Heart Valve Disease". www.nhlbi.nih.gov. NHLBI, NIH. Retrieved 8 March 2021.
  4. ୪.୦ ୪.୧ ୪.୨ Otto, CM; Nishimura, RA; Bonow, RO; Carabello, BA; Erwin JP, 3rd; Gentile, F; Jneid, H; Krieger, EV; Mack, M; McLeod, C; O'Gara, PT; Rigolin, VH; Sundt TM, 3rd; Thompson, A; Toly, C (2 February 2021). "2020 ACC/AHA Guideline for the Management of Patients With Valvular Heart Disease: A Report of the American College of Cardiology/American Heart Association Joint Committee on Clinical Practice Guidelines". Circulation. 143 (5): e72–e227. doi:10.1161/CIR.0000000000000923. PMID 33332150.{{cite journal}}: CS1 maint: numeric names: authors list (link)
  5. ୫.୦ ୫.୧ Iung, B; Vahanian, A (March 2011). "Epidemiology of valvular heart disease in the adult". Nature reviews. Cardiology. 8 (3): 162–72. doi:10.1038/nrcardio.2010.202. PMID 21263455.
  6. Coffey, Sean; Cairns, Benjamin J; Iung, Bernard (1 January 2016). "The modern epidemiology of heart valve disease". Heart. 102 (1): 75–85. doi:10.1136/heartjnl-2014-307020.
  7. Goldstein, Steven A.; Kronzon, Itzhak; Khandheria, Bijoy K.; Mor-Avi, Victor (2015). ASE’s Comprehensive Echocardiography E-Book (in ଇଂରାଜୀ). Elsevier Health Sciences. p. 453. ISBN 978-0-323-32734-3.
  8. ୮.୦ ୮.୧ Kuijpers, Petra (5 February 2020). "History in medicine: the aortic valve". e-Journal of Cardiology Practice. 18. doi:10.37461/escejcp.18.9. ଆଧାର ଭୁଲ: Invalid <ref> tag; name "Kui2020" defined multiple times with different content