"ରମେଶ ଚନ୍ଦ୍ର ମାଝି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୪୦ କ ଧାଡ଼ି:
 
== ଶିକ୍ଷା ଏବଂ ପ୍ରାରମ୍ଭିକ ଜୀବନ ==
୯ ଅପ୍ରେଲ ୧୯୭୮ମସିହାରେ ସେ ଯାଦବ ମଝିମାଝି ଏବଂ ବଳମତୀ ମାଝୀଙ୍କଠାରୁ ଜନ୍ମଗ୍ରହଣ ନେଇଥିଲେ । ତାଙ୍କର ଜନ୍ମ ନବରଙ୍ଗପୁତ୍ରନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ଦଣ୍ଡମୁଣ୍ଡାଦଣ୍ଡାମୁଣ୍ଡା ଗ୍ରାମରେ ହୋଇଥିଲା । ତାଙ୍କର ଗୋଟିଏ ଭାଇ ଏବଂ ତିନି ଜଣ ଭଉଣୀ ଅଛନ୍ତି ।<ref>{{Cite web|url=http://ws.ori.nic.in/ola/mlaprofile/profilepage.asp#|title=Archived copy|archive-url=https://web.archive.org/web/20090619072646/http://ws.ori.nic.in/ola/mlaprofile/profilepage.asp#|archive-date=2009-06-19|url-status=dead|access-date=2012-12-22}}</ref> ନିଜର ରାଜନୈତିକ ଜୀବନ ଯୋଗୁଁ ସେ ଉଚ୍ଚଶିକ୍ଷା ପ୍ରତି ଅଧିକ ଧ୍ୟାନ ଦେଇପାରିନଥିଲେ । ୨୦୧୧ ମସିହାରେ ସେ କଳାରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ।<ref>{{Cite news|url=http://www.hindu.com/2011/03/14/stories/2011031455631200.htm|title=RCM Exam|date=14 March 2011|work=[[The Hindu]]|location=Chennai, India}}</ref>
 
== ରାଜନୈତିକ ଜୀବନ ==