"ତପୁ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଟିକେ
{{Infobox person
| name = ତପୁ ମିଶ୍ର
| birth_name = ଧ୍ରୁତିତପା ମିଶ୍ର
| image = Tapu_Mishra.jpg
| imagesize = 150px
| caption = ଭୁବନେଶ୍ୱରରେ ତପୁ ମିଶ୍ର
| birth_date = {{birth date|1985|01|11|df=yes}}
| birthdate =
| birth_place =
| death_date= {{death date and age|2021|6|19|1985|01|11|df=yes}}
| death_date= {{ death date|2021|6|19|df=yes}}<ref>{{cite web |title=ପରଲୋକରେ ଓଡ଼ିଶାର ସୁନାମଧନ୍ୟ ଗାୟିକା ତପୁ ମିଶ୍ର |url=https://sambad.in/state/tapu-mishra-passes-away-679234/ |website=sambad.in |accessdate=19 June 2021}}</ref>
| yearsactive = [[୧୯୯୯]]-ଏବେଯାଏଁ
| occupation = [[ପ୍ରଚ୍ଛଦପଟ ଗାୟିକା]]
}}
 
'''ତପୁ ମିଶ୍ର''' (୧୧ ଜାନୁଆରୀ ୧୯୮୫ - ୧୯ ଜୁନ ୨୦୨୧) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] କଣ୍ଠଶିଳ୍ପୀ ଥିଲେ । ସେ [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] ଏବଂ ଆଲବମ୍ ଜଗତରେ ଅନେକ ଗୀତରେ କଣ୍ଠଦାନ କରିଥିଲେ । ସେ ଓଡ଼ିଆ [[ଡିଡି ଓଡ଼ିଆ|ଦୂରଦର୍ଶନ]] କାର୍ଯ୍ୟକ୍ରମରେ ଜଣେ ବିଚାରିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । [[ତରଙ୍ଗ ଟିଭି]]ରେ ପ୍ରସାରିତ କାର୍ଯ୍ୟକ୍ରମ "ଭଏସ୍ ଅଫ୍ ଓଡ଼ିଶା"ରେ [[ଗୁଡ୍‌ଲି ରଥ]] ଏବଂ [[ପମି]]ଙ୍କ ସହ ଜଣେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । ଓଡ଼ିଆ ସମେତ ସେ [[ବଙ୍ଗଳା ଭାଷା|ବଙ୍ଗଳା]], [[ହିନ୍ଦୀ]] ଏବଂ ଅନ୍ୟାନ୍ୟ ଭାରତୀୟ ଆଞ୍ଚଳିକ ଭାଷାମାନଙ୍କରେ ମଧ୍ୟ ଗୀତ ଗାଇଥିଲେ । ଜଣେ ସ୍ୱାଧୀନ କଳାକାର ଭାବେ ସେ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଆଲବମ ପ୍ରକାଶ କରିଥିଲେ ।<ref name="tnie">{{cite news |title=Eminent Ollywood singer Tapu Mishra passes away due to post COVID complications |url=https://www.newindianexpress.com/states/odisha/2021/jun/20/eminentollywood-singer-tapu-mishra-passes-away-due-to-post-covid-complications-2318915.html |accessdate=20 June 2021 |work=The New Indian Express |agency=The New Indian Express |publisher=The New Indian Express |date=20 June 2021}}</ref>
 
୨୦୨୧ ମସିହା ଜୁନ ୧୯ ତାରିଖରେ [[କରୋନାଭୂତାଣୁ|କରୋନା]]ରେ ୩୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।<ref name="sambadenglish">{{cite news |title=Ollywood singer Tapu Mishra succumbs to Covid19 {{!}} Ollywood singer Tapu Mishra succumbs to Covid19 |url=https://sambadenglish.com/ollywood-singer-tapu-mishra-succumbs-to-covid19/ |accessdate=20 June 2021 |date=19 June 2021}}</ref><ref name="kalingatv">{{cite news |title=Noted Ollywood singer Tapu Mishra dies of Covid-19 |url=https://kalingatv.com/state/noted-ollywood-singer-tapu-mishra-dies-of-covid-19/ |accessdate=20 June 2021 |work=KalingaTV |date=19 June 2021}}</ref>
 
== ଜୀବନୀ ==
=== ପ୍ରାରମ୍ଭିକ ଜୀବନ ===
ତପୁ ମିଶ୍ର [[ଓଡ଼ିଶା]]ରଓଡ଼ିଶାର [[ସମ୍ୱଲପୁର]]ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଅଳ୍ପ ବୟସରେ ଗୀତ ବୋଲା ଶିଖି ଗୀତ ଗାଇବା ଆରମ୍ଭ କରିଥିଲେ ।<ref>{{cite nameweb |title="tnie"ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ |url=http://epaper.prameyanews.com/viewmap/525825.jpg |website=ପ୍ରମେୟ |accessdate=20 June 2021 |archiveurl=https://web.archive.org/web/20210620022505/http://epaper.prameyanews.com/viewmap/525825.jpg |archivedate=20 June 2021 |page=୧ |date=୨୦ ଜୁନ ୨୦୨୧}}</ref>
 
=== ଶିକ୍ଷା ===
 
=== ଅସୁସ୍ଥତା ଓ ମୃତ୍ୟୁ ===
ମଇ ୧୯ରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଘରୋଇ କରୋନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେ ସୁସ୍ଥ ହେବା ପରେ ପୁଣିଥରେ କରୋନା ପରବର୍ତ୍ତୀ ଜଟିଳତା ସୃଷ୍ଟି ହୋଇଥିଲା ଓ ତାଙ୍କର ଅମ୍ଳଜାନ ସ୍ତର ୪୫କୁ ଖସିଯାଇଥିଲା । ଭୁବନେଶ୍ୱରଠାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତିହୋଇଥିଲେ ଓ ପରେ ଭେଣ୍ଟିଲେଟରରେ ଥିଲେ । ଚିକିତ୍ସିତ ହେଉଥିବା ସମୟରେ ୨୦୨୧ ମସିହା ଜୁନ ୧୯ ତାରିଖ ରାତି ୧୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା ।<ref name="tnie"/> ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା ।<ref name="sambadenglish">{{cite news |title=Ollywood singer Tapu Mishra succumbs to Covid19 |url=https://sambadenglish.com/ollywood-singer-tapu-mishra-succumbs-to-covid19/ |accessdate=20 June 2021 |date=19 June 2021}}</ref>
 
== ଗୀତ ==
 
== ଆଧାର ==
{{ଆଧାରReflist|30em}}
 
== ବାହାର ଆଧାର ==
{{Commons category|Tapu Mishra|ତପୁ ମିଶ୍ର}}
* {{imdbIMDb name|3450749}}
{{Authority control}}
 
[[ଶ୍ରେଣୀ:ଓଲିଉଡ଼୧୯୮୫ ଜନ୍ମ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:୨୦୨୧ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଗାୟକ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:ଭାରତରେ କୋଭିଡ-୧୯ ମହାମାରୀ ଯୋଗୁ ମୃତ୍ୟୁ]]
୨୫,୪୫୯

ଗୋଟି ସମ୍ପାଦନା